ଫିଲ୍ମରେ କେହି କାହାକୁ ନ ଛୁଇଁ ଏମିତି ସୁଟିଂ ହୋଇ ଥାଏ କିସିଙ୍ଗ ସୀନ, ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବେ

ଭାଇରଲ ଭିଡ଼ିଓ

ଆଧୁନିକ ଯୁଗରେ ଇଣ୍ଟରନେଟ ସବୁଠାରୁ ଶକ୍ତିଶାଳୀ ସ୍ତମ୍ବ ଅଟେ , ଆଉ ଏଥିରେ ଫିଲ୍ମର ଏକ ଅଲଗା ମହତ୍ଵ ରହିଛି ।ବଲିଉଡ ହେଉ ବା ସାଉଥ ଇଣ୍ଡଷ୍ଟ୍ରୀ ସ୍କ୍ରୀପ୍ଟ ର ଡିମାଣ୍ଡ ଅନୁସାରେ କାମ କରିବାକୁ ପଡେ ।ଯଦି ସ୍କ୍ରୀପ୍ଟର ଡିମାଣ୍ଡ ରେ କିସିଙ୍ଗ ସୀନ ଅଛି ତ କଳାକାରଙ୍କୁ ତାହା କରିବାକୁ ପଡି ଥାଏ ।ଯଦି ହିରୋଇନ କୁ ଏଥିରେ ପ୍ରବ୍ଲେମ ଥାଏ ତ , କିସିଙ୍ଗ ସୀନକୁ ଏକ ଅଲଗା ପ୍ରକାରେ ଶୂଟିଙ୍ଗ କରା ଯାଇ ଥାଏ ଯାହାକି ଆଜିକାଲି ବହୁତ ପ୍ରଚଳନ ହେଉଛି ।

ଯେବେ ପର୍ଦା ଆଗରେ କିସିଙ୍ଗ ସୀନ ସୁଟିଙ୍ଗ କରା ଯାଇ ଥାଏ ତେବେ ହିରୋ ହିରୋଇନ ଦୁହେଁ ଦୁହିଁଙ୍କୁ ହାତବି ଲଗେଇ ନ ଥାନ୍ତି ଆଉ କିସିଙ୍ଗ ସୀନ ସୁଟ କରି ନିଆ ଯାଇଥାଏ । ଏଥିପାଇଁ ହିରୋଇନ ପର୍ଦା ରଙ୍ଗର ବେଲୁନ କୁ କିସ କରିଥାଏ ଆଉ ତାପରେ ହିରୋ ମଧ୍ୟ ଏହି ପ୍ରକ୍ରିୟା ଅଲଗା କରି ଥାଏ । ଏହା ପରେ ଦୁହିଁଙ୍କୁ VFX ର ସାହାଯ୍ୟରେ ମିଶେଇ ଦିଆ ଯାଇ ଥାଏ ।

ବଲିଉଡ ଆଉ ସାଉଥ ଇଣ୍ଡଷ୍ଟ୍ରୀ ରେ କିଛି ଏମିତି ହିରୋଇନ ଅଛନ୍ତି ଯେଉଁମାନେ କି କିସିଙ୍ଗ ପାଇଁ ରାଜି ହୋଇ ଯାଆନ୍ତି କିନ୍ତୁ ଆଉ କିଛି ହିରୋଇନ ଏମିତି ଅଛନ୍ତି ଯେଉଁମାନେ କି କିସିଙ୍ଗ ସୀନ ପାଇଁ ରାଜି ହୋଇ ନ ଥାନ୍ତି । ଏଥିପାଇଁ କିସିଙ୍ଗ ସୀନ ପାଇଁ ଏହି ବିଧି ଅବଲମ୍ବନ କରା ଯାଇ ଥାଏ । ଯେବେ ଆମେ ଏହାକୁ ଫିଲ୍ମ ପର୍ଦାରେ ଦେଖି ଥାଉ ଆମକୁ ରିଏଲ ଲାଗି ଥାଏ କିନ୍ତୁ ଅସଲରେ ଏହା ରିଏଲ ହୋଇ ନ ଥାଏ ।

କିଛି କଳାକାର ଏମିତି ଅଛନ୍ତି ଯେଉଁମାନେ କି ଏମିତି ସୀନ ଆଦୌ ପସନ୍ଦ କରି ନ ଥାନ୍ତି । ଏଥିରେ ସଲମାନ ଖାଁ, ଅକ୍ଷୟ କୁମାର ଓ ସୋନାକ୍ଷୀ ସେନହା ଆଦି ଅଛନ୍ତି । ଯେଉଁମାନେ କି ଏମିତି ଡିମାଣ୍ଡ ଥିବା ଫିଲ୍ମରେ କେବେବି ସାଇନ କରି ନ ଥାନ୍ତି

Leave a Reply

Your email address will not be published. Required fields are marked *