‘ମହୀ ‘ କୁ ଜନ୍ମ ଦେବା ମାତ୍ରେ ହିଁ ମା’ର ହେଲା ମୃତ୍ୟୁ, ନିରୀହ ଛୁଆକୁ ମାଝିଷ୍ଟ୍ରେଟ ମା ଓ ଡିଡିଓ ପିତା ଝିଅ ଭାବରେ ଆପଣେଇ ନେଲେ

ଗୁଜୁରାଟ ର ଆଣନ୍ଦ ଜିଲ୍ଲାର ବାସଦ ସିଏଚସି ସେଣ୍ଟରରେ ପିଲାକୁ ଜନ୍ମ ଦେବା ପରେ ମା ର ମୃତ୍ୟୁ ହୋଇ ଗଲା । ଖବର ମିଳିବା ପରେ ଆଣନ୍ଦ ଜିଲ୍ଲାର ବିକାଶ ଅଧିକାରୀ ଅମିତ ପ୍ରକାଶ ଯାଦବ ଆଉ ତାଙ୍କର ସ୍ତ୍ରୀ ଏଡିସନଲ ଚିପ ଜୁଡିସିଆଲ ମାଝୀଷ୍ଟ୍ରେଟ ଚିତ୍ରା ରତନୁ ସେ ପିଲାଟିକୁ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସେ ପିଲାକୁ ମାଝୀଷ୍ଟ୍ରେଟ ମା , ଡିଡିଓ ପିତା ସହିତ ଦେଢ଼ ବର୍ଷର ଭାଇ ଧେୱତ […]

Continue Reading

Man Vs Wild : ବେୟର ଗ୍ରୀଲସଙ୍କ ସହିତ ପିଏମ ମୋଦିଙ୍କର ଏଡ଼ଭେଞ୍ଚର , କହିଲେ କେମିତି ବିତି ଥିଲା ତାଙ୍କର ପିଲା ଦିନ

ଦିସ୍କୋଭାରୀ ଚାନେଲରେ Man Vs Wild ଶୋ ର ପ୍ରସାରଣ ସୋମବାର ଦିନ ରାତି 9 ଟାରେ ହୋଇ ଗଲା । ଦୁନିଆ ସାରା ଲୋକଙ୍କର ଏହି ଶୋ କୁ ଅପେକ୍ଷା କରି ଥିଲେ । ଅପେକ୍ଷା ଏଥିପାଇଁ କରି ଥିଲେ କାରଣ ଏହି ଏପିସଡ଼ ରେ ବେୟର ଗ୍ରେଲସ ଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ମୋଦି ଜି ଏଡ଼ଭେଞ୍ଚର କରୁ ଥିବାର ନଜର ଆସିବେ । ଏହି ଶୋ ର ସୁଟିଙ୍ଗ କୋମ୍ବେର୍ଟ ନେସନଲ ପାର୍କରେ […]

Continue Reading

ରେସକ୍ୟୁରେ ସାମିଲ ହୋଇ ଥିବା ଯବାନ ମାନଙ୍କୁ ମହିଳା ମାନେ ରାକ୍ଷୀ ବାନ୍ଧିଲେ, ଆର୍ମି ଏହି ଇମୋସନାଲ ଭିଡ଼ିଓ ସେଆର କଲେ

ମହାରାଷ୍ଟ୍ରରେ ମୁଷଳ ଧାରାରେ ବର୍ଷା ହେବା କାରଣରୁ ବହୁତ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ଫସି ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ସେନା ଓ NDRF ର ସାହାଯ୍ୟ ନେବାକୁ ପଡିଲା । ବନ୍ୟାରେ ସୁରକ୍ଷା ଓ ଉଦ୍ଧାର ପରେ ଭାରତୀୟ ସେନା ସହିତ ମହାରାଷ୍ଟ୍ରର ସାଙ୍ଗଲିରେ ଏକ ଭାବୁକ ଦୃଶ୍ୟ ଦେଖିବାକୁ ମିଳିଲା ।ସେଠାରେ ସେନା ମାନଙ୍କୁ ମହିଳା ମାନେ ରାକ୍ଷୀ ବାନ୍ଧିବା ଆଉ ତାଙ୍କର ଆରତୀ ଉତାରିବା […]

Continue Reading

ସୁଷମା ସ୍ୱରାଜ ଏଥିପାଇଁ ତାଙ୍କର ଏକ ମାତ୍ର ଝିଅର ନାମ ବାଂସୁରୀ ରଖି ଥିଲେ, ଜୀବନରେ ଏହାର ଖାସ ସ୍ଥାନ ଥିଲା

ନୂଆଦିଲ୍ଲୀ। ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ଆମ ମାନଙ୍କ ମଧ୍ୟରେ ନାହାନ୍ତି।୬ ଅଗଷ୍ଟ ରାତିରେ ୬୭ ବର୍ଷ ବୟସରେ ସୁଷମା ସ୍ୱରାଜ ସମସ୍ତଙ୍କୁ କଂଦେଇ ଦୁନିଆରୁ ଚାଲିଗଲେ।ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିଲା।ଯାହା ପରେ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ବହୁତ ଚେଷ୍ଟା ପରେ ମଧ୍ୟ ସେ ବଞ୍ଚି ପାରିଲେ ନାହିଁ ଏବଂ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।୭ ଅଗଷ୍ଟ ରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା।ଝିଅ ବାଂସୁରି ସବୁ କ୍ରିୟା […]

Continue Reading

ଖାଇ ସାରି ଶୋଇ ପଡ଼ିଥିଲେ ପରିବାର, ଖବର ଆସିଲା ଯେ ସୁଷମା ଭଉଣୀ ଆଉ ନାହିଁ … ହାତ ଯୋଡି କାନ୍ଦି ପକେଇଲେ ବଡ଼ ଭାଇ

ମଙ୍ଗଳବାର ରାତି ପ୍ରାୟ ୧୧ ଟାରେ ବିଶି ବଜାରରେ ପୋଲି କ୍ଲିନିକର ଉପରେ ତିଆରି ହୋଇ ଥିବା ଘରେ ଡଃ ଗୁଲସନ ରାୟ ଶର୍ମାଙ୍କର ପରିବାର ଶୋଇ ପଡ଼ି ଥିଲା । ଆଉ ସେତିକିବେଳେ ପରିବାରର ପରିଚିତ ମହେସର ଫୋନ ଆସିଲା । ଡଃ ରାୟ ହଡ଼ବଡେଇ ଉଠି ପଡିଲେ । ମହେଶ କହିଲା ଯେ ଏ କି ଖବର ଆସୁଛି ଯେ , ସୁଷମା ଭଉଣୀ ବିଷୟରେ । ଟିଭି ଖୋଲିବାରୁ ସବୁ ଚାନେଲ ରେ […]

Continue Reading

ପରିବା ବିକି ମାଆ ପୁଅକୁ ବନେଇଲା ଡାକ୍ତର, ଏବେ ସେହି ଗାଁରେ ମା ନାମରେ ହସ୍ପିଟାଲ ଖୋଲିବ ପୁଅ

ନିଜ ପୁଅର ଉନ୍ନତି ପାଇଁ ମା ନିଜର ସବୁ ଦୁଃଖ କଷ୍ଟ ଭୁଲି ଯାଇ ଥାଏ । ପିଲାର ସପ୍ନକୁ ନିଜର ଭାବି ମା ତାକୁ ପୁରା କରିବା ପାଇଁ କଠିନ ରୁ କଠିନ ପରିଶ୍ରମ କରି ଥାଏ । ଜଣେ ମାର ଏମିତି ପରିଶ୍ରମ ଯୋଗୁଁ ତାର ପୁଅ ସଫଳ ଡାକ୍ତର ହୋଇ ପାରିଛନ୍ତି । ଲକ୍ଷନୌର କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ର ଏମଡି ର ଡିଗ୍ରୀ ପୁରା କରି ଥିବା ଗୋଲଡ ମେଡେଲିଷ୍ଟ […]

Continue Reading

3ଟି ପିଲାର ମାଆ ଫେସବୁକ ଫ୍ରେଣ୍ଡ ସହିତ ହେଲା ଫେରାର, ଏବେ FB ରେ ଆପଡେଟ କରୁଛନ୍ତି ଡିଟେଲ

ରାତି ୧୦ ଟାରେ ପତ୍ନୀ ଅଚାନକ ଗାୟବ ହୋଇ ଗଲା । ସ୍ୱାମୀ ଭାବିଲେ ଖାଦ୍ୟ ଖାଇ ସାରିବା ପରେ ବାହାରେ ଟିକେ ବୁଲୁ ଥିବେ , କିନ୍ତୁ ସେ ଦୁଇ ଘଣ୍ଟା ଯାଏଁ ନ ଆସିବାରୁ ସ୍ୱାମୀଙ୍କୁ କିଛି ଅଘଟଣ ଘଟିବାର ସନ୍ଦେହ ହେଲା । ସ୍ୱାମୀ ରାତିରେ ସ୍ତ୍ରୀକୁ ଖୋଜିବାରେ ଲାଗିଲା । ଆଉ ତାପରେ ଜଣା ପଡିଲା ଯେ ସେ ତାଙ୍କର ଜଣେ ଫେସବୁକ ଫ୍ରେଣ୍ଡ ସହିତ ପଳେଇଛନ୍ତି । ଏହି ମାମଲା […]

Continue Reading

ସୋନିଲିଅନ ଫିଲ୍ମରେ ମୋବାଇଲ ନମ୍ବର କହିଦେଲେ ଆଉ ତାପରେ ହେଇଗଲା କାଣ୍ଡ , ପଢନ୍ତୁ ପୁରା

କିଛି ଦିନ ପୂର୍ବରୁ ଏକ ଫିଲ୍ମ ଆସିଥିଲା ‘ଅର୍ଜ୍ଜୁନ ପଟିୟାଲା’।ଦିଲଜିତ ଏବଂ କୃତି ଙ୍କ ଏହି ଫିଲ୍ମରେ ସନି ଲିଓନି ମଧ୍ୟ ଥିଲେ।ଫିଲ୍ମର ଗୋଟିଏ ସିନ ରେ ବରୁନ ଶର୍ମା ଙ୍କୁ ନିଜ ନମ୍ବର ଦେଉଛନ୍ତି।ଏବେ ଏହି ସିନ ଦିଲ୍ଲୀର ଇଂକଲେବ ରହୁଥିବା ଲୋକ ପାଇଁ ଅସୁବିଧା ହୋଇଯାଇଛି। ୨୭ ଦିନ ପୂର୍ବରୁ ପୁନିତ ଅଗ୍ରୱାଲ ତିନି ଦିନ ହେଲା ବହୁତ ଅସୁବିଧା ରେ ଅଛନ୍ତି।ସେ ଦେଶ ବିଦେଶରେ ୪୦୦ ଲୋକ ଫୋନ କରି ସାରିଲେଣି।କାହିଁକି?ଲୋକଙ୍କୁ ସନି […]

Continue Reading

ମହିଳାର ଡେଲିଭରି ସମୟରେ ପିଲା ସହିତ ଯାହା ବାହାରିଲା , ତାକୁ ଦେଖି ଡାକ୍ତର ବି ଆଚମ୍ବିତ

ବିହାରର ହାଜିପୁର ରେ ଗୋଟେ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଗର୍ଭବତୀ ମହିଳା ପିଲାକୁ ଜନ୍ମ ଦେଲେ । କିନ୍ତୁ ଯେତେବେଳେ ମହିଳାର ଡେଲିଭରି ହେଲା ତୋ ଡାକ୍ତର ଙ୍କର ହୋସ ଉଡି ଗଲା । ମହିଳା ପେଟରୁ ପିଲା ସହିତ ଏକ ବନ୍ଧୁକ ଗୁଳି ବି ବାହାରିଲା । ଘଟଣା ଏହା କି , ହାଜିପୁର ର ସୁଲତାନପୁରରେ ରହୁ ଥିବା ରୁପା ଗତକାଲି ସନ୍ଧ୍ୟାରେ ପରିବାର ଲୋକଙ୍କୁ ତାର ପେଟ […]

Continue Reading

ମାନଦ ଲେଫ୍ଟିନେଣ୍ଟ କର୍ଣ୍ଣାଲ ଧୋନି ଙ୍କର ଦୁଇ ସପ୍ତାହ ଟ୍ରେନିଙ୍ଗ ଆରମ୍ଭ , ପ୍ରଥମ ଫୋଟ ସାମ୍ନାକୁ ଆସିଛି

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଓ ସେନାର ମାନଦ ଲେଫ୍ଟିନେଣ୍ଟ କର୍ଣ୍ଣାଲ ଏମଏସ ଧୋନି କାଶ୍ମୀର ରେ ଭାରତୀୟ ସେନା ସହିତ ଦୁଇ ସପ୍ତାହର ନିଜର ଟ୍ରେନିଙ୍ଗ ଆରମ୍ଭ କରି ଦେଇଛନ୍ତି । ସେ ପେରାସୁଟ ରେଜିମେଣ୍ଟ ର 106 ପେରା ଟେରିତୋରିୟଲ ଆର୍ମି ବାଟାଲିୟନ ର ଅଂଶ ଅଟନ୍ତି , ଯାହାକି ଭିକ୍ଟର ଫୋର୍ସ ର ଅଂଶ ଅଟେ । ପାକିସ୍ତାନ ର ଯେଉଁ ଆତଙ୍କବାଦ ବିରୋଧୀ ୟୁନିଟ ରେ ଧୋନି ଅଂଶ ଗ୍ରହଣ […]

Continue Reading