ନାବାଳିକାକୁ କହିଲା ଭଲ ଚାକିରୀ ଦେବୀ , ଏହା ପୂର୍ବରୁ କିନ୍ତୁ କରିବାକୁ ପଡିବ ଗୋଟେ କାମ ଆଉ ତାପରେ ଛୁଇଁବାକୁ ଲାଗିଲା..

କ୍ରାଇମ ସମାଚାର

ରାୟପୁର. ଛତିଶଗଡ଼ ର ରାଜଧାନୀ ରାୟପୁର ଝିଅମାନଙ୍କର ଦେହ ବ୍ୟାପାର ର ବଡ଼ ରାକେଟ ଧରା ପଡିବା ପରେ ପୁଣି ପୋଲିସ ଲୋକଙ୍କୁ ସେହି ଧଂଧା କରୁଥିବା ମହିଳା ଦଲାଲଙ୍କ ସମେତ ଦୁଇ ଲୋକଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି। ପୋଲିସ ମୁତାବକ ମହିଳା ଦଲାଲ ବ୍ୟୁଟି ପାର୍ଲର ଚଲାନ୍ତି ଏବଂ ଝିଅ ମାନଙ୍କୁ ବ୍ୟୁଟି ପାର୍ଲର କାମ ଶିଖାଇବା ବାହାନାରେ ସେହି ଧଂଧା ରେ ପେଲି ଦିଅନ୍ତି।ଆରୋପୀ ମହିଳା ବ୍ୟୁଟି ପାର୍ଲର ବାହାନାରେ ଦେହ ବ୍ୟାପାର କରୁଥିଲେ।

ପୋଲିସ ମୁତବିକ ନରଦହା ର ୧୪ ବର୍ଷୀୟ ଝିଅ ବ୍ୟୁଟି ପାର୍ଲରର କାମ ଶିଖିବା ପାଇଁ ସଦ୍ଦୁ ହଉସିଂ ବୋର୍ଡ କଲୋନୀରେ ରହୁଥିବା ୨୪ ବର୍ଷୀୟ ଝିଅ ଘରକୁ ଯାଉଥିଲେ।ମହିଳା ଙ୍କର ବିବି ବିହାର ଶଙ୍କର ନଗର ରେ ବ୍ୟୁଟି ପାର୍ଲର ଅଛି ଏବଂ ଏଠି ସେ ଦେହ ବ୍ୟାପାର କରୁଥିଲେ। ପୋଲିସ କହିବା ଅନୁସାରେ ଅଶୋକ ରତନ ରେ ରହୁଥିବା ଅମିତ କୁମାର ସ୍ଵର୍ଣକାର ମହିଳା ଦଲାଲଙ୍କ ସାଥି ଅଟନ୍ତି। ୧ ମଇ ରେ ମହିଳା ଦଲାଲ ନାବାଳିକାଙ୍କୁ ନିଜ ଘରେ ଅମିତ କୁମାର ଙ୍କୁ ଦେଇଦେଲେ।ଅମିତ ପ୍ରଥମେ ନାବାଳିକାଙ୍କୁ ନିଜ ବସ କୁ ଆଣିବାକୁ ଚାହିଁଲେ।ଏହା ପରେ ନାବାଳିକା ଙ୍କୁ ବିବି ବିହାର ନେଇଗଲେ ଏବଂ ତା ଦ୍ଵାରା ଦେହ ବ୍ୟାପାର କରାଇବାକୁ ଲାଗିଲେ।ଏହା ପରେ ତାକୁ ଛାଡିଦେଲେ।ସେମାନେ ନାବାଳିକାଙ୍କୁ ଧମକାଇ ଥିଲେ ଯେ ଯଦି ପରିବାର ରେ କାହାକୁ କହିଥିବୁ ତେବେ ପରିଣାମ ବହୁତ ଖରାପ ହବ !

ଏହା ପରେ ୧୦ ରେ ମହିଳା ଦଲାଲ ନାବାଳିକା ଙ୍କୁ ପୁଣି ଡାକିଲେ।ନାବାଳିକା ରାତି ୧୦ ଟାରେ ନିଜ ଘରୁ ବାହାରିଥିଲେ।ମହିଳା ଦଲାଲ ପୁଣି ତାକୁ ଗ୍ରାହକଙ୍କ ପାଖକୁ ପଠେଇ ଦେଲେ। ରାତିରେ ନାବାଳିକା ଙ୍କ ଫେରାର ହଉଥିବା ଘଟଣା ପରିବାର ଲୋକେ ଥାନା ରେ ଅଭିଯୋଗ କଲେ।

ଏହା ପରେ ବିଧାନସଭା ପୋଲିସ ନାବାଳିକାଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ। ଏହା ଦ୍ଵାରା ମହିଳା ଦଲାଲ ଏବଂ ଆରୋପୀ ଅମିତ ଙ୍କ ଜଣା ପଡିଥିଲା।ପୋଲିସ ନାବାଳିକା ଙ୍କୁ ମୁକୁଳାଇ ଥିଲେ ଏବଂ ତାର ବୟାନ ଅନୁସାରେ ମହିଳା ଦଲାଲ ଏବଂ ଆରୋପୀ ବିରୁଦ୍ଧରେ ଦୁଷ୍କର୍ମ ଅପହରଣ ଏବଂ ମାନବ ତସକରି ଧାରା ଅନୁସାରେ ଅଭିଯୋଗ କରିଥିଲେ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.