ପତଙ୍ଗ ସୂତାରେ କାଟି ତିନି ଦିନରେ 1250 ପକ୍ଷୀ ଆଘାତ, 150 ର ମୃତ୍ୟୁ, 100 ଗମ୍ଭୀର

ରାଜଧାନୀ ରେ ସ୍ୱତନ୍ତ୍ରତା ଦିବସ ଓ ରକ୍ଷା ବନ୍ଧନ ଅବସରରେ ଲୋକମାନେ ଜୋର ସୋର ପତଙ୍ଗ ଉଡେଇଛନ୍ତି । କିନ୍ତୁ ପତଙ୍ଗ ର ମାନଜା ସୂତାରେ ସବୁଠାରୁ ବେଶୀ ପକ୍ଷୀ ମାନଙ୍କର କ୍ଷତି ହୋଇଛି । ତିନି ଦିନ ରେ ପାଖା ପାଖି 1250 ପକ୍ଷୀ ଆଘାତ ହୋଇ ହସ୍ପିଟାଲରେ ପହଂଚିଛନ୍ତି ଆଉ ସେଥି ମଧ୍ୟରୁ 150 ଟିର ମୃତ୍ୟୁ ଘଟିଛି। 100 ରୁ ଅଧିକ ପକ୍ଷୀ ଙ୍କର ଅବସ୍ଥା ଏବେ ଗମ୍ଭୀର ଅଛି । ଏହି […]

Continue Reading

ଝରଣା ପାଖରେ ଘଣ୍ଟାଏ ବସି କାନ୍ଦିଲା ଯୁବତୀ, ଲୋକଙ୍କୁ ଦେଖି ଯୁବତୀ କହୁ ଥିଲା ଡିଆଁ ମାରି ଦେଵ ଆଉ ତାପରେ ଶେଷରେ….

ମଂଡଲା ଜିଲ୍ଲାର ଧାନମଗାଁ ସ୍ଥିତ ଘୁଘୁରା ଝରଣା ପାଖରେ ଯୁବତୀ ଜଣକ ଘଣ୍ଟାଏ ଧରି କାନ୍ଦୁ ଥିଲା । କିନ୍ତୁ ସେ ସେଠାରେ ବସି କାହିଁକି କାନ୍ଦୁ ଥିଲା, ସେ କିଏ ଥିଲା ଏହି ବିଷୟରେ କାହାକୁ ଜଣା ନ ଥିଲା । ଝରଣା ଦେଖିବାକୁ ଆସି ଥିବା ଲୋକେ ଯେତେବେଳେ ତା ପାଖକୁ ଯିବା ପାଇଁ ଚେଷ୍ଟା କରୁ ଥିଲେ ତୋ ଡେଇଁ ପଡିବ ବୋଲି ଧମକ ଦେଉ ଥିଲା । ଡରରେ ତା ପାଖକୁ […]

Continue Reading

ସ୍ୱତନ୍ତ୍ରତା ଦିବସ ଦିନ ମିଳିଲା ବେଷ୍ଟ କନେଷ୍ଟବଳ ର ଆୱାର୍ଡ , ଆଉ ତାପରେ 24 ଘଣ୍ଟା ଭିତରେ ଲାଞ୍ଚ ନେବାବେଳେ ଧରା ପଡିଲେ

ଗାନ୍ଧିଜୀ କହି ଯାଇ ଥିଲେ… ” ଆମ ଧରିତ୍ରୀ , ସମସ୍ତ ଲୋକଙ୍କର ଆବଶ୍ୟକତା କୁ ପୁରା କରିବା ପାଇଁ ଯଥେଷ୍ଟ ଅଟେ , କିନ୍ତୁ ତାଙ୍କର ଲୋଭ ପାଇଁ ନୁହେଁ.. ” ଏହା ଏଥିପାଇଁ କୁହାଯାଇଛି କାରଣ ଲୋଭି ଲୋକଙ୍କ ପାଇଁ ତାଙ୍କର ଲୋଭ ଠାରୁ ବଡ଼ ଆଉ କିଛି ନାହିଁ । ମନୁଷ୍ୟ ଲୋଭରେ ପଡି ସବୁ କିଛି ଭୁଲି ଯାଇ ଥାଏ । ନିଜର ବସ୍ତାଵତାକୁ କୁ ଭୁଲି ଯାଇ ଥାଏ । […]

Continue Reading

ରାକ୍ଷୀ ପାଇଁ ଭଉଣୀ କିଣିଲା ୧୦୦ଟଙ୍କାର ସୁଟ ,ଭାଇ କରିଦେଲା ଏହିପରି ଅବସ୍ଥା ଯେ…..

ଆଜି କାଲି ବଢୁଥିବା ଅପରାଧ ସମସ୍ତଙ୍କୁ ହାଇରାଣରେ ପକେଇଦେଇଛି।ଏହି ସମୟରେ ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ନୂଆଦିଲ୍ଲୀର ଅଟେ।ଏହି ମାମଲାରେ ରକ୍ଷାବନ୍ଧନର ଠିକ ପୂର୍ବ ଦିନ ଦେଶର ରାଜଧାନୀର ଏକ ଭାଇ କିଛି ଏହିପରି ବ୍ୟବହାର ନିଜ ଭଉଣୀ ସହ କରିଲା ଏହା ଶୁଣିଲା ପରେ ଆପଣମାନଙ୍କ ହୋସ ଉଡିଯିବ।ଏହି ମାମଲାଟି ଦ୍ୱାରିକା ଏରିଆର କୁହାଯାଉଛି ,ଏଠାରେ ଜଣେ ୨୦ବର୍ଷୀୟ ଯୁବତୀଙ୍କୁ ୧୦୦ଟଙ୍କାର ସୁଟ କିଣିବା ଭାରି ପଡିଗଲା।ଏହି ଖବର ଅନୁସାରେ ଭଉଣୀ ଦ୍ୱାରା ସୁଟ […]

Continue Reading

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କରିଥିଲା ଅପେକ୍ଷା, ଭାଇ ଆଉ ଘରକୁ ଫେରିପାରିଲାନି

ରାୟପୁର-ରାଖୀ ପୂର୍ଣ୍ଣିମା ଦିନ ନିଜ ଭାଇର ଦୀର୍ଘ ଜୀବନ ଏବଂ ଖୁସି ପାଇଁ କାମନା କରେ।କିନ୍ତୁ ଛତିଶଗଡ଼ ରାଖୀ ପୂର୍ଣ୍ଣିମା ପୂର୍ବରୁ ରୁମ ଟାଙ୍କୁରି ଉଠିବା ପରି କଥା ସାମ୍ନା କୁ ଆସିଲା,ଯେଉଁଥି ଭଉଣୀ ତାର ଭାଇର ବହୁତ ଦିନରୁ ଅପେକ୍ଷା କରିଥିଲା,ଭାଇ ଫେରିଲା କିନ୍ତୁ କଫନ ରେ। ରାଖୀ ପୂର୍ଣ୍ଣିମା ତିନି ଦିନ ପୂର୍ବରୁ ଛୋଟ ଭଉଣୀ ର ଜନ୍ମଦିନ ପାଳନ କରିଥିଲା।ସେ ବାହାରେ ପଢ଼ୁଥିବା ଭାଇକୁ ଜନ୍ମଦିନ ପାଳନ କରିବା ପାଇଁ ଡାକିଥିଲେ,କିନ୍ତୁ ଭାଇ […]

Continue Reading

ପୋଲ ଉପରେ କିସ କରୁ ଥିବାବେଳେ ବିଗିଡିଲା କପଲ ଙ୍କର ବ୍ୟାଲେନ୍ସ , 50 ଫୁଟ ତଳକୁ ପଡିବାରୁ ମୃତ୍ୟୁ

ପେରୁ ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ କପଲ ଦୁହେଁ ଛିଡା ହୋଇ କିସ କରୁ ଥିଲେ ଏତିକିବେଳେ ତାଙ୍କର ବ୍ୟଲେନ୍ସ ବିଗିଡି ଗଲା ଆଉ ସିଧା 50 ଫୁଟ ତଳକୁ ଗଳି ପଡିଲେ । ଏହି ଦୁର୍ଘଟଣା ରେ ଦୁହିଁ ଜଣଙ୍କର କଷ୍ଟ ଦାୟକ ମୃତ୍ୟୁ ଘଟିଛି । ଏହି ଘଟଣାର ଏକ ଭିଡ଼ିଓ ବି ସାମ୍ନାକୁ ଆସିଛି । ଯୋଡିର ନାମ ମେବେଥ ଏସପିନେଜୋ ଓ ହେକ୍ଟର ବିଦଲ ଅଟେ […]

Continue Reading

ବାହାଘର ପୁର୍ବରୁ ପିତାଙ୍କ ମୃତ୍ୟୁ।ପିତାଙ୍କ ଇଛା ପୁରଣ କରିବା ପାଇଁ ଶବ ସାମ୍ନାରେ ବିବାହ କରିଲେ ପୁଅ

ପରିବାର ଲୋକ ଶବ ସହିତ ଫୋଟୋ ମଧ୍ୟ କାଢ଼ିଛନ୍ତି। *ବିଲୁପୁରମର ଟିଡିବନମ ଇଲାକାର ସିଂଗନୁର ଗ୍ରାମର ମାମଲା। * ବର କନ୍ୟା ଏବଂ ପରିବାର ଲୋକ ଶବ ସହ ଫୋଟୋ ମଧ୍ୟ କାଢ଼ିଲେ। *ପୁଅ ଆଲେକଜେଣ୍ଡର କହିଲେ ମୋ ବାପା ମୋ ବହାଘର ବହୁତ ଧୁମଧାମରେ କରିବାକୁ ଚାହୁଁଥିଲେ, ମୁଁ ଏହି ପରି କରି ତାଙ୍କ ଇଚ୍ଛା ପୂରଣ କରିଲି। ବିଲ୍ଲୁପୁରମ। ତାମିଲନାଡୁର ବିଲ୍ଲୁପୁରମରେ ପୁଅର ବାହାଘର ପୁର୍ବରୁ ପିତାଙ୍କ ମୃତ୍ୟୁ ହୋଇଗଲା।ତାଙ୍କ ଶେଷ ଇଚ୍ଛା ପୁରଣ […]

Continue Reading

Video : ଓଡ଼ିଶାର ହରିଶଙ୍କର ମନ୍ଦିର ଝରଣା ଧାରଣ କଲା ବିକଟାଳ ରୂପ , ରାସ୍ତାରେ ଯିଏ ଆସିଲା ତାକୁ ବୋହି ନେଇ ଗଲା

ଆପଣ ସମସ୍ତେ ଜାଣିଛନ୍ତି ଯେ ଏବେ ସାରା ଦେଶରେ ବର୍ଷା ସିଯିନ ଚାଲିଛି । ଗରମ ଦିନ ଯାଇ ଥିଲା ସବୁଆଡେ ବର୍ଷା ପାଇଁ ଚାହିଁ ରହି ଥିଲେ । କିନ୍ତୁ ବର୍ଷା ଏବେ ଏତେ ହେଉଛି ଯେ ବନ୍ଦ ହେବାର ନାମ ଧରୁ ନାହିଁ । କେରଳ , ଆସାମ ସହିତ ଦେଶର ବହୁତ ଅଞ୍ଚଳରେ ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଲାଗିଛି । ଏହି ବନ୍ୟା ଯୋଗୁଁ ନଦୀ କୂଳ […]

Continue Reading

ଗାଡ଼ିରେ “ବିକାଶ ସାଙ୍ଗରେ ନିଶା” ଲେଖି ବରଯାତ୍ରୀ ହେଲେ ଆୟକର ବିଭାଗର ୨୫୦ ଅଧିକାରୀ ,ଫିଲ୍ମ ଷ୍ଟାଇଲରେ ମାରିଲେ ରେଡ଼।

ବାହାଘର ମାସରେ ସବୁ ଗାଡି ସାଜ ସଜ୍ଜା ହୋଇଥିବା ସାଧାରଣ କଥା।ସଜା ହୋଇଥିବା ଗାଡ଼ିରେ ସବୁବେଳେ ବରଯାତ୍ରୀ ଆସନ୍ତି।ଏହି ଗାଡିକୁ ଦେଖି ଲୋକ ମାନଙ୍କୁ ଜଣା ପଡେ ଯେ କାହାର ଗୋଟେ ବାହାଘର ହେବାକୁ ଯାଉଛି।ଏହା ଛଡା ଗାଡ଼ିରେ ବର କନ୍ୟାଙ୍କ ନାମ ମଧ୍ୟ ଲେଖା ହୋଇଥାଏ।ଯଦି ଏହି ଗାଡ଼ିରେ ଆୟକର ବିଭାଗ ହୁଅନ୍ତି, ତାହାହେଲେ? ଆରେ ଭାଇ ଆପଣମାନେ କହିବେ ଯେ ଆୟକର ବିଭାଗ କାହା ବାହାଘରକୁ ଯାଉଛନ୍ତି।ତାହାହେଲେ ଚାଲନ୍ତୁ ଆମେ ଜାଣିବା ଏହି ଲେଖାରେ […]

Continue Reading

କପଡା ଖୋଲି ନଦୀକୁ ଡେଇଁଲା ବିଦେଶୀ ଯୁବତୀ, ବଞ୍ଚେଇବା ପାଇଁ ଥାନା ଅଧିକାରୀ ମାରିଲେ ଡିଆଁ ଆଉ ତାପରେ..

ରାଜସ୍ଥାନର ଜୟପୁରର ଦ୍ରବ୍ୟବତୀ ନଦୀକୁ ଜଣେ ଯୁବତୀ ହଠାତ ଡେଇଁ ପଡିଲା । ଘଟଣାର କିଛି ସମୟ ପୂର୍ବରୁ ଯୁବତୀ ଜଣକ ସେ ନଦୀ ପାଖରେ ବୁଲୁ ଥିଲେ , ଆଉ ତାପରେ ହଠାତ ସେ ଯୁବତୀ ଜଣକ ନିଜର କପଡା ଖୋଲି ଦେଲେ ଆଉ ନଦୀକୁ ଡେଇଁ ପଡିଲେ । ଦେଖୁ ଦେଖୁ ଯୁବତୀ ଜଣକ ନଦୀର ପ୍ରଖର ସୁଅରେ ଆଗକୁ ଭାସିବାକୁ ଲାଗିଲା । ଆଉ ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ସେ […]

Continue Reading