ମା ଜୀବିତ ନ ଥିଲେ, ତାଙ୍କର କଟଆଉଟ ନେଇ ଯୁବକ ଗ୍ରାଜୁଏସନ ଡିଗ୍ରୀ ନେବାକୁ ପହଁଚିଲେ

ଦେଶ ବିଦେଶ

ଫିଲିଫିନ୍ସ ରେ ଜଣେ ଯୁବକ ନିଜ ମା ର କଟଆଉଟ ନେଇ ଡିଗ୍ରୀ ନେବାକୁ ପହଂଚି ଥିଲେ । କଥା ଏହାକି , ପାଉଲୋ ଜୋନ ଏଲିସଙ୍ଗ ନାମକ ଯୁବକ ଙ୍କର ମା ଙ୍କର ଦେହାନ୍ତ 2016 ରେ ହୋଇ ଯାଇ ଥିଲା । ପାଉଲୋ କହିଛନ୍ତି -‘ ମୁଁ ସବୁବେଳେ ଚାହୁଁ ଥିଲି ଯେ ମୋର ମା ମୋର ଗ୍ରାଜୁଏସନ ଦିନରେ ମୋ ସହିତ ରହିବେ । ମୁଁ ବି ବାକି ଲୋକଙ୍କ ସହିତ ମୋ ମା ଙ୍କ ସହିତ ଫୋଟ ନେବାକୁ ଚାହୁଁ ଥିଲି । ଏଥିପାଇଁ ମୁଁ ଏହି ଉପାୟ ଅବଲମ୍ବନ କଲି । ମୁଁ ଚାହେଁ ଯେ ମୋ ମା ମୋ ଖୁସି ସମୟରେ ମୋ ସାଥିରେ ରୁହନ୍ତୁ । ମୋତେ ବି ବାକି ଲୋକଙ୍କ ଭଳି ଗର୍ବ ଲାଗିବ ” ଆଇ ଲୋଭ ୟୁ ମା ”

ପାଉଲୋ ଗୋଟେ ଟ୍ୱିଟ କରି ଲେଖିଛନ୍ତି -” ମୋର ମା, ତୁମର ପୁଅ ଏବେ ଗ୍ରାଜୁଏଟ ହୋଇ ସାରିଛି । ମୋତେ ବିଶ୍ୱାସ ଅଛି ଯେ ତୁମେ ଖୁସି ଥିବ । ମୁଁ ଏସବୁ କଲି କାହିଁକିନା ତୁମେ ଏସବୁ ଚାହୁଁ ଥିଲ । ମା ମୁଁ ତୁମକୁ ବହୁତ ଭଲ ପାଏ । ”

ମା ଏକୁଟିଆ ହିଁ ପାଉଲୋ କୁ ପାଳି ଥିଲେ:-

ପାଉଲୋ କୁହନ୍ତି ଯେ ତାଙ୍କର ମା ଜଣେ ସିଙ୍ଗଲ ମଦର ଥିଲେ । ଏକୁଟିଆ ହିଁ ମୋତେ ପାଳିଛନ୍ତି । ପାଉଲୋ ନିଜ ସାଙ୍ଗ ମାନଙ୍କୁ ଗୋଟେ ସନ୍ଦେଶ ଦେଇଛନ୍ତି ଯେ ଯାହା ଆମ ପାଖରେ ଅଛି , ତାହା ର ଖାତିର କର, କିଏ ଜାଣେ ଆଗକୁ ତାହା ଥିବ କି ନା ଥିବ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଆଉ ଡେରି ନ କରି ଗୋଟେ ଲାଇକ କରନ୍ତୁ ଆଉ ସାଙ୍ଗ ମାନଙ୍କ ଭିତରେ ସେଆର କରି ଦିଅନ୍ତୁ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.