ମା-ବାପା ଙ୍କର ମୃତ୍ୟୁର 4 ବର୍ଷ ପରେ ଜନ୍ମ ହେଲା ପିଲା, ଜାଣନ୍ତୁ କେମିତି…

ବିଶେଷ

ଏହି କଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଏହା ସତ୍ୟ ଅଟେ । ଏହି କଥା ଶୁଣି କେବଳ ଆପଣ ନୁହେଁ ସମସ୍ତେ ଚମକି ପଡିବେ । ଯେତେବେଳେ ମା ବାପା ମରିବାର 4 ବର୍ଷ ହୋଇ ଗଲାଣି ତାପରେ ବି ତାଙ୍କର ପିଲା କେମିତି ଭଲା ଏ ଦୁନିଆକୁ ଆସିବ କିନ୍ତୁ ଏକଥା ସତ ଅଟେ । ଚୀନରେ ଏମିତି ଏକ ପିଲାର ଜନ୍ମ ହୋଇ ସାରିଛି ।

ନିକଟରେ ଚାଇନା ରେ ଜନ୍ମ ହୋଇ ଥିବା ଏକ ପିଲାର କାହାଣୀ ଶୁଣି ଯେ କେହି ଆଶ୍ଚର୍ଯ୍ୟ ହେଉଛନ୍ତି, କାହିଁକିନା ତାର କାହାଣୀ ସେମିତି ଅଜବ ଅଟେ । 20 ମାର୍ଚ୍ଚ 2013 ରେ ରୋଡ଼ ଏକ୍ସିଡେଣ୍ଟ ରେ ମାତା- ପିତା shen jie ଆଉ Liu Xi ଙ୍କର ମୃତ୍ୟୁ ହୋଇ ଯାଇ ଥିଲା ଏହି ଘଟଣାର 4 ବର୍ଷ ପରେ ତାଙ୍କର ପିଲା ଏହି ଦୁନିଆକୁ ଜନ୍ମ ନେଇ ଆସିଲା । କହି ଦେଉଛୁ ଯେ ଏହି ପିଲାକୁ ଏକ ସରୋଗେଟ ମୋଦର ଜନ୍ମ ଦେଇଛନ୍ତି ।

ଯେଉଁ ସମୟରେ Shen jie ଆଉ Liu Xi ମୃତ୍ୟୁ ହୋଇ ଥିଲା ସେଇ ସମୟରେ ସନ୍ତାନ ପ୍ରାପ୍ତି ପାଇଁ ସେ ଦୁହେଁ ତାଙ୍କର ଚିକିତ୍ସା କରୁ ଥିଲେ ।ଚିକିତ୍ସା ସମୟରେ ସେ ଦୁହିଁଙ୍କର ନିଷେଚିତ ଭ୍ରୁଣ ମାନେ ଫୋରଟିଲାଇଜଡ଼ ଏମ୍ବ୍ରିୟ ପ୍ରସ୍ତୁତ କରା ଯାଇ ଥିଲା ଆଉ ତାହା ଇଷ୍ଟ ଚାଇନା ର ନାନାଜିଙ୍ଗ ସହରର ଏକ ହସ୍ପିଟାଲରେ ସୁରକ୍ଷିତ ରଖା ଯାଇ ଥିଲା । ଏହି ଭ୍ରୁଣ ଇଂପ୍ଲାଣ୍ଟ କରିବାର 5 ଦିନ ପୂର୍ବରୁ ଏକ କାର ଦୁର୍ଘଟଣା ରେ ଏହି କପଲ ଙ୍କର ମୃତ୍ୟୁ ହୋଇ ଗଲା ଏମିତିରେ ଏହି ଦୁହିଁଙ୍କର ଫର୍ଟିଲାଇଜଡ଼ ଏମ୍ବ୍ରିୟ ଲ୍ୟାବ ରେ ହିଁ ରଖା ଗଲା ।

ଚୀନ ର ସରକାରୀ ଖବର କାଗଜ ବିଂଜିଙ୍ଗ ନ୍ୟୁଜ ତରଫରୁ କୁହା ଯାଇଛି ଯେ ସେ ପିଲାକୁ ଜଣେ ସରୋଗେଟ ମହିଳା 9 ଡିସେମ୍ବର 2017 ରେ ଜନ୍ମ ଦେଇ ଥିଲେ। ଏହି ପିଲାର ନାମ “Tiantian ” ବା “sweet” ରଖା ଯାଇଛି । ଏହି ପିଲାର ପେରେଣ୍ଟଲ ଗ୍ରାଣ୍ଡ ଫାଦର Hu Xingxian ଖବର କାଗଜ କୁ କହିଛନ୍ତି ଯେ ଏହି ପିଲା ସବୁବେଳେ ହସୁ ଥାଏ ଆଉ ତାଙ୍କର କହିବା କଥା ଯେ ଏହି ପିଲା ତାର ବାପାଙ୍କ ଭଳିଆ ଦେଖା ଯାଏ କିନ୍ତୁ ତାର ଆଖି ମୋ ଝିଅ ଭଳିଆ ଅଟେ

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.