ଶାଶୁ ନିଜ ବିଧବା ବୋହୂର ଦ୍ଵିତୀୟ ବିବାହ କରେଇଲେ, କହିଲେ ମୁଁ ବୋହୁକୁ ବହୁତ ଭଲ ପାଏ, ତାକୁ ଏତେ କମ୍ ବୟସରେ….

ଶାଶୁ ବୋହୁ ଭିତରେ ସବୁବେଳେ ସମ୍ପର୍କରେ ଏକ ବଦନାମ ରହି ଥାଏ କୁହନ୍ତି ଯେ ଏହି ଦୁହିଁଙ୍କ ମଧ୍ୟରେ କେବେ ସମ୍ପର୍କ ମଧୁର ହୋଇ ନ ଥାଏ । କିନ୍ତୁ ପ୍ରକୃତରେ ଏମିତି କିଛି ନାହିଁ । ଏହି ଦୁନିଆରେ କିଛି ଭଲ ଶାଶୁ ବି ଅଛନ୍ତି । ଯିଏକି ସବୁବେଳେ ତାଙ୍କର ବୋହୂର ଭଲ ହିଁ ଚାହିଁ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶାଶୁ ଙ୍କ ସହିତ ସାକ୍ଷାତ କରିବାକୁ ଯାଉଛୁ […]

Continue Reading

ଓଡିଶା : ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରି ବିଚ ରାସ୍ତାରେ ବୁଲେଇଲେ , ଗାଁ ଲୋକ

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଗାଁ ଲୋକମାନେ ପ୍ରେମୀ ଯୁଗଳ ଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ।ଏହି ମାମଲାରେ ପୋଲିସ ୨୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି। ବାରିପଦା(ଓଡ଼ିଶା): ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଗାଁ ଲୋକେ ଦୁଇ ଅଲଗା ଅଲଗା ଜାତି ର ପୁଅ ଝିଅ ଙ୍କ ପ୍ରେମ ସମ୍ପର୍କ ବିରୁଦ୍ଧରେ ସେମାନଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇଥିଲେ।ଏହି ଘଟଣା ତେବେ ପ୍ରକାଶ ପାଇଲା ଯେବେ ରବିବାର କୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, […]

Continue Reading

ଖବର ଏବେ ଏବେ : ଓଡ଼ିଆ ସିନେ ଜଗତରେ ବିଶିଷ୍ଟ ହାସ୍ୟ କଳାକାରଙ୍କ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତି

ଖବର ଏବେ ଏବେ : ଓଡ଼ିଆ ସିନେ ଜଗତରେ ବିଶିଷ୍ଟ ହାସ୍ୟ କଳାକାରଙ୍କ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତି ଓଡିଆ ଫିଲ୍ମ ଜଗତର ଏହି ଜଣାଶୁଣା କମେଡିଆନ ରବିବାର ଅପରାହ୍ନରେ ଏକ ବଡ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କାର ଯୋଗେ କେନ୍ଦୁଝର ଜିଲ୍ଲାର ଘଟଗାଁରୁ ମୟୂରଭଞ୍ଜ ଜିଲ୍ଲାର କରଜିଆଁ ଗସ୍ତ କରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ସଲୀଲ ! ଏହି ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ରହିଛି। […]

Continue Reading

ପୁଲୱାମା ଆକ୍ରମଣ ପରେ ଅକ୍ଷୟ କୁମାର “ଫୋନି ବାତ୍ୟା” କ୍ଷତିଗ୍ରସ୍ତ ଓଡିଶାକୁ ଦାନ କଲେ ଏତିକି କୋଟି ଟଙ୍କା, ସଲାମ ତାଙ୍କୁ ହୃଦୟରୁ ପ୍ରତ୍ୟକ ଓଡ଼ିଆ ସେୟାର କରନ୍ତୁ ..

ଅକ୍ଷୟ କୁମାର ବଲିଉଡର ଏକ ଏମିତି ଅଭିନେତା ଅଟନ୍ତି ଯାହାକୁ କି ସମସ୍ତ ବୟସ୍କବର୍ଗର ଲୋକେ ପସନ୍ଦ କରି ଥାନ୍ତି । ସେ ପ୍ରତି ଥର ନିଜର ଫିଲ୍ମ ଦ୍ୱାରା ଲୋକଙ୍କୁ ଚମକି ଦେଇ ଥାନ୍ତି । ତାଙ୍କର ପ୍ରତିଟି ଫିଲ୍ମର କଂସେପ୍ଟ କିଛି ଅଲଗା ପ୍ରକାରର ହୋଇ ଥାଏ ଆଉ ସେ ସବୁବେଳେ ଏହା ଚେଷ୍ଟା କରି ଥାନ୍ତି ଯେ ଦର୍ଶକ କିଛି ନୂଆ ଦେଖନ୍ତୁ । ଅକ୍ଷୟ ଆଜିକାଲି ସାମାଜିକ ବିଷୟ ବସ୍ତୁ ଉପରେ […]

Continue Reading

ଲଗାତାର ତିନି ଦିନ ଧରି ଖରଗୋନ ଦେଶର ସବୁଠାରୁ ଅଧିକ ଉତ୍ତପ୍ତ ସହର, ତାପମାତ୍ରା ୪୭.୫ ଡିଗ୍ରୀ ପହଁଚିଲା, ଫନି ତୋଫାନ ପାଇଁ ବ୍ରହ୍ମସର ପରୀକ୍ଷଣ ଘୁଞ୍ଚାଇ ଦିଆ ଗଲା

ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ଅଛି । ମଧ୍ୟପ୍ରଦେଶର ଖରଗୋନ ଲଗାତାର ତିନି ଦିନ ଧରି ଦେଶର ସବୁଠାରୁ ଉତ୍ତପ୍ତ ସହର ହେବାର ରେକର୍ଡ କରାଯାଇଛି । ଏଠାରେ ସୋମବାର ଦିନ ପାରା 47.5 ଡିଗ୍ରୀ ପହଁଚି ଯାଇଛି । ଏହାପରେ ଅକୋଲା ର ନମ୍ବର ଅଛି , ସେଠାରେ 47.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ଫନି ତୋଫାନ ପାଇଁ ବାୟୁସେନା ବ୍ରହ୍ମସ ର ପରୀକ୍ଷଣ ରୋକି ଦେଇଛନ୍ତି । […]

Continue Reading

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’ , ଜାରି ହେଲା ଆଡଭାଇଜରୀ

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’ , ଜାରି ହେଲା ଆଡଭାଇଜରୀ ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’। ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଇବା ସହିତ ଏହା ଅତି ଭୀଷଣ ରୂପ ଧାରଣ କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ, ତେବେ ଏହା େମ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ଼ େହବ। ଦକ୍ଷିଣ-ପୂର୍ବ […]

Continue Reading

ଶକ୍ତି ପଦର୍ଶନ କଲେ ଦେବୀ , ନାମାଙ୍କନ ଶୋଭାଯାତ୍ରାରେ ମିଳିଲା ବହୁ ଜନସମର୍ଥ

ଶକ୍ତି ପଦର୍ଶନ କଲେ ଦେବୀ , ନାମାଙ୍କନ ଶୋଭାଯାତ୍ରାରେ ମିଳିଲା ବହୁ ଜନସମର୍ଥ ନରସିଂହପୁର: ଚଳିତ ନିର୍ବାଚନକୁ ନେଇ ବିଜୁ ଜନତା ଦଳର ଟାଣୁଆ ନେତା ଦେବୀ ମିଶ୍ରଙ୍କୁ ବିଜେଡି ଦଳ ପକ୍ଷରୁ ପୁଣି ଥରେ ଟିକେଟ ମିଳିଥିଲା ! ଏହି ପରି ପେକ୍ଷିରେ ନିଜିଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପରେ ବିଶାଳ ଶୋଭାଯାତ୍ରା ବାହାରିଥିଲା ! ତାଙ୍କ ସାନଗ୍ରେ ବିଜୁ ଜନତା ଦଳର ସଭାପତି କୃପାସିନ୍ଧୁ ଦାସ ବ୍ଲକ ଅଧକ୍ଷ କିଶୋରେ ମିଶ୍ର […]

Continue Reading

୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ହେଲା ପ୍ରାର୍ଥୀ ଘୋଷଣା, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ) ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ ଖରିଆର : ଲମ୍ବୋଧର ନିଆଳ ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର ଧର୍ମଗଡ଼ : ମହୋଷଧି ବାଗ ଭବାନୀପାଟଣା : ଦୁଷ୍ମନ୍ତ ନାଏକ ନର୍ଲା :ଭୂପିନ୍ଦର […]

Continue Reading

ନରସିଂହପୁରରେ ଶ୍ୟାମାକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନରସିଂହପୁର: ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ନୂତନ ଶ୍ୟାମାକାଳୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଶୁକ୍ରବାର ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ର ପ୍ରଥମ ଦିବସରେ ଗ୍ରାମବାସୀ ମାନଙ୍କ ଦ୍ଵାରା ଘୋରାଡ଼ିଆ ମହାନଦୀ ଘାଟରୁ 127 କଳସ ଶୋଭାଯାତ୍ରା ଆସି ମନ୍ଦିର ରେ ପହଁଚି ଯଥା ରୀତିନୀତି ବିଧିବିଧାନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ହୋଇଥିଲା, ତିନି ଦିନ ଧରି ହୋମ ଯଜ୍ଞ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ! ରବିବାର […]

Continue Reading

ନରସିଂହପୁର ରାଜ୍ୟ ମଧୁବୈଶ୍ୟ ସମାଜର 49 ତମ ବାର୍ଷିକ ଭାଗଗତ ସମ୍ମିଳନୀ,

ନରସିଂହପୁର, ୧୭/୦୩ ନରସିଂହପୁର ରାଜ୍ୟ ମଧୁବୈଶ୍ୟ ସମାଜ ର ସିଂହଥାନସାହି, ଆନୁକୂଲ୍ୟରେ ନରସିଂହପୁର ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ଧରି ଚାଲିଥିବା ମଧୁବୈଶ୍ୟ ସମାଜ ର ବାର୍ଷିକ ଭାଗବତ ସମ୍ମିଳନୀ ରବିବାର ଉଦଯାପିତ ହୋଇଯାଇଛି, ନରସିଂହପୁର ରାଜ୍ୟ ମଧୁବୈଶ୍ୟ ସମାଜର ସଭାପତି ଚନ୍ଦ୍ରମଣି ସାହୁ ଉଦଘାଟନି କାର୍ଯ୍ୟକ୍ରମ ରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ,ମଧୁବୈଶ୍ୟ ସମାଜର ଇଷ୍ଟଦେବ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, […]

Continue Reading