ଲକ୍ଷ୍ମୀକୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ଚୁପ ଚାପ କରିଦିଅନ୍ତୁ ଏହି ଉପାୟ…

ଗୁରୁବାର

ମଣିଷ ଜୀବନରେ ସମସ୍ତେ ସଫଳ ହେବାକୁ ଚାହାଁନ୍ତି।କିନ୍ତୁ ଏହି ସଫଳତା ହାସଲ କରିବା ପାଇଁ ସବୁ ମନୁଷ୍ୟ କୁ କଷ୍ଟ କରିବାକୁ ପଡିଥାଏ।ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ସତ ମନରେ କଷ୍ଟ କରେ ନାହିଁ ସେ ପର୍ଯ୍ୟନ୍ତ ସଫଳତା ମିଳେ ନାହିଁ।ସବୁ ସଫଳତା ମନୁଷ୍ୟ ପଛରେ କିଛି ନା କିଛି ନକରାତ୍ମକ ବିଚାରର ବହୁତ ବଡ଼ ହାତ ରହିଛି।ଶାସ୍ତ୍ର ରେ ମଧ୍ୟ କୁହାଯାଇଛି କାମ ଯେତେ କଷ୍ଟ ହେଉ ନା କାହିଁକି, ଯଦି କୌଣସି ବ୍ୟକ୍ତି ପାଖରେ ବୁଦ୍ଧି ଏବଂ ବଳ ଅଛି ତେବେ ସଫଳତା ଶୀଘ୍ର ପ୍ରାପ୍ତ ହୋଇଥାଏ।ଏହି ଦୁଇଟି ଗୁଣରୁ ବ୍ୟକ୍ତି ଯୋଗ୍ୟ ହୋଇଥାଏ।

ସୁନ୍ଦରକାଣ୍ଡ ପାଠରେ କୁହାଯାଇଛି ବୁଦ୍ଧି ଏବଂ ବଳ ବିଷୟରେ

ସୁନ୍ଦରକାଣ୍ଡ ପାଠରେ ବୁଦ୍ଧି ଏବଂ ବଳ ବିଷୟରେ କୁହାଯାଇଛି।ସୁନ୍ଦରକାଣ୍ଡ ରେ ହନୁମାନ ମା ସୀତାଙ୍କୁ ଭୋଜନ ମାଗିଥିଲେ।ତେବେ ସୀତା ହନୁମାନ ଙ୍କୁ କହିଥିଲେ ଅଶୋକ ବାଟିକାରୁ ଯାଇ ଫଳ ଖାଇଦିଆ।ସୀତା କହିଥିଲେ!ଶୁଣ,ରାକ୍ଷସ ଏହି ବଣର ଦେଖାଶୁଣା କରନ୍ତି।ଏହି କଥାରେ ହନୁମାନ ଙ୍କ ଜବାବ ଥିଲା।ହେ ମାତା… ଯଦି ଆପଣ ମନରେ ସୁଖ,ପ୍ରସନ୍ନ ହୋଇ ଆଜ୍ଞା ଦେବେ ତେବେ ମୋତେ ତାଙ୍କର ଭୟ ନାହିଁ।

ଅଶୋକ ବାଟିକାରେ ହୋଇଥିଲା ପରୀକ୍ଷା

ସୀତା ଜାଣିଥିଲେ ଅଶୋକ ବାଟିକାରେ ପ୍ରବେଶ କରିବା ଅର୍ଥ,ସିଧା ରାବଣ ପର୍ଯ୍ୟନ୍ତ ପହଞ୍ଚିବା ଏବଂ ରାବଣ ସାମ୍ନାରେ କେବଳ ବଳ କାମରେ ଆସିବ ନାହିଁ, ବଳ ସହ ବୁଦ୍ଧି ଦରକାର।ସେ ହନୁମାନ ଙ୍କ ମଧ୍ୟରେ ତାହା ଦେଖି ସାରିଥିଲେ।ହନୁମାନ ବୁଦ୍ଧି ର ପ୍ରୟୋଗ କରି ଲଙ୍କାକୁ ପ୍ରବେଶ କରିଥିଲେ ଓ ସୀତାଙ୍କୁ ଖୋଜିଥିଲେ।ଏହା ମଧ୍ୟରେ ସେ ବୁଦ୍ଧି ପ୍ରୟୋଗ କରି ଲଙ୍କିନ ପାଖରୁ ବିଜୟ ପ୍ରାପ୍ତ କରିଥିଲେ।ହନୁମାନ ଙ୍କ ବୁଦ୍ଧି ଏବଂ ବଳ ଦେଖି ସୀତା କହିଥିଲେ ଯାଅ ଶ୍ରୀରଘୁନାଥ ଙ୍କ ଚରଣ କୁ ହୃଦୟରେ ଧାରଣ କରି ମିଠା ଫଳ ଖାଅ।ଏହି ପ୍ରସଙ୍ଗ ରେ ହନୁମାନ ଙ୍କ ପାଖରୁ ଆମକୁ ଏହି ସନ୍ଦେଶ ମିଳିଲା ଯେ ଜୀବନ ସେତେବେଳେ ସୁନ୍ଦର ହୁଏ,ଯେବେ ଆମ ପାଖରେ ବୁଦ୍ଧି ଏବଂ ବଳ ଥାଏ।

ଲକ୍ଷ୍ମୀ ପାଇବାର ସରଳ ଉପାୟ

-ସବୁ ସପ୍ତାହରେ ଘରେ ପୋଛା ପୋଛି କରିବା ସମୟରେ ଟିକେ ସମୁଦ୍ର ଲୁଣ ପକାଇ ପୋଛନ୍ତୁ ଏପରି କରିବା ଦ୍ୱାରା ଘରେ ଝଗଡା କମ ହୁଏ।ପୂଜା କରିବା ସମୟରେ ପାଣିରେ ଲୁଣ ମିଶାଇଲେ ଏହା ଦ୍ଵାରା ସବୁ ନକରାତ୍ମକ ସମସ୍ୟା ଶେଷ ହୋଇଯାଏ।ଏବଂ ଆପଣଙ୍କ ସବୁ କାମ ଭଲରେ ହୋଇଯିବ।

-ସକାଳୁ ଉଠି ଗୁରୁବାର ଦିନ ମୁଖ୍ୟ ଦ୍ୱାରରେ ଏକ ଗିଲାସ ଅଥବା ଲୋଟା ଭରି ପାଣି ଢାଳିବା ଦ୍ଵାରା ଲକ୍ଷ୍ମୀ ଙ୍କ ଆସିବା ମାର୍ଗ ପ୍ରଶସ୍ତ ହୋଇଥାଏ।

-ଆପଣ ଆର୍ଥିକ ରୂପରେ ସମର୍ଥନ ହେବାକୁ ଚାହୁଛନ୍ତି ତେବେ ଅମାବାସ୍ୟା ପୂର୍ବରୁ ଘର ପୁରା ସଫା କରି ଦିଅନ୍ତୁ।ଏହା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।ଘରର ଅପଦାର୍ଥ ସବୁ ଫୋପାଡ଼ି ଦିଅନ୍ତୁ।ସଫା କରିବା ପରେ ଘରେ ଧୂପ ଲଗାନ୍ତୁ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.