୦୭ ଅଗଷ୍ଟ ବୁଧବାର ୨୦୧୯ ରାଶିଫଳ : ଗଣପତିଙ୍କ କୃପାରୁ ବଦଳିବ ଏହି ୫ଟି ରାଶିର ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି ! ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ ! ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ ! ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ ! ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ !

ମେଷ ରାଶି :ବ୍ୟବସାୟିକ କ୍ଷେତ୍ରରେ ଆପଣ ବହୁତ ସଫଲତା ପ୍ରାପ୍ତ କରିବେ ଏବଂ ଏକ ଉଚ୍ଚ ସାମାଜିକ ସ୍ଥିତି ହାସଲ କରିବେ।ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ଏବଂ ଏକ ବଡ କାମକୁ ସଫଳ କରିବେ।ଆପଣଙ୍କ ନାମ ବଢିବ।ଆପଣଙ୍କ ପରିବାରର ଜୀବନ ଶାନ୍ତି ପୂର୍ଣ ରହିବ।ଆପଣଙ୍କ ପାଖରେ ଏକ ନୂଆ ଅଧିଗ୍ରହଣ ହୋଇପାରେ ଯାହା ଆପଣଙ୍କ ଜୀବନକୁ ଅଧିକ ଆରାମ ଦାୟକ ବନେଇଦେବ।ପରିବାରରେ ହସ ଉଳାଶର ପରିବେଶ ରହିବ।

ଵୃଷ ରାଶି :ଆଜି ଆପଣଙ୍କ ଦିନ ଖୁସି ରହିବ।ଆପଣ ଗୁରୁଜନଙ୍କ ଠାରୁ ସହଯୋଗ ପାଇବେ।ଆପଣଙ୍କ ଭବିଷ୍ୟତ ଏବଂ ଆର୍ଥିକ ସ୍ଥିତିରେ ସୁଦ୍ଧାର ହେବ।ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଭଲ ରହିବ।ଆପଣ ମହତ୍ୱପୂର୍ଣ୍ଣ ଲୋକଙ୍କ ସହ ନୂଆ ସମ୍ବନ୍ଧ ସ୍ଥାପିତ କରିବେ।ଆପଣଙ୍କ ପାରିବାରିକ ଜୀବନ ଆନନ୍ଦ ମୟ ରହିବ।ସ୍ୱାସ୍ତ୍ୟ ଭଲ ରହିବ।ନିବେଶ ପାଇଁ ଆଜିର ଦିନ ଭଲ ରହିବ।ଆଜି ଆପଣଙ୍କୁ ବିଭିନ୍ନ ସ୍ତରରୁ ଲାଭ ପ୍ରାପ୍ତ ହେବେ।ଆପଣଙ୍କର କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପୁରା ହୋଇପାରେ।ଆଜି ଆପଣ ସନ୍ତୁଷ୍ଟପୂର୍ଣ ରହିବେ।ପାରିବାରିକ ଜୀବନ ସୁଖମୟ ରହିବ।ପରିବାରରେ ଉତ୍ସବ ହୋଇପାରେ।ଆପଣଙ୍କ ପିଲାମାନଙ୍କର ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଏବଂ ଖୁସିର ଭାବନା ସୃଷ୍ଟି ହେବ।ଆଜି ଆପଣ ଘରର ନିର୍ମାଣ ତଥା ନବିନିକରଣ କରିବା ପାଇଁ ଅଧିକ ଖର୍ଚ୍ଚ କରିପାରିବେ।ମା ଙ୍କ ସ୍ୱାସ୍ତ୍ୟର ଧ୍ୟାନ ରଖନ୍ତୁ।

ମିଥୁନ ରାଶି :ଆଜି ଆପଣ ନିଜ ମାଆଙ୍କ ସ୍ୱାସ୍ତ୍ୟକୁ ନେଇ ଚିନ୍ତିତ ରହିବେ ଏବଂ ନିଜ ପିଲାମାନଙ୍କର ସ୍ୱାସ୍ତ୍ୟର ଧ୍ୟାନ ରଖିବାକୁ ପାଡିବ।ଭୌତିକ ସଂବୃଦ୍ଧି ପାଇଁ ଆଜିର ସମୟ ଲାଭ ଦାୟକ ହେବ ଏବଂ ଆପଣଂକୁ ବିଭିନ୍ନ ସ୍ରୋତରେ ଲାଭ ମିଳିବ।ଆପଣଙ୍କ ଶତ୍ରୁ ଆପଣଙ୍କ ମିତ୍ର ରୂପରେ ଆପଣଙ୍କ ଆଖି ପାଖରେ ରହି ପାରନ୍ତି।ହେଲେ ଆପଣ ସେମାନଙ୍କୁ ନିୟନ୍ତ୍ରିତ କରିବାକୁ ସକ୍ଷମ ହେବେ।ଆଜି ଆପଣଙ୍କୁ ସାମାଜିକ ରୂପରେ ପ୍ରସଂଶ ଏବଂ ଲୋକପ୍ରିୟତା ମିଳିବ।

କର୍କଟରାଶି: ବ୍ୟବସାୟିକ କ୍ଷେତ୍ରରେ ଲାଭ ଦାୟକ ହେବେ।ସରକାରୀ ଅଧିକାରୀଙ୍କ ଦ୍ଵାରା ଆଜି ଆପଣଂକୁ ସହଯୋଗ ମିଳିବ।ଆର୍ଥିକ ରୂପରେ ଦିନ ସଂବୃଦ୍ଧ ହେବ।ଆଜି କରିଥିବା କାମରେ ଆପଣଂକୁ ଲାଭ ମିଳିବ।ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ସମ୍ପର୍କୀୟ ମାନଙ୍କ ସହ ସମ୍ବନ୍ଧରେ ସୁଦ୍ଧାର ଆସିବା।ସାମାଜିକ ଲୋକପ୍ରିୟତା ବଢିବ।ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଲୋକମାନେ ଆପଣଙ୍କ ସାହାଯ୍ୟ ନେବେ।

ସିଂହ ରାଶି: ଆଜି ଆପଣ କିଛି ଭଲ ସଂପର୍କ ବନେଇବେ ଏବଂ ଲାଭ ଦାୟକ ବିକ୍ରୟ କରିବେ।ବ୍ୟବସାୟିକ ମାମାଳାରେ ଦୁର ବାଟକୁ ଯାଇପରନ୍ତି।ଯାତ୍ରା କରିବା ପାଇଁ ଆଜିର ଦିନ ଅନୁକୂଳ ରହିବ।ଚାକିରୀରେ କଷ୍ଟ ଏବଂ ପରିଶ୍ରମ ସହ କାମ କରିଲେ ସଫଳତା ମିଳିବ।ପରିବାରରେ ସ୍ୱାସ୍ତ୍ୟ ସମ୍ବନ୍ଧୀ ସମସ୍ୟାର ସାମ୍ନା କରିବାକୁ ପଡିବ।

କନ୍ୟା ରାଶି:ଆଜିର ଦିନ ଆପଣଂକୁ ଚତୁର୍ଦିଗରୁ ଖୁସି ଦେବ।ବ୍ୟବସାୟିକ ରୂପରେ ଆପଣଂକୁ ସକ୍ରିୟ ରହିବାକୁ ପଡିବ।କୌଣସି କାମ କରିବା ପୂର୍ବରୁ ସେହି କାମ ବୁଝିଶୁଝି କରନ୍ତୁ।ବିଦେଶ ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ଲାଭ ମିଳିବ।ପାରିବାରିକ ସଦସ୍ୟଙ୍କ ସହ କଥା ହେବା ସମୟରେ ଆପଣଙ୍କୁ ଏହି କଥା ଧ୍ୟାନ ରଖିବା ଦରକାର ଯେ ସେମାନଙ୍କୁ ଭ୍ରମିତ କରନ୍ତୁ ନାହିଁ।ଅନ୍ୟଥା ଆପଣଙ୍କୁ ଦୁସପରିନାମ ଭୋଗିବାକୁ ପଡିପାରେ।ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ତ୍ୟ ପ୍ରଭାବିତ ହୋଇପାରେ।

ତୁଳାରାଶି: ଆଜି ଘରେ ନିଜ ବାରିଷ୍ଠଙ୍କ ମତାମତ ଉପରେ ବିଚାର କରିଲା ପରେ ହିଁ କୌଣସି ନୂଆ ବ୍ୟବସାୟରେ ନିବେଶ କରିବାର ଯୋଜନା କରନ୍ତୁ।ନିଜ ରୋଜଗାରକୁ ଭାବରେ ନିବେଶ କରିବା ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ।କାର୍ଯ୍ୟ କ୍ଷେତ୍ରରେ କମ କହିବା ଠିକ ହେବ, କାହିଁକିନା ଟିକେ ମଧ୍ୟ ଅପଟସେପଟ କଥା ଆପଣଙ୍କୁ ବହୁତ ବଡ଼ ଅସୁବିଧାରେ ପକେଇପାରେ।ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ପିଲାମାନେ ମନ ମୁତାବକ କଷ୍ଟ ଅନୁଭବ କରିବେ।ଆପଣଙ୍କର ସାଥି କିଛି ନ କହିବା ପୂର୍ବରୁ ହିଁ ଆପଣଙ୍କ ହୃଦୟର କଥା ବୁଝିପାରିବେ।ପ୍ରାକୃତିକ ସୌନ୍ଦର୍ଯ୍ୟ ଜାଗାରେ ପର୍ଯ୍ୟଟନ ହେବ।

ବିଛା ରାଶି: ଆଜି ନିଜ ବିଚାରରେ ଅଧିକ ବ୍ୟସ୍ଥ ହେବ ଦ୍ଵାରା ପରିବାରର ଦାୟିତ୍ୱ ଉପରେ ଧ୍ୟାନ ଦେଇପାରିବେ ନାହିଁ।ଧନ ସହ ଜଡିତ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଯିବ।ଏହି ସମୟରେ ଆପଣ କୌଣସି ମଧ୍ୟ କାମ ଭଲ ମନରେ କରିବେ ସେଥିରେ ଆପଣଙ୍କ ସଫଳତା ନିଶ୍ଚୟ ମିଳିବ।କାମ କାର୍ଯ୍ୟ ପାଇଁ କରିଥିବା ଯାତ୍ରା ସଫଳ ହେବ।ନିଜ ପ୍ରିୟକୁ ଆଜି ନିବେଶ କରନ୍ତୁ ନାହିଁ ପରେ ଆପଣଙ୍କୁ ପସ୍ତେଇ ବାକୁ ପଡିବ।ବିବାହ କରିବା ପାଇଁ ଅନୁକୂଳ ପରିସ୍ଥିତି ରହିବ।

ଧନୁ ରାଶି: ଆଜି ଘରୋଇ ସମସ୍ୟା ଉତ୍ପର୍ଣ୍ଣ ହୋଇପାରେ ସେଥିପାଇଁ ଦେଖି ଚାହିଁ କଥା ବାର୍ତା ହୁଅନ୍ତୁ।ଶନିଦେବଙ୍କ କୃପାରୁ ଆଜି ଆପଣଙ୍କର ବିଗିଡି ଯାଇଥିବା କାମ ହେଇଯିବ।ପ୍ରତିଦିନର ପରିଶ୍ରମ ଏବଂ ଆପଣଙ୍କୁ କୌଣସି ନିଜ ଲୋକଙ୍କର ସହାୟତାରୁ ପୁରାଣ ହୋଇପାରେ।ଧନର ଆଗମନ ହେବ।ବ୍ୟାପାରି ବର୍ଗର ଲୋକମାନଙ୍କୁ ଆସୁଥିବା ସମୟରେ ଅଧିକ ଧନ ଲାଭ ହେବ।ଧନ ସମ୍ବନ୍ଧୀ ମାମଲାକୁ ଅଣଦେଖା କରନ୍ତୁ ନାହିଁ।ଆଜି କିଛି ଅସୁବିଧାର ସାମ୍ନା କରିପାରନ୍ତି।

ମକର ରାଶି: ଧାର୍ମିକ ସ୍ତରରେ ଆପଣଙ୍କର ଆସ୍ଥା ବଢିବ।ଆପଣଙ୍କ ମନ ପ୍ରସନ୍ନ ରହିବ।ଦାମ୍ପତ୍ୟ ଜୀବନରେ ଜୀବନ ସାଥୀଙ୍କ ପ୍ରତି ବିବେଶ ଆକର୍ଷଣ ଅନୁଭବ କରିବେ।ଧନର ଆଗମନ ପ୍ରଚୁର ମାତ୍ରାରେ ହେବ ଯାହାକି ଆପଣଙ୍କୁ ବିସ୍ତାରର ନୂଆ ଅବସର ଖୋଜିବାରେ ସାହାଯ୍ୟ କରିବ।ସାଙ୍ଗ ସାଥି ମାନଙ୍କ ଠାରୁ ଆଜି ଆପଣଙ୍କୁ ଲାଭ ମିଳିପାରେ।ରଚନାତ୍ମକ କାମରେ ଲାଗିଥିବା ଲୋକମାନଙ୍କ ପାଇଁ ସଫଳତା ଭରା ଦିନ ରହିବ।ସେମାନଙ୍କୁ ଏକ ନୂଆ ପରିଚୟ ମିଳିବ ଯାହାକୁ ସେମାନେ ଖୋଜୁଥିଲେ।

କୁମ୍ଭ ରାଶି: ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଶୁଭ ରହିବ।ଆଗକୁ ଚାଲି ଆପଣଙ୍କୁ ଅଧିକ ଲାଭ ତଥା ସଫଳତା ମିଳିବ।ଆପଣଙ୍କୁ ଜୀବନ ପ୍ରତି ନିଜର ଦୃଷ୍ଟି କୋଣ ବଦଳାଇବା ଆବଶ୍ୟକ ଅଟେ ତଥା ଆପଣ ସଫଳତା ପ୍ରାପ୍ତ କରିପାରିବେ, କାହିଁକିନା ବର୍ତ୍ତମାନ ନକରାତ୍ମକତା ଆପଣଙ୍କୁ ଆଗକୁ ବଢିବାକୁ ଦେଉନାହିଁ।ବ୍ୟବସାୟରେ ଭରପୁର ଲାଭ ହୋଇପାରେ।ଯଦି ହେବ ଶନିଦେବଙ୍କୁ ପୂଜା କରନ୍ତୁ।ସାମାଜିକ ପ୍ରସଙ୍ଗରେ ସାଙ୍ଗମାନଙ୍କ ସହ ଆଜି ଆପଣଙ୍କ ସମୟ ଆନନ୍ଦ ପୂର୍ବକ ରହିବ।

ମିନ ରାଶି: ଗଣେଶ ଭଗବାନ କୁହନ୍ତି ଯେ ଆଜି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ଛୋଟ ଛୋଟ ଅସୁବିଧା ଆପଣଙ୍କ ମନକୁ ବିଚଳିତ କରିବ।ନିଜ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦ୍ଵାରା ଆପଣଂକୁ ସଫଳତା ହାସଲ କରିବାରେ ସହାଜ ହେବ।ଏଥିପାଇଁ ଆବଶ୍ୟକ ଯେ ଆପଣ କାର୍ଯ୍ୟ ସ୍ଥଳରେ କୌଣସି ପ୍ରକାରର ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.