ପ୍ରଥମ ଫିଲ୍ମ ପାଇଁ ଏହି ଅଭିନେତ୍ରୀ ଙ୍କୁ ମିଳିଥିଲା ଶାରୀରିକ ସମ୍ବନ୍ଧ ରଖିବାକୁ ଅଫର ,ଆଜି ସେ ଫେମସ ଆକଟ୍ରେସ।

ବିଶେଷ

ବନ୍ଧୁମାନେ କାଷ୍ଟିଂ କାଉଚ୍ କୁ ନେଇ ସବୁବେଳେ ବଲିଉଡରେ ଖବର ଶୁଣିବାକୁ ମିଳିଥାଏ ,ଏହି କଥା ଆମେ ଟଲିଉଡ଼ରେ କମ ଶୁଣିବାକୁ ମିଳିଥାଏ।ଏବେ କିଛି ଦିନ ପୂର୍ବରୁ ହଲିଉଡ଼ରେ ମଧ୍ୟ କାଷ୍ଟିଂ କାଉଚ୍ କୁ ନେଇ ଦୁଇଟି କମ୍ପ୍ଲେନ ଶୁଣିବାକୁ ମିଳୁଛି।ସେଥିପାଇଁ ଆଜିଆମେ ଟଲିଉଡ଼ର ଏପରି ଜଣେ ଅଭିନେତ୍ରୀ ଙ୍କର ବିଷୟରେ ଜଣାଇବୁ ଯେକି ସେ କାଷ୍ଟିଂ କାଉଚ୍ ବିଷୟରେ କହିଛନ୍ତି ଯେ କିପରି ତାଙ୍କୁ ଫିଲ୍ମ ପାଇବା ପାଇଁ ଶାରିରୀକ ସମ୍ବନ୍ଧ ରଖିବାକୁ ଅଫର। ଆସିଥିଲା ।

ଯେଉଁ ଆକଟ୍ରେସ ଙ୍କର କଥା ଆମେ କହୁଛୁ ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ସାଉଥ ର ଆକଟ୍ରେସ ସୃତି ହରିହରନ ।ସେ ଏବେ ଏବେ ଏହିକଥା କହିଛନ୍ତି।ସୃତି କହିଲେ ଯେ ସେ ତାଙ୍କର ପଢ଼ା ସାରିବା ପରେ , ଫିଲ୍ମ ରେ କାମ କରିବାକୁ ଇଚ୍ଛା କଲେ।ସେଥିପାଇଁ ସେ ସର୍ବପ୍ରଥମେ କୋରିଓଗ୍ରାଫର ଭାବରେ କାମ କଲେ।

କିଛି ସମୟ ସେ ପାର୍ଟ ଟାଇମ ବ୍ୟାକଟାଇମ ଡ୍ୟାନ୍ସର ଭାବରେ ମଧ୍ୟ କାମ କଲେ ।ଏବଂ ଏହାଦ୍ବାରା ସୃତି ଙ୍କୁ ଫିଲ୍ମ ରେ କାମ କରିବାକୁ ମୌକା ମିଳିଲା ।ଏବଂ ସେ ଜଣେ Producer ଙ୍କୁ ଦେଖା କରିବାକୁ ଗଲେ ।ସେଠାରେ Producer କହିଲେ ଯଦି ତମେ ଫିଲ୍ମ ରେ କାମ କରିବାକୁ ଚଂହୁଛ ତେବେ ମୋର ଗୋଟିଏ ସର୍ତ୍ତ ମାନିବାକୁ ପଡିବ। ସର୍ତ୍ତ ହେଉଛି producer ଙ୍କ ସହିତ ସ୍ମୃତି ଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ପଡିବ।

ସେତେବେଳେ ସୃତିଙ୍କୁ କେବଳ 18 ବର୍ଷ ଥିବା ସେ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେଠାରୁ ସେ କିଛି ନ କହି ଚାଲିଗଲେ ।ଯେତେବେଳେ ସୃତି ଏହିସବୁ କଥା ତାଙ୍କ କୋରିଓଗ୍ରାଫର ଙ୍କୁ ଜଣାଇଲେ ସେ ମଧ୍ୟ ସୃତି ଙ୍କୁ ଭୁଲ ଭାବିଲେ ।ଏବଂ ଏହି ଲାଇନ କୁ ଛାଡିବାକୁ କହିଲେ ।

କିନ୍ତୁ ଏହି ଫିଲ୍ମ ରୁ ରିଜେକ୍ଟ ହେବା ପରେ ସୃତି ଙ୍କୁ ମାଲୟଲମ ଫିଲ୍ମ “ସିନେମା କମ୍ପାନୀ ” ରେ କାମ କରିବାକୁ ଅଫର ଆସିଲା।ଏବଂ ସେହି ଫିଲ୍ମ ବହୁତ ହିଟ ହେଲା ସେ ସେହିଦିନ ଠାରୁ ଆଉ ପଛକୁ ବୁଲି ଚାହିଁନାହାନ୍ତି । ଆଜି ସୃତି କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ହିଟ ଆକଟ୍ରେସ ଅଟନ୍ତି।

ଆପଣଂକୁ ଦେଇଥିବା ଏହି ସୂଚନା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାଇପାରିବେ । ଲାଇକ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *