ଝିଅ ମାନଙ୍କର ଏହି ସଂକେତ ସବୁରୁ ଜାଣନ୍ତୁ , ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ନା ଧୋକା ଦେଉଛନ୍ତି

ଜୀବନଚର୍ଯ୍ୟା

ଝିଅମାନେ ଯାହାକୁ ପ୍ରେମ କରି ଥାନ୍ତି ତାହା ସଚ୍ଚା ପ୍ରେମ କି ଏମିତି ଟାଇମ ପାସ କରୁଛନ୍ତି କିମ୍ବା ଆପଣଙ୍କୁ ଧୋକା ଦେଉଛନ୍ତି ତାହା ତାଙ୍କର କିଛି ଚାଲି ଚଳଣ ହାଵ ଭାବରୁ ଜଣା ପଡି ଯାଏ । କିନ୍ତୁ କିଛି ପୁରୁଷ ତାଙ୍କର ସେଇ ସଂକେତକୁ ବୁଝି ପାରି ନ ଥାନ୍ତି ତେଣୁ ଚିନ୍ତାରେ ଥାନ୍ତି କିନ୍ତୁ ଆଜି ଆମେ କିଛି କଥା କହିବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଆପଣ ଝିଅ ମାନଙ୍କର ସଂକେତ ଦ୍ୱାରା ତାଙ୍କର ସବୁ ଇସାରା ବିଷୟରେ ଜାଣି ପାରିବେ ।

1) ଯେବେ ଆପଣଙ୍କୁ କେହି ଝିଅ ଇଂପ୍ରେସ କରିବାକୁ ଚେଷ୍ଟା କରନ୍ତି:-
ଯେ କେହି ଝିଅ ହେଉ ସେ ଆପଣଙ୍କୁ ପ୍ରେମ କରନ୍ତି ତୋ ଆପଣଙ୍କୁ ଇଂପ୍ରେସ କରିବାର ଚେଷ୍ଟା ନିହାତି କରିବେ ସେ ଆପଣଙ୍କର ଖାଇବାର ଜିନିଷ ବହୁତ ଧ୍ୟାନରେ ଶିଖିବା ପାଇଁ ଚେଷ୍ଟା କରିବେ ଆଉ ଯଦି ସେ କେବଳ ତୁମର ବନ୍ଧୁ ହୋଇ ଥିବ ତେବେ ତାଙ୍କର ଏତେ ରୁଚି ରହିବ ନାହିଁ ଏହି ଅନ୍ତରକୁ ଚିହ୍ନିବା ପାଇଁ ଚେଷ୍ଟା କରିବେ ।

2) ଆପଣଙ୍କ କଥା ଉପରେ ଅଧିକ ଧ୍ୟାନ ଦେଉ ଥିବ:-
ଯଦି କେହି ବ୍ୟକ୍ତି ଆପଣଙ୍କର ସମସ୍ତ କହୁଥିବା କଥାକୁ ବହୁତ ଧ୍ୟାନର ସହିତ ଶୁଣୁ ଥିବ କିମ୍ବା ଆପଣଙ୍କର କେତେକ କଥାକୁ ମନେ ରଖୁ ଥିବେ କିମ୍ବା ଆପଣଙ୍କୁ ବହୁତ ଟକଟକି ଲଗେଇ ଚାହିଁ ରହୁ ଥିବେ ତେବେ ଏହାର ମାନେ କି ସେ ଆପଣଙ୍କ ଉପରେ ବହୁତ ଧ୍ୟାନ ଦେଉଛନ୍ତି । ଆମେ ସବୁଠାରୁ ଅଧିକ ଧ୍ୟାନ ତା ଉପରେ ଦେଇ ଥାଉ ଯାହାକୁ ଆମେ ଭଲ ପାଇ ଥାଉ । ତେଣୁ ସେ ଝିଅଟି ନିଶ୍ଚିତ ଭାବରେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।

3) ବୋଡି ଲାଙ୍ଗୁଏଜରୁ ଜାଣନ୍ତୁ:-

କେହି ଯଦି ଆପଣଙ୍କୁ ପ୍ଲାଟ କରୁଅଛି ତେବେ ତାର ବୋଡି ଲାଙ୍ଗୁଏଜରୁ ଆପଣ ବହୁତ ସହଜରେ ଜାଣି ପାରିବେ । ବିଶେଷଜ୍ଞଙ୍କର ଅନୁସାରେ , ଆମେ ସେ ଲୋକ ମାନଙ୍କ ସହିତ ଅଲଗା ବ୍ୟବହାର କରି ଥାଉ , ଯାହାକୁ କି ଆମେ ବାସ୍ତବରେ ପସନ୍ଦ କରି ଥାଉ , ଖାସ କରି ତାଙ୍କ ତୁଳନାରେ ଯେଉଁମାନେ କେବଳ ଆମର ସାଙ୍ଗ ଅଟନ୍ତି । ଉଦାହରଣ ସ୍ୱରୂପ ଯେବେ କେହି ଝିଅ କଥା ହେଉ ଥିବା ସମୟରେ ଆପଣଙ୍କର ପାଖା ପାଖି ଆସି ଯାଉ ଥିବ କିମ୍ବା ଅଜାଣତରେ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁ ଥିବ , ଆଉ ଆପଣଙ୍କର ଛୁଇଁବା ଦ୍ୱାରା ତାର ଯଦି କିଛି ସମସ୍ୟା ହେଉ ନ ଥିବ ତେବେ ଏହାର ମାନେ କି ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ଏହା ଏକ ଭଲ ସଂକେତ ଅଟେ ।

4) ଆପଣଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁ ଥିବ:-

ଯଦି ସେ ଆପଣଙ୍କର ବିତି ଯାଇ ଥିବା ଜୀବନ , ପସନ୍ଦ ଓ ନା ପସନ୍ଦ ବିଷୟରେ ପ୍ରଶ୍ନ ପଚାରିବାର ଚେଷ୍ଟା କରୁ ଥାଏ , ତେବେ ଏମିତି ସମ୍ଭାବନା ଅଛି କି ସେ ଆପଣଙ୍କର ବନ୍ଧୁ ଠାରୁ ଅଧିକ କିଛି ହେବାକୁ ଚାହୁଁଛି । ଯଦି ତାଙ୍କର ସମ୍ପର୍କ କୌଣସି ବ୍ୟକ୍ତିଗତ ହୋଇ ଥିବ ଆଉ ସେ ଏବେବି ଆପଣଙ୍କ ବିଷୟରେ ପଚାରୁ ଥିବେ ତେବେ ନିଶ୍ଚିତ ରୂପରେ ତାଙ୍କର ଆପଣଙ୍କ ଉପରେ ରୁଚି ଅଛି ।

Leave a Reply

Your email address will not be published. Required fields are marked *