୦୬ ଅଗଷ୍ଟ ମଙ୍ଗଳବାର ୨୦୧୯ ରାଶିଫଳ : ଏହି ୫ଟି ରାଶିର ଚମକିବ ଭାଗ୍ୟ ବାକି ସବୁ ରାଶିମାନଙ୍କ ପାଇଁ କିପରି ରହିବ ଜାଣନ୍ତୁ

ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି ! ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ ! ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ ! ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ ! ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ !

ମେଷ ରାଶି : ଉତ୍ତମ ବ୍ୟବସାୟିକ ଅବସର ଆପଣଙ୍କ ବ୍ୟବସାୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ।ନୂଆ କ୍ଷେତ୍ରରେ ନିଜ ପରିଚୟ ବୃଦ୍ଧି କରିବେ।ଆର୍ଥିକ ରୂପରେ ସୁରକ୍ଷିତ ଅନୁଭବ କରିବେ ଏବଂ ସମ୍ପତ୍ତି ରେ ନିବେଶ କରିବେ।ପିଲାମାନେ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।ପରିବାର ଲୋକ ଆପଣଙ୍କ ପୂର୍ଣ ସହଯୋଗ କରିବେ ଏବଂ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ।ସ୍ୱାସ୍ତ୍ୟ ରେ ସୁଦ୍ଧାର ଆସିବ।ଆପଣ ଶାରୀରିକ ଏବଂ ଭାବନାତ୍ମକ ରୂପରେ ଭଲ ଅନୁଭବ କରିବେ।

ଵୃଷ ରାଶି : ଆଜି ଯୋଜନା ପ୍ରସ୍ତୁତ କରି କାମ କରନ୍ତୁ ଏବଂ ଏହା ଆପଣଙ୍କୁ ଲାଭଦାୟକ ପରିଣାମ ଦେବ।କାର୍ଯ୍ୟସ୍ଥଳରେ ନିଜ କାମ ପାଇଁ ଉଚିତ ପ୍ରଶଂସା ଏବଂ ସଂମାନ ହାସଲ କରିବେ।ଲମ୍ବା ଅବଧିରେ ଲାଭ ଅର୍ଜିତ କରିବା ପାଇଁ ଆପଣ ନୂଆ ଉଦ୍ୟମରେ ନିବେଶ କରିବେ।ଏହି ପ୍ରକାର ନିବେଶ ପାଇଁ ସମୟ ଭଲ ଅଟେ।ପ୍ରେମି ଯୁଗଳ ପାଇଁ ସମୟ ଶୁଭ ଅଟେ।ପାରିବାରିକ ଜୀବନରେ ଜୀବନସାଥୀ ଭାଇ ଏବଂ ଭଉଣୀ ସହ କିଛି ଝଗଡା ହୋଇପାରେ।ବରିଷ୍ଠଙ୍କ ସ୍ୱାସ୍ତ୍ୟ ଚିନ୍ତାର କାରଣ ହୋଇପାରେ।

ମିଥୁନ ରାଶି : ସାହିତ୍ୟ, କଳା, ଲେଖଣି, ସଙ୍ଗୀତ,ଚଳଚିତ୍ର କିମ୍ବା ଖେଳ ରଚନାତ୍ମକ କ୍ଷେତ୍ର ସହ ଜଡିତ ଲୋକଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ସମୟ ମିଳିବ ଏବଂ ଆକର୍ଷକ ସୌଦା ମିଳିପାରେ।ଆପଣ ନିଜ ପାଇଁ ଯଶ ଏବଂ କୀର୍ତି ମଧ୍ୟ ଅର୍ଜନ କରିପାରିବେ।ଯଦି ଆପଣ ଚାକିରୀ କିମ୍ବା ବ୍ୟବସାୟ ବଦଳେଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ।ଆପଣ ଧାର୍ମିକ କିମ୍ଭା ଆଧ୍ୟାତ୍ମିକ ଗତିବିଧି ଆଡକୁ ଆକର୍ଷିତ ହେବେ।ପାରିବାରିକ ଜୀବନ ସୁଖମୟ ରହିବ।ଅବିବାହିତଙ୍କ ଜୀବନରେ ପ୍ରେମ ପ୍ରବେଶ କରିବ।

କର୍କଟରାଶି: ଆଜି ଆପଣଙ୍କ ଇଚ୍ଛା ପୂର୍ଣ ହେବ।ମହତ୍ଵକାଂକ୍ଷୀ ଯୋଜନା ଆରମ୍ବ କରିବେ।ଉଚ୍ଚ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିରାଶ ହେବେ ନାହିଁ।ଆପଣଙ୍କ ସଫଳତାରେ ବୃଦ୍ଧି ହେବ।ଭଲ ସମ୍ପର୍କ ସ୍ଥାପିତ ହେବ ଏବଂ ପ୍ରଭାବଶାଳୀ ଲୋକଙ୍କ ସାଙ୍ଗରେ ମିଶିବେ।ପୈତୃକ ସମ୍ପତ୍ତି ପାଇଁ କିଛି ମାମଲା ଅଛି ତେବେ ଆଜି ଆପଣଙ୍କ ପକ୍ଷରେ ରହିବ।ପରିବାରରେ ଶୁଭ ସମାଚାର ପ୍ରାପ୍ତ ହେବ ଏବଂ ଉତ୍ସବ ପାଳନ କରିବେ।

ସିଂହ ରାଶି: ଆପଣଙ୍କ ପ୍ରୟାସ ଫଳ ଦେବ ଏବଂ ଆପଣଙ୍କ ଆତ୍ମବିଶ୍ବାସ ବଢିବ।ଆପଣଙ୍କ ସାମାଜିକ ସମ୍ପର୍କ ବଢିବ ଏବଂ ଆପଣ ମହତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପିତ କରିବେ।ସବଧାନୀରେ ବିଚାର କରିଲା ପରେ ନୂଆ ସମ୍ପତ୍ତିରେ ନିବେଶ କରନ୍ତୁ।ଆଧ୍ୟାତ୍ମିକ ଗତିବିଧି ଆଡକୁ ଆକର୍ଷିତ ହେବେ।ପିଲାମାନେ ଭଲ ଅନୁଭବ କରିବେ।

କନ୍ୟା ରାଶି: ଆଜି ଆପଣଙ୍କୁ ଭଲ ଲାଭ ହୋଇପାରେ।ଆପଣ ବହୁତ ସମ୍ପତିରେ ମାଲିକ ହୋଇପାରନ୍ତି।ପରିବାର ଏବଂ ଜୀବନସାଥୀ ଙ୍କ ସହଯୋଗ ମିଳିବ।ଭାଇ ଭଉଣୀ ଙ୍କ ସହ ବାଦ ବିବାଦ ହୋଇପାରେ।ଆଜିର ଦିନଟି ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ ଅଟେ।ସବଧାନୀ ପୂର୍ବକ ନିଷ୍ପତି ନିୟନ୍ତୁ।ଠକାମୀରେ ପଡିପାରନ୍ତି ତେଣୁ ବଞ୍ଚନ୍ତୁ।

ତୁଳାରାଶି: ପ୍ରତିଯୋଗିତା ଭାଗ ନେଇଥିବା ଲୋକଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ।କିଛି ଅନାବଶ୍ୟକ ତନାଵ ସୃଷ୍ଟି ହୋଇପାରେ।ଯାହାଫଳରେ ଆପଣଙ୍କ ମନ ଟିକେ ବିଚଳିତ ହେବ।ଆର୍ଥିକ କାର୍ଯ୍ୟରେ ବିଚାର କରିବା ପାଇଁ ଦିନଟି ଭଲ ନୁହଁ।ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ଅଟେ।ତର ତର ହୋଇ କୌଣସି ମଧ୍ୟ ନିର୍ଣ୍ଣୟ ନିୟନ୍ତୁ ନାହିଁ।ଋଣ ଦେବା ଆପଣଙ୍କୁ ଚିନ୍ତାରେ ପକେଇପାରେ।

ବିଛା ରାଶି: ବ୍ୟାପାରିକ ଏବଂ ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକାରୀଙ୍କ ଠାରୁ ପୂର୍ଣ ସହଯୋଗ ପ୍ରାପ୍ତ କରିବେ ଏବଂ ଆର୍ଥିକ ପ୍ରଗତି କରିବେ।ଆପଣ ଅତ୍ୟଧିକ ଲୋକପ୍ରିୟ ରହିବେ।ଆପଣଙ୍କ ପରିବାରର ସଦସ୍ୟ ଆପଣଂକୁ ପୂର୍ଣ ସହଯୋଗ କରିବେ।ଆପଣ ଆତ୍ମବିଶ୍ୱାସରେ ଭରପୁର ରହିବେ।ଏକ ନୂଆ କାର୍ଯ୍ୟକୁ ଅନ୍ତିମ ରୂପ ଦେଇ ଆଉ ଏକ ନୂଆ ବ୍ୟବସାୟରେ ସମ୍ପୃକ୍ତ ହୋଇ ବ୍ୟାପାରରେ ଏକ ନୂଆ ପରିବର୍ତନ ଆସିପାରେ।ପ୍ରେମ ସମ୍ବନ୍ଧରେ ସାବଧାନ ରହିବା ଆବଶ୍ୟକ ଅଟେ।

ଧନୁ ରାଶି: ବ୍ୟବସାୟିକ ରୂପରେ ଆଜିର ଦିନ ଶୁଭ ରହିବ।ବ୍ୟବସାୟିକ କ୍ଷେତ୍ରରେ ଉର୍ଣ୍ଣତି କରିବେ।ବହୁତ ସମୟରୁ ଥିବା ସ୍ୱପ୍ନ ଏବଂ ପରିଯୋଜନା ଉପରେ କାମ କରିବାର ସୁଯୋଗ ମିଳିପାରେ।ବ୍ୟବସାୟିକ ଗତିବିଧିରେ ସୁଦ୍ଧାର ଆସିବ।ଆର୍ଥିକ ସ୍ଥିତି ଭଲ ରହିବ।ଆପଣ ଭୌତିକ ସୁଖ ପ୍ରାପ୍ତି ସମ୍ବନ୍ଧିତ ବସ୍ତୁର କ୍ରୟ ଆଡକୁ ଆକର୍ଷିତ ହେବେ।ବିଦେଶ ଯାତ୍ରାର ଯୋଗ ରହିଛି।ପିଲାମାନେ ଗର୍ବ ଏବଂ ଖୁସିର ସ୍ରୋତ ହେବେ।

ମକର ରାଶି: ରଚନାତ୍ମକ ଲୋକ ଜୀବନରେ ଭଲ କରିବେ।ଆପଣଙ୍କ କଳ୍ପନା ଏବଂ ରଚନାତ୍ମକତା ଆପଣଙ୍କୁ ପ୍ରଗତିରେ ସାହାଯ୍ୟ କରିବେ।ଆପଣ ଅନ୍ୟର ଧ୍ୟାନ ନିଜର ଏବଂ ସହଜରେ ନିଜ ଆଡକୁ ଆକୃଷ୍ଟ କରିପାରିବେ।ନୂଆ ପରିଯୋଜନା ଆରମ୍ଭ କରିପାରନ୍ତି ଏବଂ ଲାଭ ପ୍ରାପ୍ତିର ମଧ୍ୟ ଅଧିକ ଯୋଗ ରହିଛି।ନିବେଶ ପାଇଁ ଭଲ ଭଲ ସମୟ ଅଟେ।ନିଜ ରୁଚିକୁ ବିକଶିତ କରିବା ପାଇଁ ଏହା ଏକ ଭଲ ସମୟ।ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ।

କୁମ୍ଭ ରାଶି: ଆଜିର ଦିନ ବହୁତ ଭଲ କାଟିବ।ଆଜି ଖେଳ ପ୍ରେମୀ ମାନଙ୍କୁ ନିଜର ପ୍ରତିଭା ଦେଖେଇବାର ସୁଯୋଗ ମିଳିବ ଏବଂ ସାବାସୀ ମଧ୍ୟ ମିଳିବ।ଚାକିରୀ କରୁଥିବା ଲୋକ ଏବଂ ବ୍ୟବସାୟୀ କିଛି ନୂଆ ଯୋଜନାରେ ସମ୍ପୃକ୍ତ ହୋଇପାରନ୍ତି।ଜଟିଳ ସମସ୍ୟାର ସମାଧାନ ହୋଇପାରେ।ପ୍ରେମ ସମ୍ବନ୍ଧ ମଜବୁତ ହେବ ଏବଂ ଅବିବାହିତ ଜୀବନରେ ପ୍ରେମ ପ୍ରବେଶ କରିବ।ଲାଭବାନ ହେବେ।ଯାତ୍ରା ସଫଳ ରହିବ।ଅବିବାହିତଙ୍କ ଜୀବନରେ ପ୍ରେମ ପ୍ରେବେଶ କରିପାରେ।

ମିନ ରାଶି: ଆଜି ଆପଣକୁ ଭଲ ପରିଣାମ ମିଳିବ।ଆପଣଂକୁ ବିଭିନ୍ନ ସ୍ତରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିବ।ଆପଣ ଟିକେ ଭ୍ରମିତ ରହିପାରନ୍ତି।ଏହି ସ୍ଥିତି କାରଣରୁ ଆପଣ ସମୟରେ କାମ ପୁରା କରିପାରିବେ ନାହିଁ।ସଂସାଧନ ର ଅଭାବ କାରଣରୁ କିଛି ବ୍ୟବସାୟିକ ଯୋଜନା କୁ ଅଟକାଇବାକୁ ପଡିପାରେ।ସ୍ୱାସ୍ତ୍ୟ ଭଲ ରହିବ ନାହିଁ।ଆପଣ ସାଙ୍ଗସାଥି ମାନଙ୍କର ସାହାଯ୍ୟ ପାଇବେ ଏବଂ ପ୍ରଗତି କରିବେ।ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଦ୍ଧାର ଆସିବ।ଶାନ୍ତ ଏବଂ କେନ୍ଦ୍ରିତ ରୁହନ୍ତୁ ,ସାଙ୍ଗମାନଙ୍କ ସାହାଯ୍ୟ ମିଳିବ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.