ଚାଣକ୍ୟ ନୀତି : ସକାଳୁ ଉଠିଲା ପରେ ଏହି 4ଟି କାମ କରନ୍ତୁ ନାହିଁ, ନହେଲେ ପରେ ହଇରାଣ ହେବେ

ଜୀବନଚର୍ଯ୍ୟା

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ୱାନ ଥିଲେ ।ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ତାଙ୍କର ନ୍ୟାୟ ପୂର୍ଣ୍ଣ ଆଚରଣ ପାଇଁ ଜଣା ଯାଇ ଥାଏ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ପରେ ବି ସେ ଏକ ସାଧାରଣ କୁଟିଆରେ ରହୁ ଥିଲେ । ତାଙ୍କର ଜୀବନ ବହୁତ ସାଧାରଣ ଥିଲା ।ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନରେ ମିଳି ଥିବା ଅନୁଭୂତିକୁ ତାଙ୍କର ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ ଏମିତି ସବୁ ବାକ୍ୟ ଲେଖା ଯାଇଛି ଯାହାକୁ ଯଦି ଜଣେ ବ୍ୟକ୍ତି ପାଳନ କରିବ ତେବେ ତାକୁ ସଫଳ ହେବା ପାଇଁ କେହିବି ରୋକି ପାରିବ ନାହିଁ । ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣଙ୍କର ସକାଳ ଭଲରେ ବିତି ଯାଏ ଟି ଆପଣଙ୍କର ସାରା ଦିନଟି ଭଲରେ ଆଉ ଶୁଭରେ କଟିବ । କିନ୍ତୁ ଯଦି ସକାଳୁ ଉଠି କିଛି ଖରାପ ଜିନିଷ ସହିତ ଦେଖା ହୋଇ ଯାଏ ତୋ ସାରା ଦିନଟା ଖରାପ ହୋଇ ଯାଇ ଥାଏ ।ଆଚାର୍ଯ୍ୟ ଚାଣକ୍ୟ ଏମିଟି 4 ଟି କଥା କହିଛନ୍ତି ଯାହାକି ଯଦି ଜଣେ ସକାଳୁ କରି ଥାଏ ତେବେ ତାର ସାରା ଦିନଟି ଖରାପ ହୋଇ ଯାଇ ଥାଏ । ତାହେଲେ ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ କହି ଥିବା ସେଇ 4ଟି କଥା ଯାହା ଆମକୁ ସକାଳୁ ଉଠି କରିବା ଉଚିତ ନୁହେଁ ।

ଆଇନା ଦେଖିବା:-
କିଛି ଲୋକେ ସକାଳୁ ଉଥିବା ମାତ୍ରକେ ହିଁ ଆଇନା ଦେଖିବାର ଅଭ୍ୟାସ ଥାଏ , କିନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ବିଲକୁଲ ବି ଆଇନା ଦେଖିବା ଉଚିତ ନୁହେଁ । ସକାଳୁ ଉଠି ଆଇନା ଦେଖିବା ଅଶୁଭ ମାନା ଯାଇ ଥାଏ । ଯେଉଁ ବ୍ୟକ୍ତି ଏମିତି କରି ଥାଏ ତାହା ସହିତ ଦିନ ସାରା ସବୁ ନକାରତ୍ମକ ଘଟଣା ଘଟି ଥାଏ । ତାର ପୁରା ଦିନ ଖରାପ ହୋଇ ଯାଇ ଥାଏ । ଏଥିପାଇଁ ଚେଷ୍ଟା କରନ୍ତୁ ଯେ ସକାଳୁ ଉଠିବା ମାତ୍ରକେ ହିଁ ଆଇନା ଯେମିତି ନ ଦେଖନ୍ତି ।

ଲଢେଇ:- ସକାଳୁ ଉଠିବା ମାତ୍ରକେ ଯଦି ମାଙ୍କଡ଼ କିମ୍ବା କୁକୁର ଭିତରେ ହେଉ ଥିବା ଲଢେଇ ଦେଖି ନିଅନ୍ତି ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କର ସାରା ଦିନଟା ବର୍ବାଦ ହୋଇ ଗଲା । ମାଙ୍କଡ଼ ଆଉ କୁକୁର ମାନଙ୍କର ସକାଳୁ ସକାଳୁ ଲଢେଇ ଦେଖିବା ଅଶୁଭ ମାନା ଯାଇ ଥାଏ । ଯଦି ଆପଣ ଏମିତି କରନ୍ତି ତେବେ ବୁଝି ନିଅନ୍ତୁ ଆପଣ କୌଣସି ଏକ ବଡ଼ ବିପଦର ସାମ୍ନା କରିବାକୁ ଯାଉଛନ୍ତି । ଯଦି ଆପଣ ଆଗକୁ ଏମିତି କିଛି ଦୃଶ୍ୟ ସକାଳୁ ଦେଖନ୍ତି ତେବେ ସେଠାରୁ ହଟି ଯାଆନ୍ତୁ ।

କାହାରି ଚେହେରା:-
ଆଇନା ଛଡା ସକାଳୁ ଉଠି କାହାର ଚେହେରା ମଧ୍ୟ ଦେଖିବା ଉଚିତ ନୁହେଁ କାହିଁକି ନା ଆପଣଙ୍କୁ ଜଣା ନ ଥାଏ ଯେ କେବେ କାହାର ଚେହେରା ଆପଣଙ୍କ ପାଇଁ ଅଶୁଭ ସାବସ୍ତ୍ୟ ହୋଇ ପାରେ । ଏଥିପାଇଁ ପ୍ରତି ଦିନ ସକାଳୁ ଉଠି ଇଷ୍ଟଦେଵ ଙ୍କର ଧ୍ୟାନ କରନ୍ତୁ ।ଆଉ ସକାଳୁ ସକାଳୁ ଉଠି ଭଗବାନ ଙ୍କର ଦର୍ଶନ କରନ୍ତୁ । ଏମିତି କଲେ ଆପଣଙ୍କ ମଧ୍ୟରେ ସକାରାତ୍ମକ ଶକ୍ତିର ସଂଚାର ହେବ ଆଉ ଆପଣଙ୍କର ଦିନ ବି ଶୁଭ ହେବ ।

ପଶୁ ବା ଗାଁର ନାମ :-

କୁହନ୍ତି ଯେ ଯଦି ଆପଣ ସକାଳୁ ଉଠି ନାସ୍ତା କରିବା ପୂର୍ବରୁ କିଛି ପଶୁ କିମ୍ବା ଗାଁର ନାମ ନେଇ ନେଲେ ତୋ ଆପଣଙ୍କର ପୁରା ଦିନ ଭଲରେ ଯିବ ନାହିଁ । ଏଥିପାଇଁ ସକାଳୁ ସକାଳୁ କୌଣସି ପଶୁ କିମ୍ବା ଗାଁର ନାମ ଧରିବା ଠାରୁ ବଞ୍ଚନ୍ତୁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜ ଦୁଇ ହାତ ପାପୁଲି କୁ ଯୋଡି ଦର୍ଶନ କରିବା ବହୁତ ଶୁଭ ହୋଇ ଥାଏ ।

ବନ୍ଧୁଗଣ ଆଶା କରୁଛି ଏହି ଆର୍ଟିକିଲଟି ଭଲ ଲାଗି ଥିବ ତେବେ ଡେରି ନ କରି ଗୋଟେ ଲାଇକ ଆଉ ସେଆର କରନ୍ତୁ । ଧନ୍ୟବାଦ ।।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.