ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବମ୍ପର ଲାଭ ଉଠାନ୍ତୁ, ଜଳଦି କରନ୍ତୁ ଆବେଦନ

ନିଜର ଘର ହେବା ଆଜିକାଲି ବହୁତ ମୁସ୍କିଲ ହୋଇ ଯାଇଛି । କାହିଁକିନା ଯେମିତି ଯେମିତି ସମୟ ବିତିବାରେ ଲାଗିଛି ସେମିତି ଜମିବାଡ଼ି ଓ ଘର ଦ୍ୱାରର ମୂଲ୍ୟ ବଢ଼ିବାରେ ଲାଗିଛି । ଏଥିପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କାର ପ୍ରୋପୋର୍ଟ କିଣି ପାରୁ ନାହାନ୍ତି ଆଉ ଆଜିକାଲି ଲୋକଙ୍କ ପାଖରେ ଏକ ଭଲ ଚାକିରୀ ବି ନାହିଁ । ଏହି କାରଣ ଯୋଗୁଁ ଲୋକମାନେ ଆଜିକାଲି ଏକ ଭଲ ଘର ନିଜର କିଣି ପାରୁ ନାହାନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବମ୍ପର ଅଫର:-

ଆପଣ ସମସ୍ତଙ୍କୁ ଜଣା ଥିବ ଯେ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେତିକି ଘର ବାହାରି ଥାଏ ଏଥିପାଇଁ କୋଟି କୋଟି ଲୋକ ଆବେଦନ କରି ଥାନ୍ତି , ଆଉ ଏଥି ମଧ୍ୟରୁ କିଛି ଲୋକଙ୍କୁ ଘର ମିଳି ଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଖବର ଜଣେଇବୁ ଯଦି ଆପଣଙ୍କ ପାଖରେ ଘର ଥିବ ବି ଆପଣ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରି ପାରିବେ । ତାହେଲେ ଆସନ୍ତୁ ଏହି ଖବର ବିଷୟରେ ବିସ୍ତାରରେ ଜାଣିବା ।

ଏମିତି ଘର ମିଳିବ ଆଉ ଏମିତି କିସ୍ତି ଆସିବ:-

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଏବେ ନୂଆ ଘର ମାନଙ୍କର ତାଲିକା ତାଙ୍କର ଅଫିସିଆଲ ୱେବ୍ସାଇଟ ରେ ଆସିଛି । ସେଇ ଅନୁସାରେ ଘର କିଣିବାର ଆବେଦକ ଙ୍କର ବାର୍ଷିକ ଆୟ ଅତିକମରେ ₹300000 ହେବା ଦରକାର ଅଟେ ଯଦି ଆବେଦକ ଙ୍କର ବାର୍ଷିକ 2.5 ଲକ୍ଷ ଠାରୁ ଅଧିକ ହୁଏ ତୋ ସେଇ ବ୍ୟକ୍ତିଙ୍କୁ ଏକ ପ୍ରୁଫ ବି ଦେବାକୁ ପଡିବ । ଏଥିପାଇଁ ଆବେଦକଁ ଙ୍କର ବୟସ କମ୍ ସେ କମ୍ 21 ବର୍ଷରୁ 50 ବର୍ଷ ଭିତରେ ହେବା ଆବଶ୍ୟକ ଅଟେ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.