ଦେଖନ୍ତୁ ପ୍ରଥମ ଥର ପାଇଁ କ୍ୟାମେରାରେ କୈଦ ହେଲା ଭଗବାନ ଶିବ ଙ୍କର ଅଦ୍ଭୁତ ଛବି, ନାସା ବି ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ

ଆଧ୍ୟାତ୍ମିକ ଭାଇରଲ

ଧରିତ୍ରୀରେ ଭଗବାନ ଙ୍କର ଉପସ୍ଥିତିକୁ ନେଇ ସବୁବେଳେ ତର୍କ ବିତର୍କ ହୋଇ ଆସିଛି , ଈଶ୍ବରଙ୍କ ଉପରେ ବିଶ୍ୱାସ ରଖୁ ଥିବା ଲୋକେ କୁହନ୍ତି ଯେ ସବୁ ସ୍ଥାନରେ ସବୁ ମୁହୂର୍ତ୍ତରେ ଭଗବାନ ରହି ଥାନ୍ତି କିନ୍ତୁ ବିଜ୍ଞାନ ସବୁବେଳେ ଈଶ୍ୱର ଙ୍କର ଅସ୍ତିତ୍ୱ କୁ ମାନି ନ ଥାଏ । କିନ୍ତୁ ଏହି ନିକଟରେ ଏମିତି କିଛି ଦେଖିବାକୁ ମିଳିଛି ଏହା ଦେଖି ନାସାର ବି ହୋସ ଉଡି ଯାଇଛି । ହଁ ଆଜ୍ଞା , କୈଳାସ ପର୍ବତରୁ କିଛି ଏମିତି ଫୋଟ ସାମ୍ନାକୁ ଆସିଛି ଯେଉଁଥିରେ କି ଭଗବାନ ଙ୍କର ଛବି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଆଉ ଏମିତିରେ ଏହି ଫୋଟ ସବୁ ଦେଖି ନାସା ବି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ମାନା ଯାଏ ଯେ ମାନସରୋବର ର କୈଳାସ ପର୍ବତ ପାଖରେ ଭଗବାନ ଶିବ ବିରାଜମାନ ହୁଅନ୍ତି, ଆଉ ଏଥିପାଇଁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଶିବଙ୍କର ଦର୍ଶନ କରିବା ପାଇଁ ମାନସରୋବର ଯାତ୍ରା କରି ଥାନ୍ତି । ଭଗବାନ ଶିବ ଙ୍କର କୃପା ପ୍ରାପ୍ତ କରିବା ପାଇଁ କଠିନ ଯାତ୍ରା ତୟ କରି ମାନସରୋବର ଯାଇ ଥାନ୍ତି କିନ୍ତୁ ଆପଣ ଆଜି ଯାଏଁ ଏହି ଯାତ୍ରା ଯାଇ ପାରି ନାହାନ୍ତି ତୋ କିଛି କଥା ନାହିଁ କାହିଁକି ନା ଆଜି ଆମେ ଆପଣଙ୍କୁ ଘରେ ବସି କୈଳାସ ମାନସରୋବର ରେ ଧ୍ୟାନ ମୁଦ୍ରାରେ ବସି ଥିବା ଭଗବାନ ଶିବ ଙ୍କର ଦର୍ଶନ କରାଇବୁ । କଥା ଏହା ଯେ ନିକଟରେ କୈଳାସ ପର୍ବତ ମାନସରୋବର ରେ କିଛି ଏମିତି ଆକୃତି ଦେଖା ଯାଇଛି ଯେଉଁଥିରେ କି ଭଗବାନ ଶିବ ଙ୍କର ଛବି ନଜର ଆସୁଅଛି । ଏମିତି ଲାଗୁଛି ଯେମିତି ନିଜେ ଭଗବାନ ଶିବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି

ଆପଣଙ୍କୁ କହି ଦେଉଛୁ ଯେ ଏହି ଫୋଟ ଗୁଗୁଲ ଅର୍ଥ ରୁ ନିଆ ଯାଇଛି । କ୍ୟାମେରାର ବିଭିନ୍ନ ଏଙ୍ଗଲ ରୁ ନିଆ ଯାଇ ଥିବା ଫୋଟ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଫୋଟ ସବୁ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ର ବିଷୟ ପାଲଟିଛି । ଗୋଟେ ପଟେ ଲୋକେ ଏହାକୁ ଭଗବାନ ଶିବ ଙ୍କର କୃପା ମାନୁଛନ୍ତି ଆଉ ଗୋଟେ ପଟେ ନାସା ର ବୈଜ୍ଞାନିକ ମାନେ ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । କୈଳାସ ପର୍ବତ ଉପରେ ସାକ୍ଷାତ ଦେଖା ଯାଉ ଥିବା ଭଗବାନ ଶିବ ଙ୍କର ଏହି ଆକୃତି କୁ ଆଜିକାଲି ସୋସିଆଲ ମେଡିଆରେ ଖୁବ ସେଆର କରା ଯାଉଛି ।

ପରମ ପାବନ କୈଳାସ ପର୍ବତ ହିନ୍ଦୁ ଧର୍ମରେ ଏକ ବିଶେଷ ସ୍ଥାନ ରଖି ଥାଏ … ପ୍ରତି ବର୍ଷ କୈଳାସ- ମାନସରୋବର ଯାତ୍ରା କରିବା ପାଇଁ ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଥାନ୍ତି ଆଉ ଏମିତି ଏହି ସ୍ଥାନର ଗାରିମା ଆଉ ପବିତ୍ରତା ଆହୁରି ବଢ଼ି ଯାଇ ଥାଏ । ଆପଣଙ୍କୁ କହି ଦେଉଛୁ ଯେ ଏହି ସ୍ଥାନର ଆଧ୍ୟାତ୍ମିକ ମହାତ୍ମା ର ବ୍ୟବହାରିକ ପ୍ରମାଣ ବି ମିଳି ଥାଏ ଆଉ ଏହି ଅଲୌକିକ ଜାଗାରେ ସବୁବେଳେ ପ୍ରକାଶ ତରଙ୍ଗ ଆଉ ଧ୍ୱନି ତରଙ୍ଗର ସମାଗମରେ ‘ଓଁ ‘ର ପ୍ରତିଧ୍ୱନି ଶୁଣା ଯାଇ ଥାଏ ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.