ଜାଣନ୍ତୁ କେଉଁ ବୟସରେ କେତେ ଥର ଶାରୀରିକ ସମ୍ବନ୍ଧ ରଖିବା ଆବଶ୍ୟକ , ରିସର୍ଚ୍ଚରେ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ଜୀବନଚର୍ଯ୍ୟା

ଆଜି ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ବିବାହ ପରେ ବନାଉ ଥିବା ସମ୍ବନ୍ଧ ବିଷୟରେ କହିବୁ । ବିବାହ ପରେ ସମ୍ବନ୍ଧ ବନେଇବାକୁ ନେଇ ଲୋକଙ୍କର ଅଲଗା ଅଲଗା ମତ ଅଛି । କିଛି ଲୋକଙ୍କର ମାନିବା କଥା ଯେ ବିବାହ ପରେ ଯେତେ ଅଧିକ ସମ୍ବନ୍ଧ ବନେଇବ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସେତେ ଅଧିକ ସମ୍ପର୍କ ଶକ୍ତିଶାଳୀ ହେବ ।

କିଛି ଲୋକଙ୍କର କହିବା କଥା ଯେ ବିବାହ ପରେ ଯେତେ ଅଧିକ ସମ୍ବନ୍ଧ ରଖିବ ସେତେ ଆପଣଙ୍କ ର ଉତ୍ତେଜନା କମ୍ ହୋଇ ଯିବ ।

ନିକଟରେ 18 ବର୍ଷରୁ ନେଇ 49 ବର୍ଷ ଯାଏଁ ଲୋକଙ୍କ ଉପରେ ରିସର୍ଚ୍ଚ ହେଲା ଏଥିରେ ଆଶ୍ଚର୍ଯ୍ୟଜନକ ଖୁଲାସା ହେଲା ।

ରିସର୍ଚ୍ଚରୁ ମିଳିଲା ଯେ 18 ରୁ 29 ବର୍ଷ ର ଲୋକମାନେ ଏକ ବର୍ଷରେ ହାରାହାରି 112 ଥର ସମ୍ବନ୍ଧ ରଖି ଥାନ୍ତି , ଆଉ 30 ରୁ 39 ବର୍ଷ ଯାଏଁ ଲୋକମାନେ ହାରାହାରି ବର୍ଷକୁ 86 ଥର ଆଉ 40 ରୁ 49 ବର୍ଷ ଲୋକମାନେ 69 ଥର ସମ୍ପର୍କ ରଖି ଥାନ୍ତି ।

ବହୁତ ଲୋକ କମ୍ ସମ୍ବନ୍ଧ ବନେଇ ଥାନ୍ତି କିନ୍ତୁ ସେକ୍ସ ର ଚରମ ଯାଏଁ ପହଁଚି ଯାଆନ୍ତି ଆଉ ଏଥିରେ କିଛି ଏମିତି ଲୋକ ବି ଅଛନ୍ତି ଯେଉଁମାନଙ୍କର ମାନିବା କଥା ଯେ ବିବାହର ଏକ ବର୍ଷ ପରେ ସମ୍ବନ୍ଧ ବନେଇବାର କ୍ଷମତା କମ୍ ହୋଇ ଗଲା ଏବେ ସମ୍ବନ୍ଧ ପ୍ରଥମରୁ କମ୍ ବନେଇ ଥାନ୍ତି ।

ହେଇପାରେ ସେକ୍ସ ପାର୍ଟନର ସମ୍ବନ୍ଧ ଆଉ ତାଙ୍କର ମାନସିକତା ଉପରେ ଡିପେଣ୍ଡ କରି ଥାଏ ଯେ ସେ କେତେ ଥର ସମ୍ବନ୍ଧ ବନେଇବାକୁ ଚାହିଁ ଥାଏ କିନ୍ତୁ ମନୁଷ୍ୟ କୁ ଏକ ସପ୍ତାହରେ 3 ଥର ରଖିବା ଦରକାର ଯଦି ଆପଣ ପୂର୍ଣ୍ଣ ରୂପରେ ସୁସ୍ଥ ଅଟନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.