ଏଠାରେ ଖୋଲା ଗଲା 5D ପୋର୍ଣ ସିନେମା ହୋଲ, ମିଳିବ ଏସବୁ ସୁବିଧା

ଦେଶ ବିଦେଶ

କିଛି ଦିନ ପୂର୍ବରୁ ଆମ ଦେଶରେ ପୋର୍ଣ ଫିଲ୍ମ ଅଧିକ ମାତ୍ରାରେ ଦେଖୁ ଥିବାକୁ ନେଇ ଏହାକୁ ରୋକିବା ପାଇଁ ସରକାର ଙ୍କ ଦ୍ୱାରା 800 ରୁ ଅଧିକ ପୋର୍ଣ ସାଇଟସ୍ ବନ୍ଦ କରା ଯାଇ ଥିଲା । ଏଥିପାଇଁ ଲୋକଙ୍କର ପୋର୍ଣ ଦେଖିବା କମ୍ ହୋଇ ଯାଇ ଥିଲା । ଯୁବକ ମାନେ ଅବାଟରେ ଯେମିତି ନ ଯାଆନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନିଆ ଯାଇ ଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କି ପୋର୍ଣ ଫିଲ୍ମ ବ୍ୟାନ କରିବା ପରିବର୍ତ୍ତେ ଅନେକ ବଢିଆ ସୁବିଧା ଯୁକ୍ତ 5D ପୋର୍ଣ ସିନେମା ହୋଲ ତିଆରି କରା ଯାଇଛି । ଶୁଣିକରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିବ ଯେ ଗୋଟେ ପଟେ ଯେଉଁଠି ପୋର୍ଣ ସାଇଟ୍ସ ବ୍ୟାନ କରା ଯାଉଛି ଆଉ ଗୋଟେ ପଟେ ଏଥିପାଇଁ ସିନେମା ହୋଲ ଖୋଲା ଯାଉଛି ।

ଆମେ ଏମ୍ସଟରଦେମ୍ ର କଥା ହେଉଛୁ । ମିଳିଥିବା ଖବର ଅନୁସାରେ, ଏମ୍ସଟରଦେମ୍ ର ସବୁଠାରୁ ବଡ଼ ଓ ପପୁଲାର ରେଡ଼ ଲାଇଟ ଦିଷ୍ଟ୍ରିକ୍ଟ , ଡି ବାଲେନ ( De Wallen ) ରେ ଏବେ 5D ପୋର୍ଣ ସିନେମା ହୋଲ ଆରମ୍ଭ ହୋଇ ଯାଇଛି । ଏଠାରେ ମୋଟ 18 ମୋସନ ସିଟ ଅଛି ଯେଉଁଠି ଆପଣଙ୍କୁ ବସା ଯିବ , ଏହା ପରେ ସିନେମାରେ ଗୋଟେ ବଡ଼ 3D ଇଂବ୍ଲଡ଼ ସ୍କ୍ରିନ ଥିବ ଦେଖିବେ । ତାସହିତ ସେଠାରେ ଆପଣଙ୍କୁ ଏୟର ଜେଟ ପବନ ଆଉ ପାଣିର ସେଂସେସନ ବି ଦିଆ ଯିବ ଯାହା ଦ୍ୱାରା ଆପଣଙ୍କୁ ଅନୁଭବ ଆହୁରି ଅଧିକ ହୋଇ ପାରିବ । ଏହି ସୁବିଧା ସହିତ ଆପଣ ପୋର୍ଣ ଦେଖି ପାରିବେ ।

ଏହା ବିଷୟରେ ସିନେମା ହୋଲ ମାଲିକ Natalie , ଏହା ଚାହାନ୍ତି ଯେ ଲୋକେ ତାଙ୍କର ପ୍ରିୟଜନ ଙ୍କ ସହିତ ଏଠାକୁ ଆସନ୍ତୁ । ଏହା ସହିତ Natalie କହିଛନ୍ତି ଯେ ଏଠାରେ ଲୋକଙ୍କୁ ସିନେମା ହୋଲ ସହିତ ‘ ମନୋରଞ୍ଜନ ପାର୍କ ‘ ଯେମିତି ସୁବିଧା ଅନୁଭବ ହେବ । ଏହି ସିନେମା ହୋଲର ଲକ୍ଷ୍ୟ କେବଳ ଟୁରିଷ୍ଟ ଙ୍କୁ ଆକର୍ଷିତ କରିବା ନୁହେଁ ବରଂ ସ୍ଥାନୀୟ ଲୋକଙ୍କୁ ବି ଆକର୍ଷିତ କରିବା ଲକ୍ଷ୍ୟ ଅଛି । ଖବର ଅନୁସାରେ ଏହି ସିନେମା ହୋଲ ରେ ଦେଖେଇବାକୁ ଥିବା ଫିଲ୍ମ ଡଚ ପୋର୍ଣ ଫିଲ୍ମ ଷ୍ଟାର ହଲେଣ୍ଡୋ ସହିତ ମିଶି ତିଆରି କରା ଯିବ । ଯାହାକି ଇଣ୍ଡଷ୍ଟ୍ରି ରେ ଏକ ବଡ଼ ନାଁ ଅଛି

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.