ଶାହରୁଖ ଙ୍କ ଝିଅ ସୁହାନା ଙ୍କ ଜୋତା ସମସ୍ତଙ୍କ ଧ୍ୟାନ କୁ ଆକର୍ଷିତ କଲା , ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ..

ବିଶେଷ

ଶାହରୁଖ ଙ୍କ ଝିଅ ସୁହାନା ଙ୍କ ଜୋତା ସମସ୍ତଙ୍କ ଧ୍ୟାନ କୁ ଆକର୍ଷିତ କଲା , ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ..

IPL ୨୦୧୮ ର ଦ୍ୱିତୀୟ ଦିନ, ଦୀନେଶ କାର୍ତିକ ଙ୍କ ଟିମ କୋଲକାତା ନାଇଟ ରାଇଡର ଏବଂ ବିରାଟ କହିଲି ଙ୍କ ରୋୟାଲ ଚାଲେଞ୍ଜର ବେଙ୍ଗଲୋର ଟିମ ଙ୍କ ଭିତରେ ବହୁତ ହିଁ ରୋମାଞ୍ଚକର ମେଚ ଦେଖିବାକୁ ମିଳିଥିଲା ! ଏହି ମେଚ ରେ KKR RCB
କୁ ୪ ଵିକେଟ ରେ ହରାଇଲା !

ଦର୍ଶକ ଙ୍କ ଉତ୍ସାହ ବଢାଇବା ପାଇଁ KKR ଟିମ ର ମାଲିକ ଶାହରୁଖ ଖାନ ନିଜ ଝିଅ ସୁହାନା ସହ ଆସିଥିଲେ !

ଖବର ହିସାବରେ ସୁହାନା ବୋଲିଉଡ଼ ରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି କିନ୍ତୁ ଫିଲ୍ମ ର ଆରମ୍ଭ ପୂର୍ବରୁ ହିଁ ସେ ସୋସିଆଲ ମିଡ଼ିଆ ରେ ସେଲିବ୍ରେଟି ହୋଇ ସାରିଛନ୍ତି ! ଲୋକେ ତାଙ୍କ ଡ୍ରେସିଂ ସେନ୍ସ କୁ ଏବେଠାରୁ ଫୋଲୋ କରିବାକୁ ଲାଗିଲେଣି ! କିନ୍ତୁ ମେଚ ଚାଲିଥିବା ସମୟରେ ଯାହା ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା ତାହା ହେଉଛି ତାଙ୍କ ଜୋତା !

ସୁହାନା ଖାନ ଙ୍କୁ ମେଚ ସମୟରେ Giuseppe Zanotti ର Jennifer Wedge sneakers ରେ ଦେଖିବାକୁ ମିଳିଥିଲା ! ଏହି ଜୋତା ର ସବୁଠାରୁ ଖାସ କଥା ହେଉଛି ଏହାର ମୂଲ୍ୟ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ! ଫେସନ ୱେବସାଇଟ ଅନୁସାରେ ସୁହାନା ଦ୍ୱାରା ପିନ୍ଧା ଯାଇଥିବା ଜୋତା ର ମୂଲ୍ୟ $୯୯୫ ଅଟେ ଯାହାକି ଭାରତୀୟ ପଇସା ରେ ୬୫୦୦୦ ତାଙ୍କ ଅଟେ !

ଏହା ପ୍ରଥମ ଥର ନୁହେ ସୁହାନା ର ବ୍ରାଣ୍ଡେଡ ଜିନିଷ ଙ୍କ ଉପରେ ଇଣ୍ଟେର୍ନେଟ ରେ ଚର୍ଚାର ବିଷୟ ହୋଇଛି ! ଶେଷ ବର୍ଷ ସେ Tangerine Bandage ଡ୍ରେସ ର ମୂଲ୍ୟ ପାଇଁ ଚର୍ଚା ରେ ଆସିଥିଲେ !

Leave a Reply

Your email address will not be published. Required fields are marked *