ସାବଧାନ! ପୃଥିବୀ ବାହାରେ ବଢ଼ୁଛି ଏକ ନୂଆ ଦୁନିଆ

ଦେଶ ବିଦେଶ

ସାବଧାନ! ପୃଥିବୀ ବାହାରେ ବଢ଼ୁଥିଲା ଏକ ନୂଆ ଦୁନିଆ, ଏହାକୁ ଖୋଜିବା ଦ୍ଵାରା ଖୋଲିବ ଅନେକ ରହସ୍ୟ ଦୁନିଆର ସବୁଠୁ ବଡ଼ ବୈଜ୍ଞାନିକ ଷ୍ଟେଫେନ ହକିଂଙ୍ଗ ଏବେ ଦୁନିଆରୁ ଚାଲିଯାଇଛନ୍ତି। ବିଶ୍ୱର ରହସ୍ୟ କହିବା ଵାଲା ବୈଜ୍ଞାନିକ ଷ୍ଟିଫେନ ହଁକିଂଙ୍ଗଙ୍କ ଜନ୍ମ ୮ଜାନୁଆରୀ ୧୯୪୨ ରେ ହୋଇଥିଲା। ଏବେ କିଛି ଦିନ ପୂର୍ବରୁ ସେ ବିଶ୍ୱର ଗୋଟେ ଆଶ୍ଚର୍ଯ୍ୟ କଥା କହିଥିଲେ।ଅନୁମାନରେ, ଷ୍ଟିଫେନ ଏବେ ହି ବିଗବାଙ୍ଗ ର ପୂର୍ବରୁ ସଂସାରର ବିଷୟରେ କିଛି ଏମିତି କହିଥିଲେ, ଯାହାକୁ ଜାଣିକି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ପରି ଏକ ଆଶ୍ଚର୍ଯ୍ୟ କରିଦେବା ଘଟଣା ଆମେରିକା ନାସା ର ବୈଜ୍ଞାନିକ ମାନେ କହିିଛନ୍ତି …ପ୍ରକୃତରେ ଏହା ଏକ ଅକଳ୍ପନୀୟ ଅଟେ ।ପ୍ରକୃତରେ ନାସା ର ବୈଜ୍ଞାନୀମାନେ ହବଲ ଟେଲିସ୍କୋପ ର ସାହାଯ୍ୟ ରେ ରେଲିକ ଗ୍ୟାଲେସ୍କି ର ସନ୍ଧାନ ପାଇଛନ୍ତି । ଆପଣ ବୋଧେ ଏହି କଥା କୁ ବିଶ୍ୱାସ କରିବେନାହିଁ, ଆକାଶଗଙ୍ଗା ର ତୁଳନାରେ ରେଲିକ ଗ୍ୟାଲେସ୍କି ରେ ତାରା ମାନଙ୍କର ସଂଖ୍ୟା ଦ୍ୱିଗୁଣ ଅଟେ ।

ଏପର୍ଯ୍ୟନ୍ତ ଏହା ବୈଜ୍ଞାନନିକମାନଙ୍କ ସାମ୍ନା କୁ ଆସିନଥିଲା ।ଷ୍ଟେଫନ ହାଁ କିଙ୍ଗ ଙ୍କ କଥା ସତହେବା ପରେ, ସ୍ପେସରେ ରିସର୍ଚ୍ଚ ପାଇଁ ଆପଣମାନେ ଯେଉଁଠାରେ ବି ଆରମ୍ଭ କରିବେ , ଆପଣଙ୍କୁ କେଉଁଠାରେ ବି ଏହାର ଶେଷ ମିଳିବ ନାହିଁ, କାରଣ ସ୍ପେସ ଅନନ୍ତ ଅଟେ । ଏହାର ଅର୍ଥ ହେଉଛି ଯେ ଆପଣମାନଙ୍କୁ ସବୁଥର ଏମିତି ଲାଗିବ କି ଆପଣ ସେଇଠି ଠିଆ ହୋଇଛନ୍ତି ଯେଉଁଠୁ ଆରମ୍ଭ କରିଥିଲେ। ଏହା ମଧ୍ୟ କିଛି ଏପରି ଅଟେ ।ଵୈଜ୍ଞାନୀକମାନେ ପ୍ରଥମେ ଆକାଶଗଙ୍ଗା କୁ ଖୋଜି ବାହାର କରିଥିଲେ ଏବଂ ଏବେ ରେଲିକ ଗ୍ୟାଲେସ୍କି କୁ ଖୋଜି ବାହାର କରିଛନ୍ତି।

ସେମାନେ କୁହନ୍ତି ଯେ ରେଲିକ ଗ୍ୟାଲେସ୍କି ଆକାଶଗଙ୍ଗା ର ପଛଭାଗରୁ ମିଳିଛି ।ଆକାଶଗଙ୍ଗା ର ମୁକାବିଲା ରେ ରେଲିକ ଗ୍ୟାଲେସ୍କି ରେ ତାରା ମାନଙ୍କର ସଙ୍ଖା ଦ୍ୟୁଗୁଣା ଅଟେ ।ଏହା ପୂର୍ବରୁ ଵୈଜ୍ଞାନୀକମାନଙ୍କ କହିବା କଥାଯେ ଏନ୍ଜିସି୧୨୭୭ ରେ ଆକାଶଗଙ୍ଗା ଭଳିଆ ଗୋଲାକାର ସମୂହ ନୁହେଁ । ଆକାଶ ଗଙ୍ଗା ରେ ନୀଳ ଆଉ ନାଲି ରଙ୍ଗ ଦୁଇ ରଙ୍ଗର ମେଟାଲ ଉପସ୍ଥିତ ଅଛି ,କିନ୍ତୁ ଏନ୍ଜିସି୧୨୭୭ ରେ ଗ୍ଲୋବର କ୍ଳସ୍ତ୍ରର ର କମି ରହିଛି ।ସ୍ପେନ କି ଲା ଲାଗୁନା ୟୁନିବର୍ଷିଟି ସହ ସମ୍ଭନ୍ଧ ରଖିଥିବା ମାଇକେଲ ବେଲସି କୁହନ୍ତି ଯେ ମୁଁ ବହୁତ ଦିନ ରୁ ଗ୍ଲୋବାଲ କ୍ଲସ୍ତର ବିଷୟରେ ଅଧୟନ କରୁଛି । କିନ୍ତୁ ଏହିପରି ଗ୍ଲୋବାଲ କ୍ଳସ୍ତ୍ରର ପ୍ରଥମ ଥର ଦେଖୁଛି ।

  • 579
  •  
  •  
  •  
  •  
  •  
  •  
    579
    Shares
  • 579
    Shares

1 thought on “ସାବଧାନ! ପୃଥିବୀ ବାହାରେ ବଢ଼ୁଛି ଏକ ନୂଆ ଦୁନିଆ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.