ନାଭି ଉପରେ ଦେଶୀ ଘିଅ ଲଗେଇଲେ ମୁକାରୁ ସଫା ହୋଇଯାଏ ଏହି ଶରୀର ସହ ଜଡିତ ଏହି ରୋଗ ଯାଣିନିଅନ୍ତୁ

ଜୀବନଚର୍ଯ୍ୟା

ନାଭି ଉପରେ ଦେଶୀ ଘିଅ ଲଗେଇଲେ ମୁକାରୁ ସଫା ହୋଇଯାଏ ଏହି ଶରୀର ସହ ଜଡିତ ଏହି ରୋଗ ଯାଣିନିଅନ୍ତୁ

ନାଭିକୁ ଇଂରେଜି ରେ ବେଲ୍ଲୀ ବଟନ କୁହନ୍ତି ଏବଂ ଏହା ଆମ ପେଟ ମଝିରେ ଗୋଲ ଆକାରରେ ଥାଏ।ଏକ ଶିଶୁ ନିଜର ମା ପେଟରେ ଏହା ସହାର୍ଯ୍ୟରେ ମା ସହ ଜଡିତ ହୋଇଥାଏ ଏବଂ ତାହା ସହାର୍ଯ୍ୟରେ ତାକୁ ଖାଇବା ଅକ୍ସୀଜେନ ମିଳିଥାଏ।ନାଭି ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଭାଗ ଅଟେ।

ନାଭି ରେ କେବଳ ଘିଅ ଲଗାଇବା ତ୍ୱଚା ସହ ଜଡିତ ବହୁତ ସମସ୍ୟା ଯଥା ଚୁଟି ଉପୁଡିବା,ଆଣ୍ଠୁ ବ୍ୟଥା ଇତ୍ୟାଦି ସମସ୍ୟା କମି ଯାଇଥାଏ।ଆମ ପେଟରେ ଥିବା ନାଭିରେ ଯଦି ନିୟମିତ ଘିଅ ଲଗାଯାଏ ତେବେ ଆମେ ବହୁତ ସମସ୍ୟାରୁ ବଞ୍ଚିତ ହୋଇଥାଉ।ନାଭିରେ ୭୦ ହଜାରରୁ ଅଧିକ ରକ୍ତ ନାଳ ରହିଥାଏ ଯାହାକି ଆମର ରକ୍ତ ଧମନୀ ସହ ଜଡିତ।ସେଥିପାଇଁ ନାଭିରେ ଘିଅ ଲଗାଇଲେ ଆମ ଶରୀରକୁ ବହୁତ ଲାଭ ମିଳିଥାଏ।

ଯଦି ନାଭିରେ ଘିଅ ଲଗାଇ ମାଲିସ କରାଯାଏ ତେବେ ଏହା ଆମ ତ୍ୱଚା ଉପରେ ବହୁତ ପ୍ରଭାବ ପକାଇଥାଏ ଏବଂ ଆମ ତ୍ୱଚା ନରମ ରହିଥାଏ।ଏହା ସହ ତ୍ୱଚା ଉଜ୍ଵଳ ହୋଇଥାଏ।

ରାତିରେ ଶୋଇବା ପୂର୍ବରୁ ଯଦି ନାଭିରେ ଦେଶୀ ଘିଅ ଲଗାଅ ତେବେ ଚୁଟିରେ ଏହାର ଭଲ ପ୍ରଭାବ ପଡିଥାଏ ଏବଂ ଚୁଟି ମଜବୁତ ହୋଇଥାଏ ଏବଂ ଝଡ଼ିବା ବନ୍ଦ ହୋଇଥାଏ।

ଆଣ୍ଠୁଗଣ୍ଠି ସମସ୍ୟା ହେଲେ ଦେଶୀ ଘିଆକୁ ଅଳ୍ପ ଗରମ କରି ନାଭିରେ ଲଗାନ୍ତୁ।ଏହା କରିବା ଦ୍ୱାରା ଏହାର ପ୍ରଭାବ ଆଣ୍ଠୁରେ ପଡିଥାଏ ଏବଂ କଷ୍ଟ କାମ ହୋଇଥାଏ।

ନାଭିରେ ଘିଅ ଲଗାଇବାର ଅନ୍ୟ ଫାଇଦା ହୋଇଥାଏ ତାହା ଓଠ ସହ ଜଡିତ।ଶୀତ ଦିନରେ ଯେଉଁ ଲୋକଙ୍କର ଓଠ ଫାଟେ ସେମାନେ ରାତିରେ ଶୋଇବା ପୂର୍ବରୁ ନାଭିରେ ଘିଅ ମାଲିସ କରନ୍ତୁ।ସକାଳୁ ଓଠ ଠିକ ହୋଇଯିବ।

ଝାଡା ର ସମସ୍ୟା ହୋଇଥିଲେ ଆପଣ ନାଭି ଏବଂ ତାର ଚାରିପାଖରେ କିଛି ସମୟ ପାଇଁ ଘିଅ ମାଲିସ କରନ୍ତୁ।ଏହା ଦ୍ବାରା ପାଚନ କ୍ରିୟା ଠିକ ହୋଇଥାଏ ଓ ଝାଡା ସମସ୍ୟା ଦୂର ହୋଇଥାଏ।

ଥଣ୍ଡା ହୋଇଥିଲେ ନାଭିରେ ଘିଅ ଲଗାଇଲେ ଥଣ୍ଡା କମ ହୋଇଯାଇଥାଏ।ଆୟୁ ବଢିବା ସହ ବହୁ ବୃଦ୍ଧ ଲୋକଙ୍କ ଶରୀର କମ୍ପିବା ଆରମ୍ଭ ହୋଇଥାଏ ଯେଉଁ କାରଣରୁ ବୁଢା ଲୋକ ମାନଙ୍କୁ ବହୁ ସମସ୍ୟା ହୋଇଥାଏ।ଏହି ସମସ୍ୟା ହୋଇଥିଲେ ନାଭି ଏବଂ ତାର ଚାରିପାଖରେ ଘିଅ ଲଗାଇ ମାଲିସ କଲେ ଏହି ସମସ୍ୟା ଦୂର ହୋଇଥାଏ।

ଋତୁସ୍ରାବ ରେ କଷ୍ଟ ହେଉଥିଲେ ଝିଅମାନେ ନିଜ ନାଭିରେ ଘିଅ ଲଗାନ୍ତୁ।ଏହା କରିବା ଦ୍ୱାରା କଷ୍ଟ କମ ହୋଇଥାଏ।
ବହୁତ ଲୋକଙ୍କ ଆଖି ଶୁଖି ଯାଏ ଯାହାଦ୍ୱାରା ଆଖିରେ ପୋଡି ଥାଏ।କିନ୍ତୁ ଦେଶୀ ଘିଆକୁ ଗରମ କରି ନାଭିରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ଓ ଆଖିର ଉପରେ ଭଲ ପ୍ରଭାବ ପକାଇଥାଏ।

ବହୁତ ଲୋକ ପିମ୍ପଲସ ଏବଂ ଚେହେରା ରେ ଦାଗ ହେବା କୁ ନେଇ ଚିନ୍ତିତ ଥାଆନ୍ତି,ଯାହା ଦ୍ୱାରା ତାଙ୍କ ସୁନ୍ଦରତା କମି ଯାଏ।ବ୍ରଣ ଏବଂ ଦାଗ କୁ ଦୁରେଇବା ପାଇଁ ବହୁତ ପ୍ରକାରର କ୍ରିମ ବ୍ୟବହାର କରନ୍ତି।କିନ୍ତୁ କିଛି କାମ କରି ନ ଥାଏ।ଯଦି ରାତିରେ ଶୋଇବା ପୂର୍ବରୁ ନାଭିରେ ଦେଶୀ ଘିଅ ଲଗାନ୍ତି ତେବେ ଏହା ଦ୍ବାରା ବ୍ରଣ ଏବଂ ଦାଗ ରୁ ମୁକ୍ତି ମିଳିଥାଏ।

  • 3.3K
  •  
  •  
  •  
  •  
  •  
    3.3K
    Shares
  • 3.3K
    Shares

1 thought on “ନାଭି ଉପରେ ଦେଶୀ ଘିଅ ଲଗେଇଲେ ମୁକାରୁ ସଫା ହୋଇଯାଏ ଏହି ଶରୀର ସହ ଜଡିତ ଏହି ରୋଗ ଯାଣିନିଅନ୍ତୁ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.