“ଜଟିଆ ବାବା ଫ୍ୟାନ ଆମେ ଭୋଳା ବାବା ଫ୍ୟାନ” ଗୀତ ଗାଇ ବିବାଦରେ କଣ୍ଠଶିଳ୍ପୀ ଓ ଗୀତିକାର , ଦେଖନ୍ତୁ ଏପରି କଣ ରହିଛି ଏହି ଭିଡ଼ିଓରେ..

ଭିଡ଼ିଓ

“ଜଟିଆ ବାବା ଫ୍ୟାନ ଆମେ ଭୋଳା ବାବା ଫ୍ୟାନ” ଗୀତ ଗାଇ ବିବାଦରେ କଣ୍ଠଶିଳ୍ପୀ ଓ ଗୀତିକାର , ଦେଖନ୍ତୁ କଣ ରହିଛି ଏହି ଭିଡ଼ିଓରେ..

ଶ୍ରାବଣ ମାସ ଭଗବାନ ଶିବ ଙ୍କର ପ୍ରିୟ ମାସ ଭାବରେ ଜଣା ଯାଏ । ଆଉ ଏହା ବି ମାନ୍ୟତା ଅଛି ଯେ ଏହି ମାସରେ ଭଗବାନ ଶିବ ଙ୍କର ପୂଜା ଆରାଧନା କଲେ ବିଶେଷ ଫଳ ମିଳି ଥାଏ । ଏହି ଶ୍ରାବଣ ମାସରେ କାଉଡିଆ ଭକ୍ତଙ୍କ ଅଧିକ ଭିଡ ଦେଖିବାକୁ ମିଳିଥାଏ ! ଏଥିପାଇଁ ପ୍ରତ୍ୟକ ଶୈବ ପିଠା ମାନଙ୍କରେ ବିଶେଷ ବ୍ୟବସ୍ତା କରାଯାଇଥାଏ ! ଏହି ସମୟରେ ଗୀତର ମଧ୍ୟ ବହୁତ କ୍ରେଜ଼ ଦେଖିବାକୁ ମିଳିଥାଏ !

ଶ୍ରାବଣ ମାସରେ କାଉଡିଆ ଭାଇଙ୍କ ପାଇଁ ଆଉ ଶିବ ଭକ୍ତଙ୍କ ପାଇଁ ବହୁତ ନୂଆ ନୂଆ ଗୀତ ରିଲିସ ହେବାର ଦେଖିବାକୁ ମିଳେ ! ସେହିପରି ଏହି ବର୍ଷ ମଧ୍ୟ ବହୁତ ଶିବ ଭଜନ ସହ ଶ୍ରାବଣ ମାସରେ ନିଜ କଣ୍ଠ ଆଉ ସଂଗୀତ ଦ୍ୱାରା ଗୀତର ଜଲବା ଦେଖିବାକୁ ମିଳିଛି ! ତେବେ ଆମେ ଏଠାରେ ଗୋଟେ ଗୀତକୁ ନେଇ କହିବାକୁ ଯାଉଛୁ ଯାହାର ଟାଇଟଲ କିଛି ଏପରି ରହିଛି ଯାହା କଣ୍ଠଶିଳ୍ପୀ ଆଉ ସଂଗୀତକାର ଙ୍କୁ ବିବାଦକୁ ଟାଣି ଆଣିଛି !

ସୂଚନା ଅନୁଯାୟୀ ଶ୍ରାବଣ ମାସ ପାଇଁ ଅତି ନିକଟରେ ନୂଆ ଆଲବମ ଗୀତ ” ଜଟିଆ ବାବା ଫ୍ୟାନ ଆମେ ଭୋଳା ବାବା ଫ୍ୟାନ ” ଗୀତ ରିଲିସ ହୋଇଯାଇଛି , ଯାହା ଓଡ଼ିଶାର ଏକ ନାମିଦାମୀ କଣ୍ଠଶିଳ୍ପୀ “ଜୟଶ୍ରୀ ଧଳ” ଓ ଗୀତିକାର ” ଓଁକାର ଲେଙ୍କା ” ଗାଇଛନ୍ତି , ଆଉ ଏହି ଗୀତ survibration ବାନେର ରେ ହୋଇଥିଲା ! ଏହି ଗୀତକୁ ନେଇ ଏବେ ସବୁଠି ଚର୍ଚା ଦେଖା ଦେଇଛି !

ଗୀତିକାର ଓଁକାର ଙ୍କ ମତରେ ଏହି ଗୀତ କେବଳ କମେରସିଆଲ ଲାଇନ ପାଇଁ , ଏହି ଗୀତରେ କୌଣସି ପ୍ରକାର ବିକୃତି ଭାବରେ ଲେଖା ଯାଇନାହିଁ , ଯେହେତୁ ଭୋଳା ବାବାଙ୍କ ଉୟପରେ ଲୋକଙ୍କ ଆସ୍ଥା ରହିଛି ସେଥିପାଇଁ ଏହାକୁ କେବଳ english touch ଦିଆଯାଇଛି ! କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଙ୍କ ମତରେ ତାଙ୍କ କଣ୍ଠରେ ବହୁତ ଶିବ ଭଜନ ଲୋକ ପସନ୍ଦ କରିଛନ୍ତି ତେଣୁ ସେ ଏହାକୁ ଗାଇଥିବା ନେଇ ସୂଚନା ଦେଇଛନ୍ତି !

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.