25 ବର୍ଷୀୟ ଅଭିନେତ୍ରୀ ସଲମାନ ଖାଁ ଙ୍କୁ ବିବାହ କରିବାକୁ ଚାହାନ୍ତି, ନାମ ଜାଣିଲେ ଆଶ୍ଚର୍ୟ୍ଯ ହୋଇ ଯିବେ

ସମାଚାର

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ପୁଣି ଥରେ ଆମର ଏହି ପୃଷ୍ଠାକୁ ସ୍ୱାଗତ । ସାଙ୍ଗମାନେ ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କ ପାଇଁ ବଲିଉଡ ଜଗତର ଏକ ବଢିଆ ଖବର ନେଇ ଆସିଛୁ । ତେବେ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ସିଧା ଖବରକୁ ଯିବା ଚାଲନ୍ତୁ

ସାଙ୍ଗମାନେ, ସଲମାନ ଖାଁ ଜଣେ ଭାରତୀୟ ଅଭିନେତା , ନିର୍ମାତା ତଥା ସାମୟିକ ଗାୟକ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ମଧ୍ୟ ଅଟନ୍ତି । ଦୀର୍ଘ30 ବର୍ଷର ଫିଲ୍ମ କ୍ୟାରିଅର ରେ ତାଙ୍କୁ ବହୁତ ଗୁଡିଏ ପୁରସ୍କାର ମିଳିଛି , ସେଥି ମଧ୍ୟରୁ ଗୋଟେ ଫିଲ୍ମ ନିର୍ମାତା ଭାବରେ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ଓ ଅଭିନୟ ପାଇଁ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ସାମିଲ ଅଛି ।

ଆଜି ଆମେ ବଲିଉଡର ଜଣେ 25 ବର୍ଷୀୟ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ସଲମାନ ଖାଁ ଙ୍କୁ ବିବାହ କରିବାକୁ ଚାହାନ୍ତି । ସେ ଅଭିନେତ୍ରୀ ଙ୍କର ନାଁ ହେଲା ଉର୍ବଶୀ ରୌତେଲା ଅଟେ। ଉର୍ବଶୀ ରୌତେଲା ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଅଟନ୍ତି ଯିଏକି ଭାରତୀୟ ଫିଲ୍ମରେ ଅଭିନୟ କରନ୍ତି । ଉର୍ବଶୀ ରୌତେଲା ଙ୍କୁ 2015 ରେ ମିସ ଡିଭା ର ତାଜ ପିନ୍ଧି ଥିଲେ , ମିସ ୟୁନିଭର୍ସ 2015 ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଥିଲେ । ସେ ସିଂହ ସାହେବ ଦି ଗ୍ରେଟରେ ନିଜର ବଲିଉଡ ଡେଭିୟୁ କରି ଥିଲେ ଆଉ ତପରେ ସୋନମ ରେ , ଗ୍ରେଟ ଗ୍ରାଣ୍ଡ ମସ୍ତି ଓ ହଟ ଷ୍ଟୋରି 4 ରେ ଦେଖା ଯାଇ ଥିଲେ ।

ଉର୍ବଶୀ ରୌତେଲା ଗୋଟେ ସାକ୍ଷାତକାରରେ ସାମ୍ବାଦିକ ମାନଙ୍କୁ କହି ଥିଲେ ଯେ ସେ ସଲମାନ ଖାଁ ଙ୍କର ବହୁତ ବଡ଼ ପ୍ରଶଂସକ ଅଟନ୍ତି । ଏତିକି ନୁହେଁ , ଉର୍ବଶୀ ରୌତେଲା ଏହା ବି କହିଛନ୍ତି ଯେ ସେ ସଲମାନ ଖାଁ ଙ୍କୁ ବହୁତ ପସନ୍ଦ କରନ୍ତି । ଉର୍ବଶୀ ରୌତେଲା ଙ୍କ କହିବା ଅନୁସାରେ, ସଲମାନ ଖାଁ ଜଣେ ଏମିତି ଅଭିନେତା ଅଟନ୍ତି ଯିଏକି ନିଜ ଦମରେ ହିଁ ନିଜର ଫିଲ୍ମ ହିଟ କରି ଥାନ୍ତି । ଏମିତିରେ ପ୍ରତ୍ୟେକ ଝିଅ ସଲମାନ ଖାଁ ଙ୍କୁ ବିବାହ କରିବା ପାଇଁ ଚାହିଁବେ । ଉର୍ବଶୀ ରୌତେଲା ବି ସଲମାନ ଖାଁ ଙ୍କୁ ବିବାହ କରିବାର ଇଚ୍ଛା ଜାଗ୍ରତ କରି ଥିଲେ । ଆପଣଙ୍କୁ ଜଣେଇ ଦେଉଛୁ ଯେ ଉର୍ବଶୀ ରୌତେଲା ଏବେ ମାତ୍ର 25 ବର୍ଷର ଅଟନ୍ତି । ଏତେ କମ୍ ବୟସରେ ବି ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.