ସନ୍ଦେହ ହେବାରୁ ଝିଅ ରୁମର କବାଟ ଖୋଲିଲେ, ଭିତର ଦୃଶ୍ୟ ଦେଖି ସମସ୍ତଙ୍କର ହୋସ ଉଡି ଗଲା

କ୍ରାଇମ

ବନ୍ଧୁ ଗଣ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଏମିତି ଏକ ରୋଚକ ଖବର ଦେବୁ ଯାହାକି ଆପଣ ହୁଏ ତୋ କେବେ ଶୁଣି ନ ଥିବେ । ସାଙ୍ଗମାନେ ଏହି ରୋଚକ ମାମଲା ଡୋଭି ଅଞ୍ଚଳ ସହିତ ଯୋଡିତ ଅଟେ , ଏଠାରେ ଜନ୍ମାଷ୍ଟମୀ ରାତ୍ରିରେ ସନ୍ଦେହ ହେବା ପରେ ଯେତେବେଳେ ବାପା ଝିଅର କବାଟ ଖୋଲେଇଲେ ତୋ ତାଙ୍କର ହୋସ ଉଡି ଗଲା

ସାଙ୍ଗମାନେ ଆପଣ ମାନଙ୍କ ଜାଣିବା ପାଇଁ କହି ଦେଉଛୁ ଯେ ଡୋଭି ଅଞ୍ଚଳର ଗୋଟେ ଝିଅର ପ୍ରେମ ଚନ୍ଦବକ ଥାନା ଅଞ୍ଚଳ ର ତରବ ଗାଁର ଜଣେ ସିପାହୀ ସହିତ ବହୁତ ଦିନ ଧରି ଚାଲି ଆସୁ ଥିଲା । ଏହି ସିପାହୀ ଛୁଟିରେ ନିଜ ଘରକୁ ଆସି ଥିଲେ। ଗତ ରାତ୍ରି ରେ ସେ ନିଜର ପ୍ରେମିକା କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଚାଲି ଆସି ଥିଲା । ସନ୍ଦେହ ହେବା ପରେ ଯେତେବେଳେ ଝିଅର ପରିବାର ଲୋକେ ଝିଅ ରହୁଥିବା ରୁମର କବାଟ ଖୋଲିଲେ ତୋ ଘର ଭିତରେ ସିପାହୀ ଜଣକ ଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ।

ଏହା ପରେ ସିପାହୀ କୁ ଧରି ନିଆ ଗଲା । ଧରା ପଡିଲା ପରେ ସିପାହୀ ଜଣକ ଫୁଟାଣି ଦେଖେଇବାକୁ ଲାଗିଲା । ଏହା ପରେ ଝିଅର ପରିଜନ 100 ନମ୍ବର ଡାଏଲ କରି ପୋଲିସ କୁ ଫୋନ କଲେ । ପୋଲିସ ତାକୁ ଥାନା କୁ ନେଇ ଗଲା । ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ଚାଲିଲା ଆଉ ମୁକାର୍ଦ୍ଧମା ଦାଖଲ କରିବା ଧମକ ଦେବା ପରେ ସିପାହୀ ସେ ଝିଅ ସହିତ ବିବାହ କରିବ ବୋଲି ରାଜି ହୋଇ ଗଲା । ଦୁଇ ପରିବାରଙ୍କ ଉପସ୍ଥିତି ରେ କେରାକତ ର ଗୋମତେଶ୍ବର ମନ୍ଦିରରେ ବିବାହ କରି ଦିଆ ଗଲା । ଆଉ ତାପରେ ଅଦାଲତ ଯାଇ ପଞ୍ଜିକରଣ କରି ଦିଆ ଗଲା

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଟି ଭଲ ଲାଗିଲା ତେବେ ଗୋଟେ ଲାଇକ ଓ ସେଆର କରିବାକୁ ଅନୁରୋଧ । ଧନ୍ୟବାଦ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.