ଭାରତର ସବୁଠାରୁ ସଚ୍ଚୋଟ 10 ନେତାଙ୍କର ସର୍ଭେ ତାଲିକା ଜାରି ହେଲା, ଦେଖନ୍ତୁ କାହାକୁ ମିଳିଲା 1 ନମ୍ବର ସ୍ଥାନ

ସମାଚାର

ଆମ ଦେଶରେ ଏମିତି ଏମିତି ସବୁ ନେତା ହୋଇଛନ୍ତି ଯେଉଁମାନେ କି କେବଳ ଆଉ କେବଳ ଦେଶର ଜନତାଙ୍କ ହିତକୁ ଧ୍ୟାନରେ ରଖି କାମ କରୁଛନ୍ତି । ଆଉ ଦେଶର ସବୁଠାରୁ ସଚ୍ଚୋଟ ଓ ଲୋକପ୍ରିୟ ନେତା ବି ରହିଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ସଚ୍ଚୋଟ ନେତାଙ୍କର ବିଷୟରେ ବତେଇବୁ ଯାହାଙ୍କର ସଚ୍ଚୋଟତା ର ଉଦାହରଣ ଦିଆ ଯାଇ ଥାଏ ।

1) ଲାଲ ବାହାଦୂର ଶାସ୍ତ୍ରୀ:-

ଲାଲ ବାହାଦୂର ଶାସ୍ତ୍ରୀ ଆମ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କର ଜନ୍ମ 2 ଅକ୍ଟୋବର 1909 ରେ ମୁଗଲସରାୟ ରେ ହୋଇ ଥିଲା ।

ୟାଙ୍କର ଗଣତି ଆମ ଦେଶର ସବୁଠାରୁ ଅଧିକ ସଚ୍ଚୋଟ ନେତା ମଧ୍ୟରେ ହୋଇ ଥାଏ । ଲାଲ ବାହାଦୂର ଶାସ୍ତ୍ରୀ ଙ୍କୁ 1964 ରେ ଦେଶର ପ୍ରଧାନମନ୍ତ୍ରୀ କରା ଯାଇ ଥିଲା । ତାଙ୍କର କାର୍ଯ୍ୟକାଳ ମଧ୍ୟ ସବୁଠାରୁ ଭଲ ଥିଲା ।

2) ନରେନ୍ଦ୍ର ମୋଦି:-

ଆପଣଙ୍କୁ କହି ଦେଉଛୁ ଯେ ଏହି ସମୟରେ ଆମ ଦେଶର ସବୁଠାରୁ ଲୋକପ୍ରିୟ ଓ ସଚ୍ଚୋଟ ନେତା ମାନଙ୍କ ମଧ୍ୟରେ ଜଣେ ଅଛନ୍ତି । ନରେନ୍ଦ୍ର ମୋଦି ଙ୍କର ଜନ୍ମ 17 ସେପ୍ଟେମ୍ବର 1950 ରେ ହୋଇ ଥିଲା । ଆଉ ଇଏ 2014 ରେ ଭାରତର 14ଶ ପ୍ରଧାନମନ୍ତ୍ରୀ ହୋଇ ଥିଲେ । ସେ ବିଜେପି ଓ ଆରଏସଏସ ର ସଦସ୍ୟ ବି ରହି ସାରିଛନ୍ତି । ଇଏ ଜନତାଙ୍କ ହିତରେ ସବୁ କାମ କରିଥାନ୍ତି । ୟାଙ୍କୁ ବହୁତ ସଚ୍ଚୋଟ ନେତା ଭାବରେ ଗଣା ଯାଇ ଥାଏ ।

3) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ :-
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କୁ ଲୋହ ପୁରୁଷ ବି କୁହା ଯାଇ ଥାଏ । ସେ ବହୁତ ସଚ୍ଚୋଟ ନେତା ଥିଲେ । ତାଙ୍କର ଜନ୍ମ 31 ଅକ୍ଟୋବର 1875 ରେ ହୋଇ ଥିଲା । ସ୍ୱାଧୀନତା ପରେ ସେ ପ୍ରଥମ ଗୃହ ମନ୍ତ୍ରୀ ଓ ପ୍ରଥମ ଉପପ୍ରଧାନ ମନ୍ତ୍ରୀ ହୋଇ ଥିଲେ ।

4) ଅଟଳ ବିହାରୀ ବାଜପେୟୀ :-
ଅଟଳ ବିହାରୀ ବାଜପେୟୀ ଆମ ଦେଶର 10 ମ ପ୍ରଧାନମନ୍ତ୍ରୀ ଥିଲେ । ସେ ବହୁତ ଲୋକପ୍ରିୟ ନେତା ଓ ବହୁତ ସଚ୍ଚୋଟ ଥିଲେ । ତାଙ୍କର ଜନ୍ମ 25 ଡିସେମ୍ବର 1924 ରେ ହୋଇ ଥିଲା । ସେ ହିନ୍ଦୀ କବି , ପତ୍ରକାର ଓ କୁଶଳ ବ୍ୟକ୍ତା ଥିଲେ ।

5) ଶିବରାଜ ସିଂହ ଚୌହାନ:-

ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ବହୁତ ସଚ୍ଚୋଟ ନେତା ମାନଙ୍କ ମଧ୍ୟରେ ଜଣେ ଥିଲେ । ସେ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ।

6) ରାଜ ନାଥ ସିଂହ:-
ରାଜ ନାଥ ସିଂହ ଏବେ ଆମ ଦେଶର ଗୃହ ମନ୍ତ୍ରୀ ଅଟନ୍ତି । ତାଙ୍କର ଗଣତି ସବୁଠାରୁ ସଚ୍ଚୋଟ ନେତାଙ୍କ ମଧ୍ୟରେ ହୋଇ ଥାଏ । ତାଙ୍କର ଜନ୍ମ 10 ଜୁଲାଇ 1951 ରେ ହୋଇ ଥିଲା

7) ଯୋଗୀ ଆଦିତ୍ୟ ନାଥ:-
ଯୋଗୀ ଆଦିତ୍ୟ ନାଥ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ବହୁତ ସଚ୍ଚୋଟ ନେତା ଅଟନ୍ତି । ତାଙ୍କର ଜନ୍ମ 1972 ରେ ହୋଇ ଥିଲା ।

8) ରମଣ ସିଂହ:-

ରମଣ ସିଂହ ଛତିଶଗଡ ର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ । ସେ ବହୁତ ସଚ୍ଚୋଟ ଅଟନ୍ତି । ତାଙ୍କର ଜନ୍ମ 15 ଅକ୍ଟୋବର 1952 ରେ ହୋଇ ଥିଲା

9) ମନହୋର ଲାଲ ଖଟ୍ଟର:-

ମନହୋର ଲାଲ ଖଟ୍ଟର ଏବେ ହରିୟାଣା ର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ବହୁତ ସଚ୍ଚୋଟ ଅଟନ୍ତି ।

10) ରାମ ବିଳାସ ପାସବାନ:-

ରାମ ବିଳାସ ପାସବାନ ବହୁତ ସଚ୍ଚୋଟ ଅଟନ୍ତି ଆଉ ଏବେ କେନ୍ଦ୍ରୀୟ ମନ୍ତ୍ରୀ ଅଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.