Video : ରାସ୍ତାରେ ଝିଅଟିକୁ ଆସିଲା ପ୍ରଥମ ପିରିୟଡ଼ , ତାପରେ ଯୁବକ ଜଣକ କରିଲା ଏମିତି କାମ ଯେ ସାରା ଦୁନିଆ ମନେ ରଖିବ

ବିଶେଷ

ପ୍ରତିଟି ଝିଅର ଜୀବନରେ ବହୁତ ପ୍ରକାରର ପରିବର୍ତ୍ତନ ଆସି ଥାଏ କିନ୍ତୁ ତାଙ୍କର ଗୋଟେ ଖାସ ପରିବର୍ତ୍ତନ ଆସି ଥାଏ ଯାହାକୁ କି ପିରିୟଡ଼ କୁହନ୍ତି । ଏହା ପ୍ରତିଟି ଝିଅ ସହିତ ହୋଇ ଥାଏ ଆଉ ଏହା ସମ୍ପୂର୍ଣ୍ଣ ନେଚୁରାଲ ଅଟେ ଏହାକୁ ଅଟକା ଯାଇ ପାରିବ ନାହିଁ । ଏମିତି ଦେଖା ଯାଇ ଥାଏ ଯେ ଯେବେ ପିରିୟଡ଼ ପ୍ରଥମ ଥର ଆସି ଥାଏ ତୋ ଏହା କୌଣସି ବିପଦ ଠାରୁ କମ୍ ହୋଇ ନ ଥାଏ । ପ୍ରତ୍ୟେକ ଙ୍କ ସହିତ ପ୍ରଥମ ପିରିୟଡ଼ ରେ କିଛି ନା କିଛି ଅଜବ ହୋଇ ଥାଏ କାହିଁକି ନା ଏହା ବିନା ଏକ୍ସପେକ୍ଟ ରେ ପ୍ରଥମ ଥର ଆସି ଯାଇ ଥାଏ ।

ପିରିୟଡ଼ ବିଷୟରେ ଆମ ସମାଜରେ ବହୁତ ପ୍ରକାରର ଭ୍ରାନ୍ତି ଶୁଣିବାକୁ ମିଳି ଥାଏ , କୌଣସି ବି ଝିଅର ଜୀବନରେ ଏହାର ଆରମ୍ଭ ହେବା ବହୁତ ବଡ଼ କଥା ହୋଇ ଥାଏ ଆଉ ଏହା ଜରୁରୀ ହୋଇ ଥାଏ ଯେ ଏହା ବିଷୟରେ ତାକୁ ପ୍ରଥମରୁ ଜଣା ଥିବା ଦରକାର ଯାହା ଫଳରେ ସେ ପିରିୟଡ଼ ପାଇଁ ସଜାଗ ରହିବ । ସବୁବେଳେ ମନେ ରଖିବେ ଯେ ପ୍ରଥମ ପିରିୟଡ଼ ଗୋଟେ ଝିଅର ଜୀବନରେ ଭାବନାତ୍ମକ ରୂପରେ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଏ ତେଣୁ ଧ୍ୟାନ ରଖନ୍ତୁ ଯେ କେବଳ ପିରିୟଡ଼ ର ଫେକ୍ଟ ନ ବତେଇ ଏହା ବୁଝନ୍ତୁ ଯେ ତାକୁ ଗୋଟେ ଝିଅରୁ ମହିଳା ବନେଇବା ଦିଗରେ ପ୍ରସ୍ତୁତ କରୁଛନ୍ତି ।

ନିଜର ପ୍ରଥମ ପିରିୟଡ଼ ସମୟରେ ପ୍ରତ୍ୟେକ ଝିଅର ଅଲଗା ଅଲଗା ପ୍ରତିକ୍ରିୟା ହୋଇ ଥାଏ । ଏହି ପ୍ରତିକ୍ରିୟା ଆରାମ ରୂପରେ , କିମ୍ବା ଉତ୍ସାହ ରୂପରେ ଏପରିକି ଡର , ଡିପ୍ରେସନ ବା ଆତ୍ମଗ୍ଲାନି ରୂପରେ ବି ହୋଇ ଥାଏ। ଏହି ପ୍ରତିକ୍ରିୟା ଯାହାବି ହେଉ ଯଦି ତାକୁ ପ୍ରଥମରୁ ପିରିୟଡ଼ ବିଷୟରେ ଜ୍ଞାନ ଥିବ ତେବେ ପିରିୟଡ଼ ସମୟରେ ହେଉଥିବା ଭାବନାତ୍ମକ ପରିବର୍ତ୍ତନ ଉପରେ କାବୁ କରା ଯାଇ ପାରିବ ଆଉ ଏହି ସ୍ଥିତି କୁ ଭଲ ଭାବରେ ବୁଝା ଯାଇ ପାରିବ । ଆପଣଙ୍କୁ କହି ଦେଉଛୁ ଯେ ଆଜିକାଲି ସୋସିଆଲ ମିଡିଆରେ ପ୍ରଥମ ପିରିୟଡ଼ କୁ ନେଇ ଏକ ଭିଡ଼ିଓ ବହୁତ ଭାଇରଲ ହେଉଅଛି ଯାହାକି ବହୁତ ମୋଟୀଭେସନାଲ ଧରଣର ବି ଅଟେ । ଆସନ୍ତୁ ଜାଣିବା ଏହି ଭିଡ଼ିଓ ରେ କଣ ଖାସ ଅଛି ।

ଆପଣଙ୍କୁ କହି ଦେଉଛୁ ଯେ ଏହି ଭିଡ଼ିଓ ରେ ଆପଣ ଦେଖିବେ ଝିଅଟିଏ ଏକୁଟିଆ ସଡକରେ ଯାଉ ଥିବ ସେ ଧଳା କପଡା ପିନ୍ଧି ଥିବ ଆଉ ସେ ସଡକ ରେ ସେମିତି ଯାଉ ଯାଉ ହଠାତ ପିରିୟଡ଼ ଆସି ଯାଏ । ଏହି ପିରିୟଡ଼ ତା ପାଇଁ ପ୍ରଥମ ଥର ଅଟେ ଏଥିପାଇଁ ତାକୁ କିଛି ଧ୍ୟାନ ରହିଲା ନାହିଁ । କିନ୍ତୁ କିଛି ସମୟ ପରେ ଧଳା କପଡା ରେ ରକ୍ତ ସମସ୍ତଙ୍କୁ ଦେଖା ଯିବାରେ ଲାଗିଲା । ଝିଅଟି ନିଜର ସେମିତି ରକ୍ତ ଦେଖି ଡରରେ କାନ୍ଦିବାକୁ ଲାଗିଲା ଆଉ ଗୋଟେ ସ୍କୁଟିରେ ଯାଇ ବସି ଗଲା ।

ଯେ କେହି ତା ବିଷୟରେ ଅଜବ ଅଜବ କଥା ସବୁ କହୁ ଥିଲେ ଜିଏବି ତାର ଡ୍ରେସ ଦେଖିଲା କହିବାକୁ ଲାଗିଲେ – ” ଛି ଇଏ କେମିତିକା ଝିଅ ଅଟେ ” ଛାଡ଼ ସେ କଥା ସମସ୍ତେ ଏକା ପରି ନୁହନ୍ତି । ଭିଡ଼ ଭିତରୁ ବାହାରି ଜଣେ ଯୁବକ ଆସିଲା ସେଇ ଯୁବକ ଅଟେ ଯାହାର ସ୍କୁଟି ଥିଲା । ସେ ଯୁବକ ଦେଖିଲା ଝିଅଟି ସ୍କୁଟି ଉପରେ ବସି କାନ୍ଦୁଛି ସେ ଯୁବକ ତା ପାଖକୁ ଗଲା ଆଉ ତାକୁ କାନ୍ଦିବାର କାରଣ ପଚାରିଲା ଝିଅଟି କହିଲା ଯେ ତାର ବ୍ଲିଡିଙ୍ଗ ହେଉଛି ତାପରେ ସେ ଯୁବକ ଜଣକ ସେ ଝିଅ ସହିତ ଯାହା କଲା ତା ପ୍ରକୃତରେ ପ୍ରଶଂସା ର ଯୋଗ୍ୟ ଅଟେ। ଆସନ୍ତୁ ଦେଖିବା ସେ ଯୁବକ ସେ ଝିଅ ସହିତ କଣ କଲା…

ଦେଖନ୍ତୁ ଏହି ଭିଡ଼ିଓ….

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.