କାକି ନାବାଳିକା ଝିଆରୀକୁ ଦେହ ବେପାରୀଙ୍କୁ ବିକିଲା, ଗୋଟେ ବର୍ଷ ପରେ ତାଙ୍କ କବ୍ଜାରୁ ବାହାରି ଘରକୁ ଫେରିଲା ପିଡ଼ିତା

ମଧ୍ୟପ୍ରଦେଶର ରୀବା ଜିଲ୍ଲାରେ ସମ୍ପର୍କକୁ କଳଙ୍କିତ କରିଦେବା ଭଳିଆ ଏକ ମାମଲା ସାମ୍ନାକୁ ଆସିଛି , ଯେଉଁଠି କି ସମ୍ପର୍କୀୟ କାକି ନିଜର ନାବାଳିକା ଝିଆରୀକୁ ବନ୍ଧକ ବନେଇ ନାସିକ ନେଇ ବିକି ଦେଲା , ଯାହା ପରେ ଅଭିଯୁକ୍ତ ମାନେ ତା ସହିତ ଜବରଦସ୍ତି ଅବୈଧ୍ୟ ସମ୍ପର୍କ ରଖିଛନ୍ତି। ଆଉ ପିଡ଼ିତା ସେଠାରୁ ଲୁଚି ପଳେଇ ଆସିବାରେ ସକ୍ଷମ ହୋଇଛି । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବତୀ କୁ ନିଜ କବ୍ଜା […]

Continue Reading

ନେଭି ଅଫିସର ଙ୍କର ସ୍ତ୍ରୀକୁ କଲେ ଭିଡ଼ିଓ କଲ ଆଉ ହୋଇ ଗଲେ ଉଲଗ୍ନ, ଜାଣନ୍ତୁ ତାପରେ କଣ ହେଲା

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ରେ ଜଣେ ନେଭି ଅଫିସର ଙ୍କର ସ୍ତ୍ରୀ ସହିତ ଖରାପ ବ୍ୟବହାର କରିବାର ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନେଭି ଅଫିସର ଙ୍କର ସ୍ତ୍ରୀ କୁ ଭିଡ଼ିଓ କଲ କରି ତାଙ୍କ ଆଗରେ ଅଶ୍ଳୀଳ ହରକତ ସବୁ କରିଛି। ସେ ବ୍ୟକ୍ତି ଭିଡ଼ିଓ କଲରେ ସମ୍ପୂର୍ଣ୍ଣ କପଡା ଖୋଲି ଦେଲା। ଏହା ଦେଖି ମହିଳା ଜଣକ ଡରି ଗଲେ ଆଉ ଏହାର ଅଭିଯୋଗ ପୋଲିସ ରେ କରି ଦେଲେ […]

Continue Reading

ସଫ୍ଟୱେର ଇଞ୍ଜିନିୟର ଫାଶୀ ଲଗେଇ ଆତ୍ମହତ୍ୟା କଲେ, ସୁଇସାଇଡ଼ ନୋଟରେ ଲେଖିଲେ- ସ୍ତ୍ରୀ କରୁ ଥିଲା ସନ୍ଦେହ

ନ୍ୟୁ ଅଶୋକ ନଗର ଅଞ୍ଚଳରେ ବିପ୍ରୋ କମ୍ପାନୀ ର ଜଣେ ସଫ୍ଟୱେର ଇଞ୍ଜିନିୟର ଫାଶୀ ଲଗେଇ ଆତ୍ମହତ୍ୟା କରି ନେଲେ ।ମୃତକର ପରିଚୟ ସନିତ କୁମାର (34) ନାମରେ ହୋଇଛି । ପୋଲିସ କୁ ଗୋଟେ ସୁଇସାଇଡ଼ ନୋଟ ମିଳିଛି , ଯେଉଁଥିରେ ସନିତ ଲେଖିଛନ୍ତି ଯେ ତାଙ୍କର ପତ୍ନୀ ତାଙ୍କ ଅଫିସରେ ଜଣେ ମହିଳା କର୍ମଚାରୀ ଙ୍କ ସହିତ ବନ୍ଧୁତା ଯୋଗୁଁ ତାଙ୍କ ଉପରେ ସନ୍ଦେହ କରୁ ଥିଲେ । ସେଥିରେ ବିରକ୍ତ ହୋଇ ସେ […]

Continue Reading

ଯଦି ଆପଣ ବି ଚାହାନ୍ତି ଯେ ଲକ୍ଷ୍ମୀ ନାରାୟଣ ଆପଣଙ୍କର ଘରକୁ ନିଜ ଘର କରନ୍ତୁ , ତେବେ ଶନିର ଗୁରୁକୁ ଏମିତି ପ୍ରସନ୍ନ କରନ୍ତୁ

ସମସ୍ତ ବ୍ୟକ୍ତିଙ୍କର ଜୀବନରେ ଧନ- ଦୌଲତ ର ଆବଶ୍ୟକତା ପଡି ଥାଏ । ଆଜିର ଦିନରେ ବିନା ପଇସାରେ କିଛି ବି କାମ ସମ୍ଭବ ନୁହେଁ । ସିଧା ଭାବରେ କହିବାକୁ ଗଲେ ଆଜିର ଯୁଗ ପଇସାର ଯୁଗ ଅଟେ । ଆଜିର ଦୁନିଆରେ ଲୋକଙ୍କର ସମ୍ମାନ ତାଙ୍କର କର୍ମ ଅନୁସାରେ ନୁହେଁ ବରଂ ତାଙ୍କର ଧନ ସମ୍ପତ୍ତି ଅନୁସାରେ କରା ଯାଇ ଥାଏ। ଯଦି ଆପଣ ଧନୀ ଅଟନ୍ତି ତେବେ ଆପଣଙ୍କୁ ଇଜ୍ଵତ କରିବା ପାଇଁ […]

Continue Reading

‘ମହୀ ‘ କୁ ଜନ୍ମ ଦେବା ମାତ୍ରେ ହିଁ ମା’ର ହେଲା ମୃତ୍ୟୁ, ନିରୀହ ଛୁଆକୁ ମାଝିଷ୍ଟ୍ରେଟ ମା ଓ ଡିଡିଓ ପିତା ଝିଅ ଭାବରେ ଆପଣେଇ ନେଲେ

ଗୁଜୁରାଟ ର ଆଣନ୍ଦ ଜିଲ୍ଲାର ବାସଦ ସିଏଚସି ସେଣ୍ଟରରେ ପିଲାକୁ ଜନ୍ମ ଦେବା ପରେ ମା ର ମୃତ୍ୟୁ ହୋଇ ଗଲା । ଖବର ମିଳିବା ପରେ ଆଣନ୍ଦ ଜିଲ୍ଲାର ବିକାଶ ଅଧିକାରୀ ଅମିତ ପ୍ରକାଶ ଯାଦବ ଆଉ ତାଙ୍କର ସ୍ତ୍ରୀ ଏଡିସନଲ ଚିପ ଜୁଡିସିଆଲ ମାଝୀଷ୍ଟ୍ରେଟ ଚିତ୍ରା ରତନୁ ସେ ପିଲାଟିକୁ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସେ ପିଲାକୁ ମାଝୀଷ୍ଟ୍ରେଟ ମା , ଡିଡିଓ ପିତା ସହିତ ଦେଢ଼ ବର୍ଷର ଭାଇ ଧେୱତ […]

Continue Reading

ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଏହି 7ଟି କାମ କରନ୍ତୁ ନାହିଁ, ନହେଲେ ଜୀବନ ସାରା ପଶ୍ଚାତାପ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି କାମ ସୂର୍ଯ୍ୟାସ୍ତ ପରେ କରିବା ଉଚିତ ନୁହେଁ । ସୂର୍ଯ୍ୟ ଅସ୍ତ ପରେ ଏହି ସବୁ କାମ କରିବା ଦ୍ୱାରା ଅସୁବିଧାରେ ପଡି ଥାଉ । ଏହି ପୋଷ୍ଟ ମାଧ୍ୟମରେ ଆସନ୍ତୁ ଜାଣିବା କେଉଁ ସବୁ କାମ ସୂର୍ଯ୍ୟାସ୍ତ ପରେ କରିବା ବର୍ଜିତ ଅଟେ । ସନ୍ଧ୍ୟାରେ ଝାଡୁ ଲଗେଇବା:- ଶାସ୍ତ୍ର ଅନୁସାରେ କେବେବି ସନ୍ଧ୍ୟାରେ ଝାଡୁ ଲଗେଇବା ଉଚିତ ନୁହେଁ । ସନ୍ଧ୍ୟାରେ ଘରେ ଝାଡୁ ଲଗେଇଲେ ମାତା ଲକ୍ଷ୍ମୀ […]

Continue Reading

ପତଙ୍ଗ ସୂତାରେ କାଟି ତିନି ଦିନରେ 1250 ପକ୍ଷୀ ଆଘାତ, 150 ର ମୃତ୍ୟୁ, 100 ଗମ୍ଭୀର

ରାଜଧାନୀ ରେ ସ୍ୱତନ୍ତ୍ରତା ଦିବସ ଓ ରକ୍ଷା ବନ୍ଧନ ଅବସରରେ ଲୋକମାନେ ଜୋର ସୋର ପତଙ୍ଗ ଉଡେଇଛନ୍ତି । କିନ୍ତୁ ପତଙ୍ଗ ର ମାନଜା ସୂତାରେ ସବୁଠାରୁ ବେଶୀ ପକ୍ଷୀ ମାନଙ୍କର କ୍ଷତି ହୋଇଛି । ତିନି ଦିନ ରେ ପାଖା ପାଖି 1250 ପକ୍ଷୀ ଆଘାତ ହୋଇ ହସ୍ପିଟାଲରେ ପହଂଚିଛନ୍ତି ଆଉ ସେଥି ମଧ୍ୟରୁ 150 ଟିର ମୃତ୍ୟୁ ଘଟିଛି। 100 ରୁ ଅଧିକ ପକ୍ଷୀ ଙ୍କର ଅବସ୍ଥା ଏବେ ଗମ୍ଭୀର ଅଛି । ଏହି […]

Continue Reading

ଝରଣା ପାଖରେ ଘଣ୍ଟାଏ ବସି କାନ୍ଦିଲା ଯୁବତୀ, ଲୋକଙ୍କୁ ଦେଖି ଯୁବତୀ କହୁ ଥିଲା ଡିଆଁ ମାରି ଦେଵ ଆଉ ତାପରେ ଶେଷରେ….

ମଂଡଲା ଜିଲ୍ଲାର ଧାନମଗାଁ ସ୍ଥିତ ଘୁଘୁରା ଝରଣା ପାଖରେ ଯୁବତୀ ଜଣକ ଘଣ୍ଟାଏ ଧରି କାନ୍ଦୁ ଥିଲା । କିନ୍ତୁ ସେ ସେଠାରେ ବସି କାହିଁକି କାନ୍ଦୁ ଥିଲା, ସେ କିଏ ଥିଲା ଏହି ବିଷୟରେ କାହାକୁ ଜଣା ନ ଥିଲା । ଝରଣା ଦେଖିବାକୁ ଆସି ଥିବା ଲୋକେ ଯେତେବେଳେ ତା ପାଖକୁ ଯିବା ପାଇଁ ଚେଷ୍ଟା କରୁ ଥିଲେ ତୋ ଡେଇଁ ପଡିବ ବୋଲି ଧମକ ଦେଉ ଥିଲା । ଡରରେ ତା ପାଖକୁ […]

Continue Reading

ସ୍ୱତନ୍ତ୍ରତା ଦିବସ ଦିନ ମିଳିଲା ବେଷ୍ଟ କନେଷ୍ଟବଳ ର ଆୱାର୍ଡ , ଆଉ ତାପରେ 24 ଘଣ୍ଟା ଭିତରେ ଲାଞ୍ଚ ନେବାବେଳେ ଧରା ପଡିଲେ

ଗାନ୍ଧିଜୀ କହି ଯାଇ ଥିଲେ… ” ଆମ ଧରିତ୍ରୀ , ସମସ୍ତ ଲୋକଙ୍କର ଆବଶ୍ୟକତା କୁ ପୁରା କରିବା ପାଇଁ ଯଥେଷ୍ଟ ଅଟେ , କିନ୍ତୁ ତାଙ୍କର ଲୋଭ ପାଇଁ ନୁହେଁ.. ” ଏହା ଏଥିପାଇଁ କୁହାଯାଇଛି କାରଣ ଲୋଭି ଲୋକଙ୍କ ପାଇଁ ତାଙ୍କର ଲୋଭ ଠାରୁ ବଡ଼ ଆଉ କିଛି ନାହିଁ । ମନୁଷ୍ୟ ଲୋଭରେ ପଡି ସବୁ କିଛି ଭୁଲି ଯାଇ ଥାଏ । ନିଜର ବସ୍ତାଵତାକୁ କୁ ଭୁଲି ଯାଇ ଥାଏ । […]

Continue Reading

୬ ମାସ Bf ସହିତ ଗୁଜୁରାଟରେ ରହିଲେ, ଧରା ପଡିଲା ପରେ ଝିଅ କହିଲା -, ବାପା, ସବୁକିଛି ସରିଗଲା

କାହାକୁ କିଛି ନ କହି ଘର ପଳେଇ ଥିବା ନାବାଳିକା ଝିଅକୁ ଶେଷରେ ପୋଲିସ ଖୋଜି ବାହାର କରିଲା । ମୋବାଇଲ ଦ୍ୱାରା ତାର ବୟଫ୍ରେଣ୍ଡ ର ଲୋକେସନ ମିଳିବା ପରେ ପୋଲିସ ଗୁଜୁରାଟ ରୁ ଧରି ନେଇଛି । ପୋଲିସ ର ଗିରଫ ରେ ଆସିବା ପରେ ଝିଅଟି ତା ସହିତ ହୋଇ ଥିବା ସବୁ ଘୃଣାଦାୟକ ଘଟଣାକୁ କହିଛି ।ଧମତାରି ପୋଲିସ ଅଭିଯୁକ୍ତ ବିରୋଦ୍ଧରେ ଦୁଷ୍କର୍ମ ମାମଲା ଦାଖଲ କରି ତାକୁ ଜେଲ ପଠେଇ […]

Continue Reading