୧୧ ଜୁନ ମଙ୍ଗଳବାର ୨୦୧୯ ରାଶିଫଳ : ହନୁମାନଙ୍କ କୃପାରୁ ବଦଳିବ ଏହି ୫ଟି ରାଶିର ଭାଗ୍ୟ

ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି ! ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ ! ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ ! ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ ! ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ !

ମେଷ ରାଶି :ଆପଣଙ୍କ ବାପା ଆପଣଙ୍କୁ ଧନସମ୍ପତି ରୁ ଅଲଗା କରିଦେବେ କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ। ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ ଏବଂ ଆବଶ୍ୟକତା ଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ।ଆପଣଙ୍କ ଆଖପାଖ ଲୋକ ଆପଣଙ୍କୁ ଆଜି କଷ୍ଟ ଦେଇ ପାରନ୍ତି।ଆଜି ଆପଣ କାହାର ହୃଦୟ ଭାଙ୍ଗିବାରୁ ତାଙ୍କୁ ରକ୍ଷା କରିପାରିବେ।ଆଜିର ଦିନ ଆପଣଙ୍କୁ କଷ୍ଟ ଦେଇପାରିବ କିନ୍ତୁ ଆପଣ ଧୀର ଏବଂ ଶାନ୍ତ ମନରେ ସବୁ କାର୍ଯ୍ୟରେ ବିଜୟ ହାସଲ କରି ପାରବେ।ଜୀବନ ସାଥୀଙ୍କ ଠାରୁ ଜାହାଯ୍ୟ ନ ପାଇବା ଦ୍ୱାରା ଆଜି ଆପଣ ନିରାଶ ରହିବେ।

ଵୃଷ ରାଶି : ସକରାତ୍ମକ ବିଚାର ବିଷୟରେ ହିଁ ଭବନ୍ତୁ।କିଛି କିଣିବା ପୂର୍ବରୁ ସେହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁ ଜିନିଷ ଆଗରୁ ଆପଣଙ୍କ ପାଖରେ ଅଛି।ଛୋଟ ପିଲାମାନେ ଆଜି ଆପଣଙ୍କୁ ଵ୍ୟସ୍ତରେ ରଖିବେ ଏବଂ ଆପଣଙ୍କୁ ଖୁସି ପାଇବେ।ଭଲପାଇବା ମାମଲାରେ ସତର୍କ ରୁହନ୍ତୁ।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତା ଭାବରେ ଶୁଣିବେ।ଆଜି ଆପଣଙ୍କୁ ଉପହାର ମିଳିପାରେ।ବୈବାହିକ ଜୀବନରେ ମଧ୍ୟ କିଛି ସାଇଡ ଇଫେକ୍ଟ ଥାଏ,ତାହା ଆଜି ଆପଣଙ୍କୁ ସାମ୍ନା କରିବାକୁ ପଡିବ।

ମିଥୁନ ରାଶି : ଚିନ୍ତାର ବିଚାର ଆଜି ଆପଣଙ୍କ ଖୁସିର ଦିନକୁ ନଷ୍ଟ କରିପାରେ।ନିଜକୁ ସବୁବେଳେ ଭଲ ପରିମାଣରେ ପାଇବାକୁ ପ୍ରୋତ୍ସାହନ କରନ୍ତୁ ,ଏବଂ ଖରାପ ଅବସ୍ଥାରେ ମଧ୍ୟ କିଛି ନା କିଛି ଭଲ ଦେଖିବାକୁ ଚେଷ୍ଟା କରନ୍ତୁ।ଆପଣ ଅନ୍ୟ ଉପରେ କିଛି ଅଧିକ ଖର୍ଚ୍ଚ କରିପାରନ୍ତି।ପିଲାଙ୍କ ସହ ସମୟ କାଟିବେ।ଆଜି ଆପଣ ଆପଣଙ୍କ ପ୍ରିୟଙ୍କୁ ବହୁତ ମନେ ପକେଇବେ।ସହକର୍ମୀଙ୍କ ଠାରୁ ଆଶା ଅନୁଯାୟୀ ସାହାଯ୍ୟ ମିଳିବ ନାହିଁ କିନ୍ତୁ ଧର୍ଯ୍ୟ ହରାନ୍ତୁ ନାହିଁ।ଯଦି ଆଜି ଆପଣ ଲାଭ ପାଇବାକୁ ଚାହାଁନ୍ତି ତାହାହେଲେ ଅନ୍ୟର କଥାକୁ ଧ୍ୟାନରେ ଶୁଣନ୍ତୁ।ଆଜି ଆପଣଙ୍କ ବୈବାହିକ ଜୀବନରେ ଆପଣ କଷ୍ଟ ପଇବେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ଠିକ ହୋଇ ଯିବ।

କର୍କଟରାଶି: ଭଲ ଜିନିଷକୁ ଗ୍ରହଣ କରନ୍ତୁ । ପ୍ରାପ୍ତ ହୋଇଥିବା ଧନ ଆପଣଙ୍କ ଇଚ୍ଛା ଅନୁଯାୟୀ ହୋଇ ନ ଥିବ।ଆପଣଙ୍କ ଉପଯୋଗୀତା ଶକ୍ତିକୁ ସକରାତ୍ମକ ଭାବନା ଏବଂ କଥାବାର୍ତ୍ତା ସାହାଯ୍ୟରେ ବିକଶିତ କରନ୍ତୁ,ଯାହା ଦ୍ୱାରା ଆପଣଙ୍କ ପରିବାର ଲୋକଙ୍କୁ ଲାଭ ହେବ। ସଜ ଫୁଲ ପରି ଆପଣଙ୍କ ଭଲପାଇବାକୁ ମଧ୍ୟ ସଜ ରଖନ୍ତୁ।କାମକୁ ମନୋରଂଜ ସହ ମିଶାନ୍ତୁ ନାହିଁ।ଆଜି ଆପଣଙ୍କ ଦିନ କଷ୍ଟଭରା ରହିବ।ଆଜି ଆପଣ ଆପଣଙ୍କ ଜୀବନସାଥୀଙ୍କ ସହ ମିଶି ଭଲପାଇବାକୁ ଅନୁଭବ କରିବେ।

ସିଂହ ରାଶି: ଆଉଟ ଡୋର ଖେଳ ଆପଣଙ୍କୁ ଆକର୍ଷିତ କରିବ,ଧ୍ୟାନ ଏବଂ ଯୋଗ ଆପଣଙ୍କୁ ଲାଭ ଦେବ।ରହିଯାଇଥିବା ଧନ ମିଳିବ,ଏବଂ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଆଜି ଆପଣ ଆପଣଙ୍କ ଘରେ କିଂମ୍ବା ଆଖ ପାଖରେ କିଛି ବଡ ପରିବର୍ତ୍ତନ ଆଣିବେ। ଏବଂ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଆପଣ ଯେଉଁ କାମ କରୁଛନ୍ତି ତାହା ଅଧରେ ଅଟକି ଯିବ।ନିଜକଥା ବାର୍ତାରେ ସନ୍ତୁଳତା ରଖନ୍ତୁ।ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କ ଶରୀରକୁ ନେଇ ବ୍ୟସ୍ତ ହୋଇପଡିବେ।

କନ୍ୟା ରାଶି: ଆଜି ଆପଣଙ୍କ ପିଲାଙ୍କ ପଦର୍ଶନ ଆପଣଙ୍କୁ ଖୁସି ଦେବ।ଯେଉଁମାନେ ଉଦ୍ଧାର ପାଇଁ ଆପଣଙ୍କ ପାଖକୁ ଆସିବେ ସେମାନଙ୍କୁ ଅଣଦେଖା କରିବା ହିଁ ଆପଣଙ୍କ ପାଇଁ ଭଲ। ଆଜି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହ ସମୟ ବିତାଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ।ଆଜି ଆପଣ ଆପଣଙ୍କ ହୃଦୟର କଥା ପ୍ରକାଶିତ କରନ୍ତୁ ନାହିଁ,କାହିଁକି ନା ଏହା ଆଜି ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।ଦେହ ମନ ଭଲ ରହିବ ନାହିଁ।ଆଜି ଯାତ୍ରା ଲାଭ ଦାୟକ ହେବ।ଆପଣଙ୍କ ଜୀବନର କୌଣସି କାମ ପାଇଁ ଆପଣ ଚିନ୍ତାଗ୍ରସ୍ତ ରହିବେ,କିନ୍ତୁ ପରେ ଆପଣ ଅନୁଭବ କରିବେ ଯେ ଯାହା ହେଲା ଭଲ ହେଲା ବୋଲି।

ତୁଳାରାଶି: ନିଜ କଷ୍ଟକୁ ଦୂର କରିବା ପାଇଁ ଆପଣ ଆପଣଙ୍କ ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ।ନିଜ ଭାବନାକୁ କୁହନ୍ତୁ ଏବଂ ଲୁଚାନ୍ତୁ ନାହିଁ। ନିଜ କଥାକୁ ଅନ୍ୟ ଦ୍ଵାରା ବାଣ୍ଟିବା ଦ୍ୱାରା ଆପଣଙ୍କୁ ଲାଭ ମିଳିପାରେ।ଆପଣ ବୁଲା ବୁଲି ଏବଂ ପଇସା ଖର୍ଚ୍ଚ କରିବାର ମୁଡ଼ ରେ ଥିବେ ଏହା କରିବା ଦ୍ୱାରା ପରେ ଆପଣ ବହୁତ ପସ୍ତେଇବେ।ପିଲାମାନେ ଆଜି ଆପଣଙ୍କୁ ଖୁସି ଦେବେ।ଆପଣଙ୍କ ପ୍ରିୟ ଆଜି ଆପଣଙ୍କ ଠାରୁ ପ୍ରତିଜ୍ଞା ଚାହାନ୍ତି।ସାଙ୍ଗ ମାନଙ୍କ ସାହାଯ୍ୟ ମିଳିବ।ଖରାପ ଲୋକଙ୍କ ଠାରୁ ଦୂରେଇ ରୁହଁନ୍ତୁ।ଆଜି ଆପଣ କିଛି ପୁରୁଣା ସ୍ମୃତିକୁ ମନେ ପକେଇ ବହୁତ ଖୁସି ହେବେ।

ବିଛା ରାଶି:ଆଜି ଆପଣ ସାଙ୍ଗମାନଙ୍କ ସହ ମତଭେଦ କରିପାରନ୍ତି।ଆପଣ କଷ୍ଟରୁ ବଂଚିବା ପାଇଁ ଆପଣଙ୍କ କଥାକୁ ନିୟତ୍ରଣରେ ରଖନ୍ତୁ।ସାଙ୍ଗ ମାନଙ୍କ ସହ ବାହାରକୁ ଯାଇ ଖୁସର କିଛି ସମୟ ବିତାନ୍ତୁ।ସମ୍ଭବ ଯେ ସାଙ୍ଗମାନେ ଆପଣଙ୍କୁ ଭୁଲ ରାସ୍ତା ଦେଖେଇବେ।କିଛି ଲୋକଙ୍କୁ ବ୍ୟାପାରିକ ଲାଭ ମିଳିବ।ଯାତ୍ରା ପାଇଁ ଆଜିର ଦିନ ଭଲ ନାହିଁ।ଜୀବନସାଥୀଙ୍କ କଥାକୁ ଗଭୀରତରେ ନ ନେଇ ବିବାଦରେ ପଡି ପାରିବେ।

ଧନୁ ରାଶି: ସନ୍ତୁଷ୍ଟ ଜୀବନ ପାଇଁ ଆପଣଙ୍କ ମାନସିକ ଦୃଢତାରେ ବୃଦ୍ଧି କରନ୍ତୁ।ପାରମ୍ପରିକ ଅବସ୍ଥାରେ ନିବେଶ କରନ୍ତୁ। ଆଜି ଆପଣ ଘରର ଜିନିଷପତ୍ର କିଛି କିଣି ପାରିବେ।ଆଜି ଆପଣଙ୍କୁ ଆପଣଙ୍କ ପ୍ରିୟଙ୍କ ଠାରୁ ଦୂରରେ ରହିବା ଦୁଃଖ ଦେବ।ଯେତେ ପର୍ଯ୍ୟନ୍ତ ଆପଣ ଭାବି ନାହାନ୍ତି ଯେ ସବୁ କାମ ପୁରା ହୋଇନାହିଁ କାଗଜପତ୍ର ଆପଣଙ୍କ ବରିସ୍ତଙ୍କୁ ଦିଅନ୍ତୁ ନାହିଁ।ଅନ୍ୟଙ୍କୁ ଏହା କୁହନ୍ତୁ ନାହିଁ ଯେ ଆଜି ଆପଣ କିପରି ଅନୁଭବ କରୁଛନ୍ତି।ଜୀବନ ସାଥୀଙ୍କ ସହ ଆଜିର ଦିନ ଆରାମଦାୟକ ହେବ।

ମକର ରାଶି:ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।ଆର୍ଥିକ ଅବସ୍ଥା ଚାଲୁଥିବା ସମୟରେ ଆପଣଙ୍କୁ ବାଦ ବିବାଦର ସାମ୍ନା କରୁବାକୁ ପଡିପାରେ।ଏମିତି ଲୋକ ମାନଙ୍କୁ ନା କହିବା ପାଇଁ ପ୍ରସ୍ତୁତ ରୁହନ୍ତୁ ଯେଉଁ ମାନେ ଆପଣଙ୍କ ଠାରୁ ଆବଶ୍ୟକତା ଠାରୁ ଅଧିକ ଆଶା ରଖିଥାନ୍ତି।ଆଜିର ଦିନ ହସ ଖୁସିରେ ଭରିରହିବ।ଆପଣଙ୍କ ଭଲ ପାଇବାରେ ଆଜି ରଙ୍ଗ ଭରିଯିବ।ଏମିତି ଲୋକଙ୍କ ସହିତ ଜଡିତ ହୋଇ ରୁହନ୍ତୁ ଯେଉଁ ମାନେ ଆପଣଂକୁ ଭବିଷ୍ୟତରେ ସାହାଯ୍ୟ କରନ୍ତୁ।ଆଜିର ଦିନ ଆପଙ୍କ ଜୋଯନାରେ ପରିବର୍ତ୍ତନ ଆଣିପାରେ।ବାହାଘର ପରେ ବୈବାହିକ ଜୀବନରେ ଭଲ ପାଇବା ଶୁଣିବାରେ କଷ୍ଟ ଲାଗେ କିନ୍ତୁ ଆଜି ଆପଣ ଅନୁଭବ କରିବେ କି ଏହା ସମ୍ଭବ ଅଟେ।

କୁମ୍ଭ ରାଶି: ବେକାର ଚିନ୍ତା ଧାରାରେ ଆପଣଙ୍କ ଶକ୍ତିକୁ ନଷ୍ଟ କରନ୍ତୁ ନାହିଁ ,ଏହାକୁ ଠିକ ଦିଗରେ ଲଗାନ୍ତୁ।ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାର ର ସାହାଯ୍ୟ ନିୟନ୍ତୁ।ନିଜ ଜୀବନ ସାଥୀଙ୍କ ସହ ନିଜ ଗୋପନୀୟ କଥାକୁ ବାଣ୍ଟିବା ପୂର୍ବରୁ ଭାବନ୍ତୁ।ଯଦି ସମ୍ଭବ ଏହି କଥାରୁ ବଞ୍ଚନ୍ତୁ କାହିଁକିନା ଏହି କଥା ବାହାରେ ପ୍ରଚାର ହେବାର ସମ୍ଭାବନା ଅଛି।ଆପଣଙ୍କର ଦାମି ଉପହାର ମଧ୍ୟ ଆପଣଙ୍କ ପ୍ରିୟଙ୍କ ମୁହଁରେ ହସ ଆଣିପାରିବ ନାହିଁ କାହିଁକିନା ସେ ଏହା ଦ୍ଵାରା କେବେ ମଧ୍ୟ ପ୍ରଭାବିତ ହେବେ ନାହିଁ।ବ୍ୟବସାୟିକ କ୍ଷେତ୍ରରେ ସୁଦ୍ଧାର ଆସିବ।ଆଜିର ଦିନ ଆପଣଙ୍କ ଜୋଯନାର ଶେଷ ଅବସ୍ଥାରେ ପରିବର୍ତନ ଆଣିପାରେ।ବୈବାହିକ ଜୀବନର ଦୁଖମୟ ରହିବ।

ମିନ ରାଶି:ଆଜିର ଦିନ ରେ ନିଜ କାମ କୁ ଅଲଗା ରଖି ଟିକେ ଆରାମ କରନ୍ତୁ ଏବଂ ଯାହା ଇଚ୍ଛା ସେହି କାମ କରନ୍ତୁ।କ୍ଷତିରୁ ବଂଚିବା ପାଇଁ ଠିକ ଲୋକଙ୍କର ଠିକ ମତ ନେବାପାଇଁ ପଛ ଘୁଞ୍ଚା ଦୀୟନ୍ତୁ ନାହିଁ।ଦିନର ଦ୍ୱିତୀୟ ଭାଗରେ ଆପଣ ଆରାମ କରିବେ ଏବଂ ପରିବାର ଲୋକଙ୍କ ସହ ସମୟ ବିତେଇବାକୁ ପସନ୍ଦ କରିବେ।ଆଜି ହିଁ ବହୁତ ଦିନରୁ ଚାଲିଆସୁଥିବା ଝଗଡାକୁ ସମାଧାନ କରନ୍ତୁ ନହେଲେ ବହୁତ ଡେରି ହୋଇଯିବ।ଏମିତି କାମ ହାତକୁ ନିୟନ୍ତୁ ଯାହା ରଚନାତ୍ମକ ପ୍ରକୃତିର ହୋଇଥିବ।ଆଜି ଆପଣଙ୍କ ଚିନ୍ତାଧାରାରେ ପରିପୂର୍ଣ ରହିବେ ଏବଂ ଆପଣ ଯୋଉ କାମକୁ କରିବା ପାଇଁ ଚାହିଁବେ ତାହା ଆଜି ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ଲାଭ ଦେବ।ଆପଣଙ୍କ ଜୀବନ ସାଥୀଙ୍କ ସୁସ୍ତି ଆପଣଙ୍କ ବହୁତ ଗୁଡିଏ କାମକୁ ନଷ୍ଟ କରିଦେବ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.