ବରିଷ୍ଠ IAS ଅଫିସର ର ଅଶ୍ଳୀଳ ଭିଡ଼ିଓ ଭାଇରଲ , ନିଜ ଠାରୁ ଅଧା ବୟସର ଝିଅ ସହିତ ଏହି ଅବସ୍ଥାରେ ଦେଖା ଗଲେ

ଭାଇରଲ

ମଧ୍ୟପ୍ରଦେଶ ର ନୌକରଶାହି ରେ ଦହଲି ଦେବା ଭଳିଆ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଅଛି । ସେ ଭିଡ଼ିଓ କଥିତ ଭାବରେ ଜଣେ ଅତିରିକ୍ତ ମୁଖ୍ୟ ସଚିବ ସ୍ତରର ଅଫିସରର ବୋଲି କୁହା ଯାଉଛି । କିନ୍ତୁ ଆମ ଏହି ୱେବ୍ସାଇଟ ଏହି ଭିଡ଼ିଓର ସତ୍ୟତାର ପୃଷ୍ଟି କରୁ ନାହିଁ ।

ଭାଇରଲ ହେଉ ଥିବା ଭିଡ଼ିଓରେ ଅଫିସର ନିଜର ଅଧା ବୟସର ଝିଅ ସହିତ ଗୋଟେ ବିଛଣାରେ ଏକା ସାଥିରେ ଦେଖା ଯାଉଛନ୍ତି । ଭିଡ଼ିଓ ଗୋଟେ ଘର ଭିତରର ଅଟେ । ଏହାକୁ କେବେ ଆଉ କିଏ ଉଠେଇଛି ଏତେ ପର୍ଯ୍ୟନ୍ତ ତାହା ଜଣା ପଡି ନାହିଁ । ସେପଟେ ଭିଡ଼ିଓ ସାମ୍ନାକୁ ଆସିବା ପରେ ସେ ଅଧିକାରୀ ଙ୍କ ଠାରୁ ବିଭାଗୀୟ ଚାର୍ଜ ଫେରେଇ ନିଆ ଯାଇଛି ।

ଭାଇରଲ ଭିଡ଼ିଓରେ ଅଫିସର ଓ ସେ ଯୁବତୀ ପ୍ରଥମେ ଜମେଇକି ମଦ୍ୟପାନ କରିଛନ୍ତି ଆଉ ତାପରେ ଦୁହେଁ ବିଛଣାରେ ଏକ ହୋଇ ଥିବାର ଦେଖା ଯାଇଛି । ଭାଇରଲ ହୋଇ ଥିବା ଭିଡ଼ିଓ ସହିତ ସୋସିଆଲ ମେଡିଆରେ ଏହା ବି କୁହା ଯାଉଛି ଯେ ସେ ଯୁବତୀ ଜଣକ ସେ ଅଫିସର ପାଖକୁ କୌଣସି କାମକୁ ନେଇ ଦେଖା କରିବାକୁ ଯାଇ ଥିଲା । ଏହା ପରେ ସେ ଅଫିସର ସେ ଯୁବତୀ କୁ ବାରମ୍ବାର ଫୋନ କରୁ ଥିଲା । ଯୁବତୀ କୁ କାମ ପାଇଁ ବହୁତ ଥର ତାଙ୍କ ଘରକୁ ବି ଡାକି ଥିଲେ। ଯେଉଁ ଅଫିସର ଏହି ଅଶ୍ଳୀଳ ଭିଡ଼ିଓ ଭାଇରଲ ହୋଇଛି ସେ ଜୁଆ ଆଉ ନେତାଙ୍କ ସହିତ ନିକଟତର ହେବା ଆଉ ଧମକୀ ଆଦି ମାମଲା ରହିଛି ।

ସିଏମ ବହୁତ ଥର ତାଙ୍କୁ ତାଗିଦ କରିଛନ୍ତି:-

ଏହା କୁହ ଯାଉଛି ଯେ ମୁଖ୍ୟମନ୍ତ୍ରୀ କମଲନାଥ ଓ ମୁଖ୍ୟ ସଚିବ ଏସଆର ମହାନ୍ତି ଙ୍କୁ ନୌକରଶାହି ରେ ଏପରି କାର୍ଯ୍ୟକଳାପ ଆଦୌ ପସନ୍ଦ ନୁହେଁ । କାହିଁକିନା ଏମିତି ଅଫିସର ଯୋଗୁଁ ପୁରା ଶାସନ ବ୍ୟବସ୍ଥା ବଦନାମ ହୋଇ ଥାଏ । ସେଇ ଅଫିସରର କାର୍ଯ୍ୟପ୍ରଣାଳୀ କୁ ନେଇ ବହୁତ ଅଫିସର ମାନେ ତାଙ୍କୁ ବୁଝେଇଛନ୍ତି , କିନ୍ତୁ ତାଙ୍କ ଅଭ୍ୟାସରେ ସୁଧାର ଆସି ନ ଥିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ ସରକାର ତାଙ୍କ ବିରୋଧରେ ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି ଯାହା ଫଳରେ ଭବିଷ୍ୟତ ରେ ଆଉ କେହି ଅଧିକାରୀ ଏମିତି କରିବା ପାଇଁ ପ୍ରୟାସ କରିବ ନାହିଁ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.