Man Vs Wild : ବେୟର ଗ୍ରୀଲସଙ୍କ ସହିତ ପିଏମ ମୋଦିଙ୍କର ଏଡ଼ଭେଞ୍ଚର , କହିଲେ କେମିତି ବିତି ଥିଲା ତାଙ୍କର ପିଲା ଦିନ

ବିଶେଷ

ଦିସ୍କୋଭାରୀ ଚାନେଲରେ Man Vs Wild ଶୋ ର ପ୍ରସାରଣ ସୋମବାର ଦିନ ରାତି 9 ଟାରେ ହୋଇ ଗଲା । ଦୁନିଆ ସାରା ଲୋକଙ୍କର ଏହି ଶୋ କୁ ଅପେକ୍ଷା କରି ଥିଲେ । ଅପେକ୍ଷା ଏଥିପାଇଁ କରି ଥିଲେ କାରଣ ଏହି ଏପିସଡ଼ ରେ ବେୟର ଗ୍ରେଲସ ଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ମୋଦି ଜି ଏଡ଼ଭେଞ୍ଚର କରୁ ଥିବାର ନଜର ଆସିବେ । ଏହି ଶୋ ର ସୁଟିଙ୍ଗ କୋମ୍ବେର୍ଟ ନେସନଲ ପାର୍କରେ ହୋଇ ଥିଲା । ଏହି ଶୋ କୁ ଦୁନିଆର 180 ରୁ ଅଧିକ ଦେଶରେ ପ୍ରସାରିତ ହୋଇଛି ।

ଏହି ଶୋ ରେ ପିଏମ ମୋଦି ଖାସ ଅତିଥି ହୋଇ ସାମିଲ ହୋଇଛନ୍ତି । ସେ ଏହି ଶୋ ରେ ତାଙ୍କର ପିଲା ଦିନ ସହିତ ଯୋଡିତ ବହୁତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ଆଉ କହିଛନ୍ତି ଯେ ତାଙ୍କର ପିଲା ଦିନ କିପରି ବିତିଲା । ପିଏମ କହିଛନ୍ତି ଯେ ତାଙ୍କର ପିଲା ଦିନ ବହୁତ ଗରିବୀ ରେ ବିତି ଥିଲା । ସେ ଗୁଜୁରାଟ ରେ ନିଜର ମା ବାପା ସମେତ ପୁରା ପରିବାର ସହିତ ରହୁ ଥିଲେ । ଏତେ ଗରିବ ଥିଲେ ଯେ ତାଙ୍କ ପାଖରେ ଗାଧୋଇବା ଆଉ କପଡା ଧୋଇବା ପାଇଁ ସାବୁନ ନ ଥିଲା । ଏଥିପାଇଁ ସେ ଗାଧୋଇବା ପାଇଁ ସମୁଦ୍ର କୂଳରେ ସୁଖୀ ଯାଇ ଥିବା ଲୁଣମାଟି ପ୍ରସ୍ତ କୁ ନେଇ ଆସୁ ଥିଲେ ।

ଏହି ମାଟିକୁ ସେ କପଡା ଧୋଇବା ପାଇଁ ବ୍ୟବହାର କରୁ ଥିଲେ । ଏହା ଉପରେ ବିୟର ଗ୍ରେଲସ ପଚାରିଲେ ଯେ ଗାଧୋଇବା ପାଇଁ ଏହାକୁ କେମିତି ବ୍ୟବହାର କରୁ ଥିଲେ । ପିଏମ ମୋଦି ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ଏହି ଲୁଣିମାଟି ପ୍ରସ୍ତକୁ ପାଣିରେ ଗରମ କରି ଏହାର ବ୍ୟବହାର ଗାଧୋଇବା ବେଳେ କରି ଥାଉ । ଏହା ପରେ ବେୟର ଗ୍ରେଲସ ପଚାରିଲିଲେ ଯେ କପଡା ଇସ୍ତ୍ରୀ କେମିତି କରୁ ଥିଲେ , ଏହାର ଉତ୍ତର ଦେଇ ପିର୍ମ ମୋଦି କହିଲେ ଯେ ସେ ଗରମ କୋଇଲା କୁ ଗୋଟେ ତମ୍ବା ପାତ୍ରରେ ରଖି ତାକୁ ନିଜ କପଡା ଇସ୍ତ୍ରୀ କରୁ ଥିଲେ ।

ଶୋ ସମୟରେ ଗ୍ରେଲସ ଯେତେବେଳେ ଏକ ଭାଲା ଦେଇ ମୋଦିଙ୍କୁ କହିଲେ ଯେ ଏହାକୁ ରଖନ୍ତୁ ଯେତେବେଳେ କୌଣସି ପଶୁ ଦେଖିବେ ତୋ ଏଥିରେ ମାରି ଦେବେ । ଏଥିରେ ପିଏମ ମୋଦି ହସି କରି କହିଲେ ଯେ କାହାର ଜୀବନ ନେବା ଆମର ସଂସ୍କାର ନୁହେଁ । ଶୋ ଆରମ୍ଭ ହେବା ପୂର୍ବରୁ ଦିସ୍କୋଭାରୀ ଚାନେଲ ର ଏକ ଟ୍ୱିଟ କୁ ପିଏମ ମୋଦି ଟ୍ୱିଟ କରି ଜଣେଇଲେ ଯେ ବିୟର ଗ୍ରେଲସ ଙ୍କ ସହିତ ଏହି ସ୍ପେଶାଲ ମେନ ଭର୍ସେସ ଉଆଇଲଡ଼ ଶୋ କୁ ଟିଭିରେ କେଉଁଠି କେଉଁଠି ଦେଖା ଯାଇ ପାରିବ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.