ଯେଉଁ ସ୍ତ୍ରୀଙ୍କ ହାତରେ ହେଇଥାଏ ଏହିଭଳି ଆକୃତି ସେମାନେ ବହୁତ ଖୁସିରେ କଟିଥାଏ ବୈବାହିକ ଜୀବନ

ଜୀବନଚର୍ଯ୍ୟା

ହସ୍ତରେଖା ଶାସ୍ତ୍ରରେ ହାତର ରେଖା ଏବଂ ତା ସହ ଜଡିତ ବହୁତ ପ୍ରକାରର କଥା କୁହାଯାଇଛି।ଆମ ହାତରେ କିଛି ଏପରି ଚିନ୍ହ ଅଛି ଯାହା ମଣିଷର ଭବିଷ୍ୟତ ବିଷୟରେ ସଙ୍କେତ ଦିଏ ଏବଂ ଏହା ଦ୍ବାରା ଆମକୁ ଜଣା ପଡେ ଯେ ଆଗକୁ ଭଲ ହବ ନା ଖରାପ।କେବଳ ଏତିକି ନୁହେଁ ବରଂ ହସ୍ତରେଖା ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କ ହାତରେ ଥିବା ଅଲଗା ଅଲଗା ପ୍ରକାରର ଚିନ୍ହ ବିଷୟରେ ବିସ୍ତାର ରେ କୁହାଯାଇଛି ଏବଂ କୁହାଯାଇଛି ଯେ ଏହି ରେଖା ଅନୁସାରେ ସେହି ସ୍ତ୍ରୀ ବହୁତ ଭାଗ୍ୟବାନ ହୋଇଥାଏ ଯେଉଁମାନଙ୍କ ହାତରେ କିଛି ଖାସ ପ୍ରକାରର ରେଖା ଥାଏ।ଆଜି ଆମେ ଆପଣଙ୍କୁ କହିବୁ ଯେ ସେହି ଖାସ ରେଖା ବିଷୟରେ ଯାହାର ପ୍ରଭାବରେ ତାଙ୍କୁ ଧନ ଲାଭ,ସୁଖ ସମ୍ପତ୍ତି ଆଦି ମିଳିଥାଏ ଏବଂ ଏହି ଶୁଭ ରେଖା ସବୁ ସ୍ତ୍ରୀ ମାନଙ୍କ ହାତରେ ନଥାଏ ବରଂ ବହୁତ କମ ହାତରେ ଥାଏ।

ସ୍ତ୍ରୀ ମାନଙ୍କ ହାତରେ ଏହି ରେଖା କହିଥାଏ ଯେ :

କେତେ ଭାଗ୍ୟବାନ ସେ ପ୍ରଥମେ କହିଦେଉଛୁ ଯେ ଯଦି କୌଣସି ସ୍ତ୍ରୀ ର ହାତରେ କଇଁ କିମ୍ବା ମାଛ ପରି ଆକୃତି ହେଉଛି ତେବେ ଆପଣ ବୁଝିଯାଅନ୍ତୁ ଯେ ତାଙ୍କ ଜୀବନ ଏବଂ ଭବିଷ୍ୟତ ସୁଖରେ ଭରା ଏବଂ ଭବିଷ୍ୟତରେ ସେ କେବେ କୋୖଣସି ପ୍ରକାରର କଷ୍ଟ ହେବ ନାହିଁ। ଆପଣଙ୍କୁ ଏହା ମଧ୍ୟ ଜଣାଇଦେଉଛୁ ଯେ କୋୖଣସି ସ୍ତ୍ରୀ ର ହାତରେ ରଥ କିମ୍ବା ଧ୍ବଜା ଚିନ୍ହ ଅଛି ତାଙ୍କ ବିଷୟରେ କୁହାଯାଏ ଯେ ତାଙ୍କ ଜୀବନ ସାଥି କୌଣସି ବଡ଼ ଅଧିକାରୀ କିମ୍ବା ବଡ଼ ପଦବୀ ଲୋକ ହୋଇଥିବ।

ଜଣାଇ ଦେଉଛୁ ଯେ ଯେଉଁ ସ୍ତ୍ରୀ ର ଡାହାଣ ହାତରେ ତରାଜୁ ଏବଂ ବାମ ହାତରେ ହାତ କିମ୍ବା ମଇଁଷି ଭଳି କିଛି ଚିନ୍ହ ଅଛି ତେବେ ଏହା ବିଷୟରେ କୁହାଯାଏ ଯେ ତାଙ୍କ ଜୀବନ ସାଥି କୋୖଣସି ସାଧାରଣ ବ୍ୟକ୍ତି ନୁହେଁ ବରଂ ଏକ ବଡ଼ ବ୍ୟବସାୟୀ ହୋଇଥାନ୍ତି। ଏହା ଛଡା ହସ୍ତ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଯେଉଁ ସ୍ତ୍ରୀ ହାତରେ ଶଙ୍ଖ,ଚକ୍ର କିମ୍ବା ପଦ୍ମ ଚିନ୍ହ ଥାଏ ତାହା ବିଷୟରେ କୁହାଯାଏ ଯେ ତାଙ୍କ ପୁଅ ବଡ଼ ଅଧିକାରୀ କିମ୍ବା ରାଜା ସମାନ ଜୀବନ ବିତେଇଥାନ୍ତି।

ଏହା ମଧ୍ୟ କହିଦେଉଛୁ ଯେ ଯେଉଁ ସ୍ତ୍ରୀ ହାତରେ ଗୋଲାପୀ କିମ୍ବା ହାଲକା ଲାଲ ହୋଇଥାଏ ଓ ତାଙ୍କ ହାତରେ ସ୍ୱସ୍ତିକ ଚିନ୍ହ ଥାଏ କୁହାଯାଏ ଯେ ସେ ଯେକୌଣସି ଜାଗାରେ ରୁହନ୍ତି ସେଠି କେବେବି ପଇସାର ଅଭାବ ନଥାଏ।

ଆପଣଙ୍କୁ ଜଣାଇଦେଉଛୁ ଯେ ଯେଉଁ ସ୍ତ୍ରୀ ର ହାତରେ ଠିକ ମଝିରେ ସ୍ପଷ୍ଟ ତ୍ରିଭୁଜ କିମ୍ବା ଧନୁଷ ପରି ଆକୃତି ଥାଏ ସେହି ସ୍ତ୍ରୀ ବିଷୟରେ କୁହାଯାଏ ଯେ ତାଙ୍କୁ ସବୁ ପ୍ରକାରର ସୁଖ ଓ ବହୁତ ଭାଗ୍ୟବାନ ହୋଇଥାନ୍ତି।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.