ଏତେ ସୁନ୍ଦରୀ ହୋଇ ଗଲେଣି ବଜରଙ୍ଗୀ ଭାଇଜାନଙ୍କର ମୁନ୍ନୀ , ଦେଖିଲେ ବିଶ୍ୱାସ କରି ହେଉନି

ସମାଚାର

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ପୁଣି ଥରେ ଆମ ପୃଷ୍ଠାକୁ ସ୍ୱାଗତ । 2015 ରେ ରିଲିଜ ହୋଇ ଥିବା ଫିଲ୍ମ ବଜରଙ୍ଗୀ ଭାଇଜାନ ବୋକ୍ସ ଅଫିସରେ ବହୁତ ପଇସା କମେଇ ଥିଲା । ଏହି ଫିଲ୍ମ ସମସ୍ତ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସି ଥିଲା । ଅପଣଙ୍କ ର ଜାଣିବା ପାଇଁ କହି ଦେଉଛୁ ଯେ ଏହି ଫିଲ୍ମରେ ସଲମାନ ଖାଁ ପବନ କୁମାର ଚତୁର୍ବେଦୀ ଓରଫ ବଜରଙ୍ଗୀ ଭାଇଜାନ ଙ୍କର ଚରିତ୍ର ରେ ଅଭିନୟ କରି ଥିଲେ । ଏହା ଛଡା ଏହି ଫିଲ୍ମରେ ନବାଜୁଦ୍ଦିନ ସିଦ୍ଧିକି ଓ ହର୍ଷାଲି ମଲହୋତ୍ରା ବି ଥିଲେ ।

ହର୍ଷାଲି ମଲହୋତ୍ରା ମୁନ୍ନୀର ଚରିତ୍ରରେ ଅଭିନୟ କରି ଥିଲେ । ଆଉ ଏହାକୁ ଲୋକେ ବହୁତ ପସନ୍ଦ କରି ଥିଲେ । ଏବେ ମୁନ୍ନୀ ଗତ 4ବର୍ଷ ଭିତରେ ବହୁତ ବଡ଼ ହୋଇ ସାରିଛି । ଆମେ ଆପଣଙ୍କୁ କହି ଦେଉଛୁ ଯେ ହର୍ଷାଲି ମଲହୋତ୍ରା ଦେଖିବା ପାଇଁ ବହୁତ ସୁନ୍ଦରୀ ଓ ଆକର୍ଷଣୀୟ ଅଟନ୍ତି । 4 ବର୍ଷ ପରେ ହର୍ଷାଲି ମଲହୋତ୍ରା ଙ୍କର ଲୁକ ବହୁତ ଚେଞ୍ଜ ହୋଇ ସାରିଛି ।

ଜାଣିବା ପାଇଁ ଆମେ ଆପଣଙ୍କୁ କହି ଦେଉଛୁ ଯେ ହର୍ଷାଲି ମଲହୋତ୍ରା ଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ତାଙ୍କର ମା ହେଣ୍ଡେଲ କରନ୍ତି । ସେ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟରେ ବହୁତ ବଢିଆ ବଢିଆ ଫୋଟ ସେଆର କରିଛନ୍ତି । ସେସବୁ ଫୋଟରେ ସେ ବହୁତ ସୁନ୍ଦରୀ ଲାଗୁଛନ୍ତି । ଫିଲ୍ମ ଛଡା ହର୍ଷାଲି ମଲହୋତ୍ରା ବହୁତ ଗୁଡିଏ ବିଜ୍ଞାପନରେ ବି ନଜର ଆସିଛନ୍ତି । ଆପଣଙ୍କର ଜାଣିବା ପାଇଁ ଆମେ କହି ଦେଉଛୁ ଯେ ହର୍ଷାଲି ମଲହୋତ୍ରା ଙ୍କର ସବୁଠାରୁ ପ୍ରିୟ ଅଭିନେତା ସଲମାନ ଖାଁ ଅଟନ୍ତି ଆଉ ସବୁଠାରୁ ପ୍ରିୟ ଅଭିନେତ୍ରୀ କରିନା କାପୁର ଓ କୈଟରିନାକୈଫ ଅଟନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଟି ଭଲ ଲାଗିଲା ତେବେ ତଳେ ଥିବା କମେଣ୍ଟ ବକ୍ସରେ ନିଜର ମତ ଦିଅନ୍ତୁ। ଆଉ ଏହି ପୋଷ୍ଟକୁ ସାଙ୍ଗ ମାନଙ୍କ ମଧ୍ୟରେ ସେଆର କରି ତାଙ୍କୁ ବି ପଢ଼ିବାର ସୁଯୋଗ ଦିଅନ୍ତୁ । ଧନ୍ୟବାଦ ।।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.