ନବରାତ୍ରୀ ଶେଷ ହେବା ପୂର୍ବରୁ ସିନ୍ଦୁରର ଏହି ଛୋଟ ଉପାୟଟି କରି ନିଅନ୍ତୁ, ଧନ ଆଗମନକୁ କେହି ଅଟକି ପାରିବ ନାହିଁ

ବାସ୍ତୁ ଶାସ୍ତ୍ର

ଆପଣ ଜାଣିଛନ୍ତି ଯେ ଏ ବର୍ଷ ଶାରଦୀୟ ନବରାତ୍ରୀ ର ପର୍ବ 29 ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ଯାଇଛି । ଆଉ ଏହି ପ୍ରବ ବହୁତ ଖାସ ଓ ମହତ୍ୱପୂର୍ଣ୍ଣ ମାନା ଯାଏ । ଏଥିରେ ଦେବୀଙ୍କର 9 ରୂପକୁ ପୂଜା ଅର୍ଚ୍ଚନା କରା ଯାଇ ଥାଏ । ଆଉ ସେଥିପାଇଁ ଏହି ନବରାତ୍ରୀ ରେ ପ୍ରତ୍ୟକ ଦିନ ମା ଙ୍କର ଅଲଗା ଅଲଗା ରୂପଙ୍କୁ ପୂଜା କରାଯାଏ । ନବରାତ୍ରୀ ଦିନ ମାତା ଙ୍କର ଭକ୍ତମାନେ ମା ଙ୍କୁ ପ୍ରସନ୍ନ କରିବା ଓ ଜୀବନରେ ସୁଖ ଶାନ୍ତିର ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଉପାୟ କରି ମାଙ୍କୁ ପ୍ରସନ୍ନ କରି ଥାନ୍ତି । ମା ଙ୍କର ପୂଜାରେ ସିନ୍ଦୁରର ବହୁତ ଖାସ ମହତ୍ତ୍ୱ ରହି ଥାଏ ଆଉ କୁହାଯାଏ ଯେ ଏହି ଦିନ ମାନଙ୍କରେ ନିୟମିତ ଭାବରେ ସିନ୍ଦୁର ଚଢ଼େଇଲେ ଜୀବନର ସବୁ ସମସ୍ୟା ଓ କ୍ଳେଶ ଦୂର ହୋଇ ଯାଇ ଥାଏ ଆଉ ସୁଖ ଶାନ୍ତି ବୃଦ୍ଧି ହୋଇ ଥାଏ ।

ହଁ ଆଜ୍ଞା , ଏମିତି ମାନା ଯାଏ ଯେ ଦେବୀଙ୍କ ଉପରେ ଚଢା ଯାଇ ଥିବା ସିନ୍ଦୁର ସୌଭାଗ୍ୟ ବୃଦ୍ଧି କରି ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସାଧବା ସ୍ତ୍ରୀଙ୍କୁ ଏହି ସିନ୍ଦୁରକୁ ପ୍ରସାଦ ଭାବରେ ଘରେ ରଖିବା ଉଚିତ ଓ ନିୟମିତ ଭାବରେ ଲଗେଇବା ବି ଦରକାର କାହିଁକି ନା ସିନ୍ଦୁର କେବଳ ସାଧବା ସ୍ତ୍ରୀ ର ଚିହ୍ନ ମାନା ଯାଇ ନ ଥାଏ ବରଂ ଏଥିରେ ଚମତ୍କାରି ଶକ୍ତି ବି ରହି ଥାଏ ଏଥିପାଇଁ ତାନ୍ତ୍ରିକ କର୍ମରେ ବି ସିନ୍ଦୁରର ପ୍ରୟୋଗ କରା ଯାଏ । ଏହା ଛଡା ଆଗ କାଳରୁ ସିନ୍ଦୁରର ପ୍ରୟୋଗ ତୁଟୁକା କରିବାରେ ବି ବ୍ୟବହାର କରା ଯାଏ । ଆଉ ଏହା ଦ୍ୱାରା ବହୁତ ଲାଭ ମଧ୍ୟ ମିଳି ଥାଏ । ଆଜି ଆମେ ସିନ୍ଦୁରର ଏମିତି କିଛି ଉପାୟ ବା ତୁଟୁକା ବିଷୟରେ କହିବୁ ।

ଉପାୟ:- ନବରାତ୍ରୀ ଦିନରେ ଘିଅରେ ସିନ୍ଦୁର ମିଶେଇ ହନୁମାନ ଙ୍କୁ ଲଗେଇବା ଦ୍ୱାରା ଭୟ ଆଉ ବାଧା ବିଘ୍ନ ରୁ ମୁକ୍ତି ମିଳି ଯାଏ । ଏହା ସହିତ ନବରାତ୍ରୀରେ ସିନ୍ଦୁର କୁ ମୁଖ୍ୟ ଦ୍ୱାର ଆଗରେ ସ୍ବାସ୍ତିକ ର ଚିହ୍ନ କରନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଘରେ ପ୍ରବେଶ କରି ନ ଥାଏ ଓ ଶୁଖ ସମୃଦ୍ଧିରେ ବୃଦ୍ଧି ହୋଇ ଥାଏ । ଏହା ଦ୍ୱାରା ମାତାଙ୍କର କୃପା ବୃଦ୍ଧି ହୁଏ ଓ ଧନ ସମ୍ପତ୍ତି ବି ବଢି ଥାଏ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.