ବ୍ରେଷ୍ଟ କ୍ୟାନସର ଆରମ୍ଭ ହେବା ମାତ୍ରେ ଦେଖା ଯାଇ ଥାଏ ଏହି ସଂକେତ, ଆଜି ହିଁ ଜାଣି ରଖନ୍ତୁ

ଜୀବନଚର୍ଯ୍ୟା

ଭାରତରେ ସ୍ତ୍ରୀ ମାନଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନସର ର ରୋଗ ବହୁତ ଦ୍ରୁତ ଗତିରେ ବଢୁ ଅଛି । ବ୍ରେଷ୍ଟ କ୍ୟାନସର ସ୍ତ୍ରୀ ମାନଙ୍କର ମୃତ୍ୟୁର କାରଣ ମଧ୍ୟ ହେଉ ଅଛି । ଶରୀରରେ ଯେ କୌଣସି ଅଂଶରେ କୋଶିକା ମାନଙ୍କର ଅସାମାନ୍ୟ ଓ ନିରନ୍ତର ବୃଦ୍ଧି ହେବା ଦ୍ୱାରା କ୍ୟାନସର ହୋଇ ଯାଏ । ଏହିପରି ଭାବରେ ବ୍ରେଷ୍ଟ କ୍ୟାନସର ବି ହୋଇ ଥାଏ । ଅନୁବାନଶୀକ କାରଣରୁ ବି ବ୍ରେଷ୍ଟ କ୍ୟାନସର ହୋଇ ଥାଏ , ଏଥିପାଇଁ ଆରମ୍ଭରେ ଯାଞ୍ଚ କରିବା ବହୁତ ମହତ୍ୱପୂର୍ଣ୍ଣ ଅଟେ । ଯଦି ପ୍ରଥମରୁ ଧ୍ୟାନ ଦିଆ ଯିବ ତୋ ଔଷଧ ଦ୍ୱାରା ଏହି ରୋଗକୁ ଠିକ କରା ଯାଇ ପାରିବ । ଏକ ଖାସ କାରଣ ଏହା ବି ଅଟେ ଯେ ସ୍ତ୍ରୀମାନଙ୍କୁ ବ୍ରେଷ୍ଟ କ୍ୟାନସର ବିଷୟରେ ଭଲ ଭାବରେ ଧାରଣା ନ ଥିବାରୁ ସେମାନେ ଆରମ୍ଭରେ ଲକ୍ଷଣ କୁ ବୁଝି ପାରନ୍ତି ନାହିଁ ।

ବ୍ରେଷ୍ଟ କ୍ୟାନସର ଆରମ୍ଭ ହେଲେ ଏହି ସବୁ ଲକ୍ଷଣ ଦେଖା ଯାଇ ଥାଏ:-

1) ବ୍ରେଷ୍ଟ କ୍ୟାନସର ର ଆରମ୍ଭରେ ବ୍ରେଷ୍ଟ ଓ ଅଣ୍ଡର ଆର୍ମର ଆଖ ପାଖରେ ଗଣ୍ଠି ହେବାରେ ଲାଗି ଥାଏ । ଯେଉଁଥି କାରଣରୁ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଥାଏ ।
2) ବ୍ରେଷ୍ଟ ଓ ଅଣ୍ଡର ଆର୍ମ ଆଖ ପାଖରେ ହୋଇ ଥିବା ଗଣ୍ଠିରେ ଯନ୍ତ୍ରଣା ସହିତ ବେଳେ ବେଳେ ଝିମ ଝିମ ବି ହୋଇ ଥାଏ ।
3) ବ୍ରେଷ୍ଟ କ୍ୟାନସର ହେବା ସ୍ଥିତିରେ ବ୍ରେଷ୍ଟର ଆଖ ପାଖର ସ୍କିନ ଶରୀରର ରଙ୍ଗ ଠାରୁ ଅଲଗା ଦେଖା ଯିବାରେ ଲାଗି ଥାଏ ।
4) ବ୍ରେଷ୍ଟ କ୍ୟାନସର ଆରମ୍ଭ ହେବା ସମୟରେ ବ୍ରେଷ୍ଟ କଠିନ ହୋଇ ଯାଇ ଥାଏ । ଆଉ ସ୍କିନ ଲାଲ ହୋଇ ଯାଇ ଥାଏ ।
5) ନିପପୁଲ ରେ କିଛି ପରିବର୍ତ୍ତନ ଆସି ନ ଥାଏ କିନ୍ତୁ ସେଥିରୁ ଲିକ୍ୟୁଇଡ଼ ଝରିବାରେ ଲାଗି ଥାଏ ।

ବ୍ରେଷ୍ଟ କ୍ୟାନସର ରେ ଏହି ସବୁ ସେବନ ଦ୍ୱାରା ଲାଭ ହୋଇ ଥାଏ:-

1) ଗୋଲ ମରିଚ:- ଗୋଲ ମରିଚ ରେ ଏଣ୍ଟି ଅକ୍ସୀଡେଣ୍ଟ ଅଧିକ ମାତ୍ରାରେ ଥିବା କାରଣରୁ ଏହା ଯେ କୌଣସି ବି କ୍ୟାନସର ରୋଗ ପାଇଁ ବହୁତ ଲାଭଦାୟକ ଅଟେ । ଏଥିପାଇଁ ବ୍ୟଞ୍ଜନରେ ଏହାକୁ ସାମିଲ କଲେ ବ୍ରେଷ୍ଟ କ୍ୟାନସର ପାଇଁ ଲାଭଦାୟକ ହୋଇ ଥାଏ ।
2) ବିଲାତି (Tomato) :- ବିଲାତି ରେ ଏଣ୍ଟି ଅକ୍ସୀଡେଣ୍ଟ ଥିବା କାରଣରୁ ଏହା ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରି ଥାଏ । ଏଥିରେ ଏହା ଛଡା ଭିଟାମିନ A, C ଆଉ E ପ୍ରଯ୍ୟାପ୍ତ ମାତ୍ରାରେ ମିଳି ଥାଏ । ବିଲାତି ର ସେବନ କରିବା ବ୍ରେଷ୍ଟ କ୍ୟାନସର ପାଇଁ ଲାଭଦାୟକ ହୋଇ ଥାଏ ।
3) ରସୁଣ:- ରସୁଣ ଖାଇଲେ ଶରୀରରେ କର୍ଷିନୋଜେନିକ କମ୍ପାଉଣ୍ଡ ବନିବାରୁ ରୋକି ଥାଏ ।ଏହା ଦ୍ୱାରା ବ୍ରେଷ୍ଟ କ୍ୟାନସରରେ ଲାଭ ହୋଇ ଥାଏ । ଏହାର ଅତିରିକ୍ତ ରସୁଣରେ ବି ଏଣ୍ଟି ଅକ୍ସୀଡେଣ୍ଟ ର ଗୁଣ ମିଳି ଥାଏ ।
4) ଅଦା:- ଅଦାର ସେବନ କରିବା ଦ୍ୱାରା ଶରୀରରେ ଉପସ୍ଥିତ ତୋକ୍ସିନ୍ସ ଦୂର ହୋଇ ଥାଏ । ଅଦା ସେବନ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ କରି ଥାଏ ।

5) ଗ୍ରୀନ ଟି:– ଗ୍ରୀନ ଟି ପିଇବା ଅନେକ ପ୍ରକାରର କ୍ୟାନସର ପାଇଁ ଲାଭଦାୟକ ହୋଇ ଥାଏ । ପ୍ରତିଦିନ ଗ୍ରୀନ ଟି ପିଇଲେ କ୍ୟାନସର କୋଶିକା ହୋଇ ନ ଥାଏ । ଏଥିପାଇଁ ବ୍ରେଷ୍ଟ କ୍ୟାନସରର ସମ୍ଭାବନା ଥିଲେ ଏହି ଗ୍ରୀନ ଟି ପିଇବା ଲାଭଦାୟକ ଅଟେ ।

ଏହା ଠାରୁ ଦୂରେଇ ରହିବାର ଅନ୍ୟ ଉପାୟ:-
– ବ୍ୟାୟାମ ଆଉ ଯୋଗ ନିୟମିତ ରୂପରେ କରନ୍ତୁ
– ଧୂମ୍ର ପାନ ଓ ନିଶା ଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ
– ଲୁଣ ର ଅଧିକ ସେବନ କରନ୍ତୁ ନାହିଁ
– ରେଡ଼ ମିଟ ଖାଇବା ଠାରୁ ଦୂରେଇ ରୁହନ୍ତୁ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଲାଇକ ସେଆର କରିବାକୁ ଭୁଲିବେନି । ଧନ୍ୟବାଦ ।।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.