Viral video : କିଛି ଯୁବକ ପ୍ରେମୀ ଯୁଗଳଙ୍କୁ ମାଡ଼ ମାରିବା ସହ ଝିଅଟିର ଫାଇଦା ଉଠେଇବାକୁ ଚେଷ୍ଟା କରୁଥିଲେ ଆଉ ତାପରେ…

ଭାଇରଲ

ଅଲବର ଗ୍ୟାଙ୍ଗ ରେପ ସହ ମିଶୁଥିବା ଏକ ଭିଡିଓ ଭାଇରଲ ହେବାକୁ ଲାଗୁଛି।କିଛି ଯୁବକ ମିଶି ପୁଅ ଝିଅକୁ ଗାଳି ଦେଉଛନ୍ତି।ସେମାନଙ୍କୁ ମାରୁଛନ୍ତି।ଝିଅ ସହ ଖରାପ ବ୍ୟବହାର କରୁଛନ୍ତି।ପାଖା ପାଖି ଅଧା ଦର୍ଜନ ଗୁଣ୍ଡା ଥିଲେ।କେହି ଏଠୁ ଛୁଉଁଥିଲା ତ କେହି ସେଠୁ ଛୁଉଁ ଥିଲା।ପୁଅ ଏବଂ ଝିଅ ତାଙ୍କ ଆଗରେ ଗଡୁଥିଲେ।ଛାଡିବା ପାଇଁ କହୁଥିଲେ।ଦୁହେଁ କାନ୍ଦୁଥିଲେ।କିନ୍ତୁ ଗୁଣ୍ଡା ମାନଙ୍କ ଉପରେ କୌଣସି ପ୍ରଭାବ ପଡୁନଥିଲା।ଯେଉଁ ମାନଙ୍କ ଉପରେ ଅତ୍ୟାଚାର ହେଉଥିଲା,ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ।ଗାଁ ବାହାରକୁ ଆସିଥିଲେ ଦେଖା କରିବାକୁ।ସେହି ସମୟରେ ଗୁଣ୍ଡା ମାନେ ସେମାନଙ୍କୁ ଦେଖିଦେଲେ।ସେମାନଙ୍କ ପାଖକୁ ଯାଇ ପ୍ରଶ୍ନ କରିବାକୁ ଲାଗିଲେ।

ଏହି ଘଟଣା ବିହାରର ବେଗୁସରାୟ ର।ଯାହା ବିରପୁର ଥାନା ର।ଭିଡିଓ ଭାଇରଲ ହେଲା,ପୋଲିସ ପାଖରେ ମଧ୍ୟ ପହଁଚିଲା। ପୋଲିସ ଏକ୍ଟିଭ ହେଲେ।

କଂହେଇୟା କୁମାର ଏହି ଘଟଣା ଏବଂ ଅପରାଧ କରୁଥିବା ଭିଡିଓ କରିବା ପାଇଁ ଫେସବୁକ ରେ ଲେଖିଛନ୍ତି।

ବିହାରରୁ ପ୍ରଥମେ ମଧ୍ୟ ଏହି ପରି ଭିଡିଓ ଆସିଛି।୨୦୧୮ ରେ ମଧ୍ୟ ଏକ ଭଡିଓ ଭାଇରଲ ହୋଇଥିଲା।ଏଥିରେ କିଛି ଲୋକ କ୍ଷେତ ରେ ମିଶି ଏକ ଝିଅ ଓ ପୁଅକୁ ଖରାପ ବ୍ୟବହାର କରିଥିଲେ।ସେ ଦୁଇ ଜଣ ବୋଧେ ଲୁଚି ଦେଖା କରିବାକୁ ଆସିଥିଲେ।ଗୁଣ୍ଡା ମାନେ ସେମାନଙ୍କୁ ଦେଖିଥିଲେ।ଧମକାଇ ଥିଲେ,ପରେ ମାରି ଥିଲେ।

ଝିଅଟିର ଫାଇଦା ନେବା ପାଇଁ ଚେଷ୍ଟା କରିଥିଲେ।ଏପରି ମାମଲାରେ ପୁଅ ଓ ଝିଅ ଏତେ ଡରି ଯାଇଥାନ୍ତି ଯେ ଅଭିଯୋଗ କରିବା ପାଇଁ ସାହସ କରି ପାରନ୍ତି ନାହିଁ।ତାଙ୍କୁ ଡର ଲାଗେ ଯେ ଯାହା ହେଲା ତ ହେଲା।ଆଗକୁ କାହାକୁ କହିଲେ,ତେବେ ଏକା ଦେଖା କରିବା ଏବଂ ଭଲ ପାଇବା ପାଇଁ ମାଡ଼ ଖାଇବେ।ବୋଧେ ତେବେ ଆହୁରି ବଡ଼ ଦଣ୍ଡ ମିଳିବ।ଏହି ଚକ୍କର ରେ ଅପରାଧୀ ମାନଙ୍କ ସାହସ ବଢି ଯାଏ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.