୦୪ ଅଗଷ୍ଟ ରବିବାର ୨୦୧୯ ରାଶିଫଳ : ସୂର୍ଯ୍ୟଦେବ କୃପାରୁ ବଦଳିବ ଏହି ୫ଟି ରାଶିର ଚମକିବ ଭାଗ୍ୟ

ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି ! ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ ! ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ ! ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ ! ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ !

ମେଷ ରାଶି :ଆଜିର ଦିନ ଅତ୍କୃଷ୍ଟ ପରିଣାମ ଦାୟକ ହେବ।ପରୀକ୍ଷା ଏବଂ ପ୍ରତିଯୋଗିତା ମାଧ୍ୟମରେ ସାଥିରେ ଖୋଜୁଥିବା ଲୋକମାନେ କିମ୍ବା ନିଜର ବ୍ୟବସାୟ ଆରମ୍ଭ କରିବାର ଇଛୁକ ଲୋକଙ୍କୁ ଚେଷ୍ଟା କରୁଥିବା ଦରକାର।ଆସୁଥିବା ସମୟରେ ସଫଳତା ଆପଣଙ୍କର ହେବ।ବ୍ୟବସାୟ ବିସ୍ତାରର ଯୋଜନାର ସମ୍ଭାବନା ଅଛି।ଆର୍ଥିକ ସ୍ଥିତି ସାମାନ୍ୟ ରହିବ।ଆପଣ ନିଜର ସମର୍ପଣ ଏବଂ କଷ୍ଟ ଦ୍ଵାରା ଅନ୍ୟମାନଙ୍କ ଠାରୁ ଆଗରେ ରହିବେ।ପାରିବାରିକ ଜୀବନ ସାମଞ୍ଜସ୍ୟ ପୂର୍ଣ ହେବ।ପରିବାର ବ୍ୟକ୍ତିଙ୍କ ମଧ୍ୟରେ ଏକତା ରହିବ।ଆପଣ ଖୁସି ରହିବେ।ଆପଣଙ୍କ ସ୍ୱାସ୍ତ୍ୟ ଭଲ ରହିବ।

ଵୃଷ ରାଶି : ବଦଳୁଥିବା ପରିସ୍ଥିତି କାରଣରୁ ଆଜି ଆପଣ ନୂଆ ରଣନୀତି ବାଛିପାରିବେ।ଆପଣଙ୍କ ଛବିରେ ଚମକ ଆସିବ।ସାଙ୍ଗମାନଙ୍କୁ ନିଜର ଭାଗିଦାର କରି ନିଜକୁ ନବୀନ ବ୍ୟବସାୟ ଆରମ୍ଭ କରିପାରିବେ।ଆପଣଙ୍କ ମଧ୍ୟରୁ କିଛି ଲୋକ ବେଙ୍କ ରୁ ଋଣ ଆଣିପାରନ୍ତି ସେମାନଙ୍କୁ ସଫଳତା ପ୍ରାପ୍ତ ହେବାର ପୂର୍ଣ ସମ୍ଭାବନା ଅଛି।ଆପଣଙ୍କ ସ୍ୱାସ୍ତ୍ୟ ସନ୍ତୋଷ ଜନକ ରହିବ କିନ୍ତୁ ଆପଣଙ୍କ ପେଟ ସମ୍ବନ୍ଧୀୟ ରୋଗ ପାଇଁ ସାବଧାନ ରୁହନ୍ତୁ।ପ୍ରିୟ ଜଣଙ୍କ ସହ ଦୁର ଯାତ୍ରା ଲାଭ ଦାୟକ ରହିବ।ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ।

ମିଥୁନ ରାଶି :ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କୁ କଷ୍ଟର ସାମ୍ନା କରିବାକୁ ପଡିପାରେ।ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ଭାବିବିଚାରି ନିୟନ୍ତୁ।ପ୍ରତିଦ୍ବନ୍ଦୀ ସକ୍ରିୟ ରହିବେ କିନ୍ତୁ ସେମାନେ ଆପଣଙ୍କୁ କିଛି କ୍ଷତି ପହଞ୍ଚେଇବେ ନାହିଁ।ଆପଣ ସାମାଜିକ ରୂପରେ ସକ୍ରିୟ ରହିବେ।ଆପଣ କିଛି ମହତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି।ଆପଣଂକଙ୍କୁ ଆପଣଙ୍କର ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତି ହେବ।ସ୍ୱାସ୍ତ୍ୟ ଭଲ ରହିବ।

କର୍କଟରାଶି: ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକ ଉତ୍ସାଇ ରହିବେ।ଭଲ ନିର୍ଣ୍ଣୟ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଭାବ ପୂର୍ଣ ରହିବ।ଆପଣଙ୍କ ଆର୍ଥିକ ସ୍ଥିତିର ସୁଦ୍ଧାର ସମ୍ଭବ ରହିବ।ସମ୍ପତ୍ତି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।ଚାକିରୀ କ୍ଷେତ୍ରରେ ଉର୍ଣ୍ଣତି କରିବେ।ଘରୋଇ କ୍ଷେତ୍ରରେ ଅଟକି ରହିଥିବା କାମ ପୂର୍ଣ ହେବ।ଘରର ନବୀକରଣ ପାଇଁ ବ୍ୟୟ ସମ୍ଭବ ହେବ।ଆପଣ ନିଜ ସାଙ୍ଗ ସହିତ ପୁଣି ସହିତ ମିଶିବେ ଏବଂ ପୁରୁଣା ସ୍ମୃତି କୁ ପୁଣି ଥରେ ତାଜା କରିବେ।ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ।

ସିଂହ ରାଶି: ବ୍ୟବସାୟିକ ଏବଂ ଆର୍ଥିକ ପରିବେଶରେ ଆଜି ବିସ୍ତାର ଏବଂ ଲାଭର ମାର୍ଗ ପ୍ରସସ୍ଥ ରହିବ।ବିଦେଶ ସମ୍ପର୍କ ସ୍ଥାପିତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡିପାରେ।ଛାତ୍ରଙ୍କୁ ସୌଖିକ କୌଶଳ ବଢ଼େଇବା ପାଇଁ ଅବସର ମିଳିବ।ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ।ନିବେଶର ଯୋଜନା ମଧ୍ୟ ବନେଇପାରନ୍ତି।ଜୀବନ ସାଥୀଙ୍କ ସହ ଦୂରକୁ ବୁଲିବାକୁ ଯାଇପରନ୍ତି।ସନ୍ତାନ ପ୍ରାପ୍ତି ଏବଂ ସନ୍ତାନର ବିବାହ ଠିକ ହେବ କାରଣରୁ ପରିବାରରେ ଶାନ୍ତି ରହିବ।

କନ୍ୟା ରାଶି:ଆଜିର ଦିନ ଚାଲିଥିବା ପରିଯୋଜନା ଏବଂ କାର୍ଯ୍ୟରେ ବାଧା ଉତ୍ପର୍ଣ୍ଣ କରିପାରେ।କୌଣସି ମଧ୍ୟ ଝଗଡ଼ାରୁ ଆପଣ ବଞ୍ଚନ୍ତୁ।ନିବେଶ ରେ ସ୍ଥଗିତ କରିବା ଆପଣଙ୍କ ପାଇଁ ଭଲ ରାହିବ।କୌଣସି ମଧ୍ୟ ସମ୍ପର୍କକୁ ନେବା ପୂର୍ବରୁ ଧ୍ୟାନରେ ପଢନ୍ତୁ ଅନ୍ୟଥା କ୍ଷତିରେ ପଡିପାରନ୍ତି।ଶୁଭ ଚିନ୍ତକ ଏବଂ ସାଙ୍ଗମାନଙ୍କ ସମର୍ଥନ ଆପଣଙ୍କ ଆତ୍ମ ବିଶ୍ୱାସକୁ ବଢ଼େଇବ ଏବଂ ଆପଣଙ୍କୁ ସମୟ ସମୟରେ ଭଲ ଶୁଭ ଚିନ୍ତା ମିଳିବ।ହଠାତ ସ୍ୱାସ୍ତ୍ୟ ଖରାପ ହୋଇପାରେ।ବୈବାହିକ ଜୀବନ ସାମାନ୍ୟ ରହିବ।

ତୁଳାରାଶି: ଆଜିର ମହତ୍ୱକାଂକ୍ଷୀ ଯୋଜନାରେ ପ୍ରବେଶ କରିପାରନ୍ତି।ଯଦି ଆପଣ ଗୋଟେ ସଂଘରେ ପ୍ରବେଶ କରିବାକୁ ଚାହାନ୍ତି ତାହାହେଲେ ସକାରାତ୍ମକ ବିକାଶ ସମ୍ଭବ ହେବ।ରାଜନୀତି ଏବଂ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ପ୍ରତିଷ୍ଠାରେ ବୃଦ୍ଧି ଦେଖିବାକୁ ମିଳିବ।ସେମାନଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ବହନ କରିବାକୁ ପଡିପାରେ।ଚାକିରୀ କ୍ଷେତ୍ରରେ ଆପଣଙ୍କ ମଧ୍ୟରେ କିଛି ଲୋକଙ୍କର ପରିବର୍ତନ ଆସିପାରେ ଏବଂ ସେମାନଙ୍କୁ ନୂଆ ଅବସର ପ୍ରାପ୍ତ ହେବାର ସମ୍ଭାବନା ଅଛି।ଶୁଭ ଚିନ୍ତକ ସହଯୋଗୀ ରହିବେ।ପରିବାରରେ ଉତ୍ସବ ହୋଇପାରେ।ପ୍ରେମ ସମ୍ବନ୍ଧ ପାଇଁ ଦିନ ଭଲ ରହିବ।

ବିଛା ରାଶି: କାର୍ଯ୍ୟ ସ୍ଥଳରେ ଆପଣଙ୍କର ସକାରାତ୍ମକ ବିକାଶ ହେବ।ବ୍ୟବସାୟରେ ଲାଭ ପ୍ରାପ୍ତ ହେବେ।ବହୁତ ସମୟରୁ ପଡିଥିବା କାମ ଆଜି ପୁରା ହେବ।ଯଦି ଆପଣ ବିଦେଶ ଯିବାକୁ ଇଛୁକ ତାହାହେଲେ ଆପଣ ନିଜର ପ୍ରୟାସକୁ ଆଗକୁ ବଢ଼ାନ୍ତୁ।ପରୀକକ୍ଷା ର ପରିଣାମ ଆପଣଙ୍କ ପକ୍ଷେରେ ହେବ।ପାରିବାରିକ ସମ୍ବନ୍ଦ ଆନନ୍ଦ ଦାୟକ ରହିବ। ଏବଂ ପରିବାରରେ କାହା ପାଇଁ ମଧ୍ୟ ପୋଡାନ୍ନତି ର ସମ୍ଭାବନା ଅଛି।କୌଣସି ମଧ୍ୟ ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

ଧନୁ ରାଶି: ଆଜି ଅନୁକୂଳ ଗ୍ରହ ସ୍ଥିତି ଆପଣଙ୍କର ପ୍ରଗତିର ମାର୍ଗକୁ ପ୍ରସସ୍ଥ କରିବ।ଆପଣଙ୍କ ମଧ୍ୟରୁ କିଛି ଲୋକ ବ୍ୟବସାୟ ବିସ୍ତାରର ଯୋଜନା ବନେଇବେ ଏବଂ ତାକୁ ଚଳେଇବାରେ ସଫଳ ହେବେ।ଲାଭ ଆଶା ଠାରୁ ଅଧିକ ରହିବ।ଆପଣ ଭୂମି କିମ୍ଭା ସେୟର ମାର୍କେଟ ରେ ନିବେଶ କରିପାରନ୍ତି।ଘରୋଇ ସମ୍ବନ୍ଧ ଅଟକିଥିବା କାମ ସମୟରେ ପୁରା ହେବ।ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ।କାମ କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ଲାଭ ଦାୟକ ରହିବ।ଆଜି କିଛି ଲୋକଙ୍କୁ କିଛି କାମ ଚିନ୍ତା କରେଇପାରେ।

ମକର ରାଶି:ଆପଣଙ୍କ ସ୍ଥିତିରେ ସୁଦ୍ଧାର ଆସିବ କିନ୍ତୁ ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୱକ ଅଟେ।ପରୀକ୍ଷା ମାଧ୍ୟମରେ ଉଚ୍ଚ ଅଧ୍ୟୟନ ପାଇଁ ପ୍ରବେଶ ପାଇଥିବା ବ୍ୟକ୍ତି ଆଜି ସଫଳ ହେବେ।ବ୍ୟବସାୟୀ ଲମ୍ବା ସମୟରୁ ଚାଲିଆସୁଥିବା ଜଟିଳ ସମସ୍ୟାର ସମାଧାନ ପାଇବେ।ବେକରର ଗତି ବିଧି ଉପରେ ସମୟ ଏବଂ ପଇସା ଖର୍ଚ୍ଚ କରନ୍ତୁ ନାହିଁ।ଯଦି ଆପଣ ଅବିବାହିତ ତାହାହେଲେ ଆପଣଙ୍କୁ ବାହାଘରର ଭଲ ପ୍ରସ୍ତାବ ମିଳିପାରେ।ଆପଣଙ୍କ ମଧ୍ୟରୁ କିଛି ଲୋକ ଜ୍ୱର ପାଇଁ ଚିନ୍ତିତ ରହିବେ।ଆପଣ ନିଜର ଶୁଭ ଚିନ୍ତାକର ସହଯୋଗର ଆନନ୍ଦ ନେବେ।

କୁମ୍ଭ ରାଶି: ଯଦି ଆପଣ କୌଣସି ମଧ୍ୟ ମାମଲାରେ ବ୍ୟବସ୍ଥିତ ହିସାବରେ କାମ କରୁଛନ୍ତି ତାହାହେଲେ ଆପଣଂକୁ ସଫଳତା ନିଶ୍ଚୟ ପ୍ରାପ୍ତି ହେବ।ଘର କିଣିବା ଏବଂ ନବୀକରଣ ପାଇଁ ଶୁଭ ସମୟ ଅଟେ।ଉଚ୍ଚ ଅଧ୍ୟୟନ ପାଇଁ ପ୍ରବେଶ ଏବଂ ପରୀକ୍ଷାରେ ପ୍ରତିଯୋଗିତା ପାଇଁ ଉପସ୍ଥିତ ହୋଇଥିବା ଛାତ୍ରଙ୍କୁ ନିଜ ପ୍ରୟାସରେ ସଫଳତା ମିଳିବ।ଆଇନ କିମ୍ଭା ବିଜ୍ଞାନ ସହ ଜଡିତ ଲୋକଙ୍କ ପାଇଁ ନୂଆ ରାସ୍ତା ଖୋଲିବ।ଆପଣ ଯାତ୍ରା ଆପଣଙ୍କ ପାଇଁ ଲାଭ ପ୍ରଦ ରହିବ।ପରିବାରରେ ଗୁରୁଜନଙ୍କ ସ୍ୱାସ୍ତ୍ୟ ଆପଣଂକୁ ଚିନ୍ତିତ କରେଇବ।

ମିନ ରାଶି: ଆଜି ଖୁସିର ସହିତ ଦିନର ଆରମ୍ଭ ହେବ।ଚାକିରି କ୍ଷେତ୍ରରେ ଉର୍ଣ୍ଣତି ମିଳିପାରେ।ବ୍ୟାପାରି ଏବଂ ବ୍ୟବସାୟୀଙ୍କ ବ୍ୟାପାର ଲାଭ ଦାୟକ ହେବ।ସେଥିରେ ସୁଦ୍ଧାର ଏବଂ ଆୟର ବୃଦ୍ଧି ହେବ।ପାରିବାରିକ ବାତା ବରଣ ଖୁସି ପୂର୍ଣ ରହିବ ଏବଂ ଆପଣ ନିଜର ପରିବାର ସଦସ୍ୟଙ୍କ ସହ ତୀର୍ଥ ଯାତ୍ରା କରିପାରନ୍ତି।ଆପଣ ଦାନ ଧର୍ମର କାମରେ ସାମିଲ ହେବେ।ଆଜିର ସନ୍ଧ୍ୟା ଆପଣଙ୍କ ସାଙ୍ଗ ଏବଂ ଶୁଭ ଚିନ୍ତାକ ସହ ମୌଜ ମସ୍ତିର ସମୟ ବ୍ୟତୀତ କରିବେ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.